Browsing Category

ରାଜନୀତି

ଅସହିଷ୍ଣୁତା, ଘୃଣା, ସାମାଜିକ ବିଦ୍ୱେଷ, ହିଂସା ଓ ଅପରାଧିକ କାର୍ଯ୍ୟକଳାପ ବିଜେପିର ଡିଏନ୍‍ଏରେ ଅଛି: ବିଜୟ ନାୟକ

ଭୁବନେଶ୍ୱର : ବିଜେପୁର ଉପ-ନିର୍ବାଚନରେ କେଉଁ ଦଳ ଜିତିବ ତାହା ସାଧାରଣରେ ସମସ୍ତେ ଅନୁଭବ କଲେଣି । କିନ୍ତୁ ସେଠାରେ ରାଜନୀତିକୁ ବିଜେପି ଯେଭଳି ତଳସ୍ତରକୁ ନେଇଯାଇଛି ତାହା ଓଡ଼ିଶା ରାଜନୀତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ।  ଅସହିଷ୍ଣୁତା, ଘୃଣା, ସାମାଜିକ ବିଦ୍ୱେଷ,…

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା କାର୍ତିକ ଆରଏସଏସ କରମୀ: ବିଜେଡି ଦେଲା ପ୍ରମାଣ

ଭୁବନେଶ୍ୱର :  ଗତକାଲି କୁମ୍ଭାରୀ ଗ୍ରାମରେ ମାନନ୍ଥବର ମୁଖନ୍ଥମନ୍ତ୍ରୀ ଶ୍ରୀଯୁଚ୍ଛ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ନ୍ନିକ ମେହେର ନାମକ ଜଣେ ବନ୍ଥଚ୍ଛି ମୁଖନ୍ଥମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦନ୍ଥମ କରିଥିଲେ  । ବିଜେଡି ତରଫରୁ ଏହାକୁ ଆମେ କଡ଼ା ନିନ୍ଦା…

ପୋଲିସ ମହାନିର୍ଦ୍ଦେଶକଙ୍କୁ ବିଜେପି କଲା ଅଭିଯୋଗ  ଅଭିଯୋଗ ,  ଦୃଢ କାର୍ଯ୍ୟାନୁଷ୍ଠାନ  ପାଇଁ ଦାବୀ

  ବିଜେପୁରରେ ପୋଲିସ ଶାସକ ବିଜେଡିର କର୍ମୀ ଭାବେ କାର୍ଯ୍ୟ କରୁଛି: ବିଜେପି ବିଜେପୁର ଉପନିର୍ବାଚନରେ ପୋଲିସ୍ ନିଜର ନିରପେକ୍ଷ ସାମ୍ବିଧାନିକ ଦାୟିତ୍ୱ ଭୁଲି ବିଜେଡିର କର୍ମୀ ଭଳି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଭାରେ ଚପଲ ମାଡ ମାମଲାରେ ଏସଡିପିଓ ସୁରେଶ ନାୟକ ବିନା ତଦନ୍ତରେ…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ୩ଟି ସୁଟକେସ ଭର୍ତି କଳାଟଙ୍କା ଅଛି : ବିଜେପି

   ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ  ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଏହି ବିପୁଳ କଳା ଟଙ୍କା ଜବତ ହେବା ନିହାତି ଜରୁରୀ ଭୂବନେଶ୍ୱର : କଳା ଟଙ୍କା ଭର୍ତି ୩ଟି ସୁଟକେସ୍ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ବନ୍ଦ କୋଠରୀରେ ଅଛି । ବିଜେପୁର ଉପନିର୍ବାଚନରେ ଭୋଟରଙ୍କୁ…

‘ପିସି’ ମୋହରେ ବିଜେପି ବିଧାୟକ  ଗୋବିନ୍ଦ ଦାସ !!!!!!!!!

ଭାଇରଲ ଅଡ଼ିଓରେ ବିଧାୟକଙ୍କ ଅଶ୍ରାବ୍ୟ ସ୍ୱର ବାଲେଶ୍ୱର,: ଆଗରୁ କ୍ରିମିନାଲ ଖାସୁଆ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ବିଜେପି ବିଧାୟକ ଗୋବିନ୍ଦ ଦାସ ଏବେ ପିସି ମାଗିବା ତଥା ଧମକାଇବା ସମ୍ପର୍କିତ ଅଡିଓ ଟେପକୁ ନେଇ ଚର୍ଚ୍ଚାରେ | ବିଶୃଙ୍ଖଳିତ ଅମଲାତନ୍ତ୍ରଙ୍କ ମଧ୍ୟରେ ସରକାରୀ ହକ୍…

ହାରିବା ଭୟରେ ଆତଙ୍କିତ ଓ ଅସହିଷ୍ଣୁ ହୋଇ ଏଭଳି ବିଭ୍ରାଟ କରିବାକୁ ଚେଷ୍ଟା କରୁଛି : ବିଜେଡି

ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ, ନଡରି ରାତିରେ ଚାଲି ଚାଲି ପ୍ରଚାର କଲେ ନବୀନ  କିଛିଦିନ ତଳେ ଜଣେ ମହିଳା ବାଲେଶ୍ୱରରେବ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାରିଥିବା ବେଳେ ମଙ୍ଗଳବାର ରାତିରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଆଉ ଏକ ଅଘଟଣ | ମୁଖ୍ୟମନ୍ତ୍ରୀ ତଥା ବିଜେଡି…

ପ୍ରକୃତ ଜନଆକ୍ରୋଶକୁ ସାମ୍ନା କରିବା ପାଇଁ ବିଜେପି ନେତାମାନେ ପ୍ରସ୍ତୁତ ରୁହନ୍ତୁ : ବିଜୟ 

  ଭୁବନେଶ୍ୱର: ନିଜ କର୍ମୀଙ୍କୁ ଲଗାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାକୁ ଚପଲ ଫିଙ୍ଗି ସଭା ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ବିଜେପି ଯେ ଏତେ ନୀଚ ସ୍ତରକୁ ଆସିଯିବ ତାହା ଓଡ଼ିଶା ରାଜନୀତିରେ କେବେ ଆଗରୁ ଦେଖାଯାଇନଥିଲା । ଚପଲ ଫିଙ୍ଗି ଏହାକୁ ଜନଆକ୍ରୋଶର ରୂପ ଦେବା, ‘ଲୁଚିଛି ନା…

କେନ୍ଦ୍ରମନ୍ତ୍ରୀ ଏବଂ ପେଟ୍ରୋଲ ପମ୍ପ ମାଲିକମାନଙ୍କ ସହିତ ଥିବା ସୁସଂପର୍କ ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି

  ସିସିଟିଭି ଜରିଆରେ ଶ୍ରୀ ପ୍ରଧାନଙ୍କର ଗତିବିଧି ଉପରେ ନିୟନ୍ତ୍ରଣ ହେଉ: ବିଜେଡି ଭୁବନେଶ୍ୱର : ଗତ କଛି ଦିନ ମଧ୍ୟରେ  ବହୁ କୋଟି ଟଙ୍କା ପୋଲିସ ଦ୍ୱାରା ବିଜେପି ନେତାମାନଙ୍କ ଠାରୁ ଜବତ କରାଯାଇଛି, ଯାହା ନିର୍ବାଚନ ମଣ୍ଡଳୀକୁ ନିଆଯାଇ ଭୋଟରମାନଙ୍କୁ ବିଜେପି ସପକ୍ଷରେ ଭୋଟ ଦେବା ପାଇଁ…

 ମହାନଦୀ ଟ୍ରିବ୍ୟୁନାଲ ଗଠନ ନିଷ୍ପତ୍ତି ଦ୍ୱାରା ବିଜେପିର ଛତିଶଗଡ଼ ପ୍ରୀତିର ପରାଜୟ ହୋଇଛି

ମହାନଦୀ ପ୍ରସଂଗକୁ ଅପ୍ରସଂଗ ବୋଲି ଅଭିଯୋଗ ଆଣୁଥିବା ବିଜେପିର  ମୁଖା ଓଡ଼ିଶାର ଜନସାଧାରଣଙ୍କ ଆଗରେ ଖୋଲିଯାଇଛି ଭୁବନେଶ୍ୱର: ରାଜ୍ୟ ବିଜେପି ତ କେନ୍ଦ୍ର ବିଜେପି ସରକାର ମହାନଦୀ ପ୍ରସଙ୍ଗରେ ଅହେତୁକ ଛତିଶଗଡ଼ ପ୍ରୀତି ଦେଖାଉଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ …

 ରାଜ୍ୟ ନିର୍ବାଚନ ଆୟୋଗ ଶାସକ ଦଳର ଚାପରୁ ମୁକ୍ତ ରହି ନିଜର ସାମ୍ବିଧାନିକ ଦାୟିତ୍ୱ ପାଳନ କରନ୍ତୁ : ବିଜେପି

   ବାରମ୍ବାର ଅଭିଯୋଗ ସତ୍ୱେ ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ସନେ୍ଦହକୁ ଦୃଢୀଭୂତ କରିଛି  ନିର୍ବାଚନ ଆୟୋଗ ନିଜ ନିରପେକ୍ଷ ଦାୟୀତ୍ୱକୁ ସୁଚାରୁ ରୂପେ ପାଳନ କରି ଅବିଳମ୍ବେ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ…