Browsing Category

ରାଜନୀତି

ଚୋର ମା କାନ୍ଦେନି, ଯଦି କାନ୍ଦେ ଦୁଆର ଦେଇ କାନ୍ଦେ

  ଉପବାଚସ୍ପତି ପଦବୀକୁ ନେଇ ଲାଭ କ୍ଷତିର ଅଙ୍କ କସୁଛନ୍ତି ସାନନ୍ଦଙ୍କ ସମର୍ଥକ  ଏଣେ ନୀଳକଣ୍ଠ ସାଜି ନିର୍ବିକାର ସାନନ୍ଦ  ବାରିପଦା/ dillip mohanty -କଥାରେ ଅଛି, ଚୋର ମା କାନ୍ଦେନି, ଯଦି କାନ୍ଦେ ଦୁଆର ଦେଇ କାନ୍ଦେ । ଆଉ ଏବେ ସେମିତି ପରିସ୍ଥିତି ସୃଷ୍ଟି ହୋଇଛି ମୟୁରଭଞ୍ଜ ଜିଲ୍ଲାର…

ଦମ‏ ଦେଖାଇଲେ ବାପି ସରଖେଲ 

ଇନ୍ଦିରା ଜ୍ୟୋତି  ଯାତ୍ରା ସମାପନ ଉତ୍ସବ  ମହାଆଡମ୍ବରରେ ପାଳିତ ଲୌହ ମାନବୀଙ୍କୁ ଆଜି ବି ଝୁରୁଛି ଏ ଦେଶ : ପ୍ରସାଦ   ପାରାଦୀପ : ପାରାଦୀପ ସହରରେ ନଭେମ୍ବର ୨୦ରେ କଂଗେସ ଦଳ ପକ୍ଷରୁ ଇନ୍ଦିରା ଗାନ୍ଧୀ ଜନ୍ମ ଶତବାର୍ଷିକ ପାଳନ ଅବସରରେ ଇନ୍ଦିରା ଜ୍ୟୋତି ସମାପନ ସମାରୋହ ଉତ୍ସବ …

ଯାହାକୁ ଯିଏ ରସିଲା , କିଏ ଫୁଲ ପରି ବାସିଲା

କୃଷ୍ଣ ନାମେ କି ରସ ଅଛି, ପାନ କଳା ଲୋକ ସିନା ଜାଣିଛି !!! ମୁରାରୀଙ୍କୁ ଭୁଲିଗଲେ, କୃଷ୍ଣଙ୍କୁ କୋଳାଇଲା ବିଜେପି  Bhubaneswar /Baripada/Kantabanji   : କଣ୍ଟାବାଞ୍ଜି ବିଜେପି ପ୍ରେସିଡେଣ୍ଟ ବିସ୍ଫୋରକ ଦ୍ରବ୍ୟ ସହ ଗିରଫ ହେବାପରେ ବିଜେପି ମୁଖାଲଜ୍ଜ୍ୟା ଏଡ଼ାଇବା ଲାଗି ମୁରାରୀ…

ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂଙ୍କୁ ବିଜେଡି ସମ୍ପାଦକ ବିଜୟଙ୍କ ଜବାବ : ଚାଷୀକୁଳକୁ ଧୋକା ଦେଇ ବିଜେପି କୁମ୍ଭୀର…

  ଚାଷୀ ଆତ୍ମହତ୍ୟା ନିଶ୍ଚିତ ଦୁଃଖଦାୟକ,ହେଲେ ଚାଷୀର ଭାବପ୍ରବଣତାକୁ ନେଇ ରାଜନୀତି ଲଜ୍ଜ୍ୟାଜନକ ଅରୁଣ ସିଂ ଆଗ ନିଜ ଅଗଣାକୁ ଦେଖନ୍ତୁ, ମହାରାଷ୍ଟ୍ରରେ କେତେ ଚାଷୀ ଆତ୍ମହତ୍ୟା କଲେଣି ? ଚାଷୀଙ୍କ ପ୍ରତି ବିଜେପିର କେତେ ଦରଦ ତାହା ମଧ୍ୟପ୍ରଦେଶରେ ପ୍ରମାଣିତ ହୋଇଛି…

 ମୟୁରଭଞ୍ଜ ନିର୍ଵାଚିତ ପ୍ରତିନିଧିମାନେ ରାଜ୍ୟପାଳ   ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ

ନିର୍ବାଚିତ ପ୍ରତିନିଧିମାନଙ୍କୁ ଶାସକ ବିଜେଡି ବିଧାୟକଙ୍କ ଅବହେଳା ଓ ଅସମ୍ମାନ ପ୍ରଦର୍ଶନ : ବିଜେପି   ଭୁବନେଶ୍ୱରରୁ ଚକ୍ରଧର ମାଝି  :  ଗତ ପଂଚାୟତ ନିର୍ବାଚନରେ ଆଦିବାସୀମାନଙ୍କ ଦ୍ୱାରା ପ୍ରତ୍ୟାଖାତ ହେବା ପରେ ଶାସକ ବିଜେଡି ପୋଲିସ ଓ ପ୍ରଶାସନକୁ ଅପବ୍ୟବହାର କରି ସେମାନଙ୍କୁ…

ବିଜେପି ଚାହେଁ ନେହେରୁଙ୍କ ନାଁ କିଏ ଉଚ୍ଚାରଣ ନକରୁ 

  ନିଜେ ୧୧୦୦ କୋଟି ଟଙ୍କା ବିଜ୍ଞାପନରେ ସାରିଲଣି, ବିଜେଡି କାର୍ଯ୍ୟକ୍ରମ  କଲେ ମିଛ ଅଙ୍କ ଦେଉଛ ୨୦୦ କୋଟି ଟଙ୍କା ଖର୍ଚ୍ଚ   ଅଭିଯୋଗ କେବଳ  ହାସ୍ୟାସ୍ପଦ ଓ ବାଚଳାମୀ  ‘ମୋଦିଫେଷ୍ଟ’ ଓ ‘ସବ୍‍କା ସାଥ, ସବ୍‍କା ବିକାଶ’ କାର୍ଯ୍ୟକ୍ରମ କାହା ଅର୍ଥରେ ହେଉଥିଲା ଶିକ୍ଷା, ସ୍ୱାସ୍ଥ୍ୟ ଓ…

ମୁଖ୍ୟମନ୍ତ୍ରୀ ଟେଲିପ୍ରଂପଟର ସହାୟତାରେ ଥଙ୍ଗେଇ ଥଙ୍ଗେଇ ଓଡିଆରେ ଭାଷଣ ଦେଲେ : ବିଜେପି

ରାଜ୍ୟ ସରକାରଙ୍କ ଶିଶୁ ଦିବସ କାର୍ଯ୍ୟକ୍ରମ କୁ ବିଜେପିର ବିରୋଧ    ଭୁବନେଶ୍ୱର:  ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ଉଭୟେ କେବଳ ଘୋଷଣା ଓ ପ୍ରଚାର ସର୍ବସ୍ୱ । ରାଜ୍ୟର ସମସ୍ତ ବର୍ଗ ଲୋକେ ଆଜି ଦୁର୍ଦିନରେ ବାସ କରୁଥିବାବେଳେ, ନିଜର ଅପାରଗତା ଓ ସ୍ଥାଣୁତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ…

ସମାଜର ବିକାଶ କ୍ଷେତ୍ରରେ ଶ୍ରମିକର ଅବଦାନ ଅତୁଳନୀୟ: ମୁଖମନ୍ତ୍ରୀ

ଆନୁଷ୍ଠାନିକ ଭାବେ ଜନ୍ମ ନେଲା ବିଜୁ ଶ୍ରମିକ ସାମ୍ମୁଖ୍ୟସବୁ ଅଣସଂଗଠିତ ଶ୍ରମିକଙ୍କୁ ମିଳିବ ପରିଚୟପତ୍ର ମହିଳାମାନଙ୍କୁ ସ୍ୱତନ୍ତ୍ର ସାମାଜିକ ନିରାପତ୍ତା ବବସ୍ଥା ଭୁବନେଶ୍ୱରରୁ ମାନସୀ ମିଶ୍ର :  ଶ୍ରମ ଶକ୍ତି, ଦେଶର ସବୁଠାରୁ ବଡ଼ ଶକ୍ତି । ଗ୍ରାମ ଠାରୁ ସହର ପର୍ଯନ୍ତ, ବିକାଶର ସବୁ…

ଜିଲ୍ଲା ପରିଷଦ ବୈଠକରେ ହାଇ ଭୋଲଟେଜର ଡ଼୍ରାମା 

  ଜିଲାପରିଷଦ ବୈଠକରେ ବିଜେପି ପକ୍ଷରୁ ଜିଲାପାଳଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପ୍ରତିବାଦରେ ସରକାରୀ କର୍ମଚାରୀ କଳା ବ୍ୟାଚ ପରିଧାନ କରି ଆନେ୍ଦାଳନ ବିଜେପି ନେତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଜିଲାପାଳଙ୍କୁ ଗିରଫ ଦାବି କଲେ ବିଜେପି ବାରିପଦା/Dillip Mohanty  - ଗତ ସୋମବାର…

ୟାଙ୍କର ନହଲାକୁ ତାଙ୍କର  ଦହଲା , ଇଏ ବାପାକୁ ନେଲାଣି ତ କିଏ ପୁଅକୁ ନେଲା 

ମିଶ୍ରଣକୁ ନେଇ ବିଜେଡି-ବିଜେପିର ହିସାବ ନିକାଶ ସୁନ୍ଦରଗଡ ରାଜନୀତିରେ ବିଜେଡି ବିଜେପି ଛକା ପଞ୍ଜା    ରାଉରକେଲାରୁ ସୁଶାନ୍ତ ବେହେରା : ସାଧାରଣତଃ ନିର୍ବାଚନ ପୂର୍ବରୁ ନେତାମନଙ୍କର ଦଳ ବଦଳ ହେବାର ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ଓଡିଶା ରାଜନୀତିରେ ବିଶେଷକରି ବିଜେଡି ଓ ବିଜେପି…