Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବାସୁଦେବପୁର ବ୍ଲକର ବିଜେପି ନେତୃମଣ୍ଡଳୀ ବିଜେଡିରେ ମିଶିଲେ
ଭୁବନେଶ୍ୱର = ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଢ଼ୁଆଁ, ଜଗନ୍ନାଥପୁର ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚଙ୍କ ସମେତ ୭୦ରୁ ଉର୍ଧ୍ଵ ବିଜେପି କର୍ମୀ ମନ୍ତ୍ରୀ ବିଜୟଶ୍ରୀ…
ଉତ୍କଳ ଦିବସ ଓ ଜିଲ୍ଲା ଗଠନର ୨୫ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସ ସହ ପାଳନ କରାଯିବ: ଜିଲାପାଳ
ଯାଜପୁର : ଉତ୍କଳ ଦିବସ କେବଳ ଆମ ଓଡିଶାର ପ୍ରତିଷ୍ଠା ଦିବସ ନୁହେଁ ଆମ ରାଜ୍ୟର ସ୍ୱାଭିମାନ, ବିରତ୍ୱ ଓ ଗୈାରବର ପ୍ରତୀକ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଉତ୍କଳ \ ଦିବସ ଓ…
ବାରିପଦା ଘଟଣା ପୁଣି ଥରେ ଦାନ ମାଝୀ ପ୍ରସଙ୍ଗକୁ ମନେ ପକାଇ ଦେଇଛି : ବିଜେପି
ଭୁୂବନେଶ୍ୱର : ଦାନମାଝୀ ପରି ପୁଣି ଏକ ଲଜ୍ଜାକର ଘଟଣା ଲୋକଲୋଚନକୁ ଆସିବା ପରେ ଶାସକ ବିଜେଡିର ମୁଖା ଖୋଲିଯାଇଛି । କେବଳ ଯୋଜନା ଘୋଷଣା କରି ନିଜର ଆତ୍ମପ୍ରଚାରରେ ବ୍ୟସ୍ତଥିବା ମୁଖ୍ୟମନ୍ତ୍ରୀ ବାସ୍ତବରେ ସାଧାରଣଲୋକଙ୍କ ଅଧିକାରକୁ ଗୁରୁତ୍ୱ ଦିଅନ୍ତି ନାହିଁ । ବିଭିନ୍ନ ଯୋଜନା…
ଉତ୍ତରପ୍ରଦେଶ ଉପ-ନିର୍ବାଚନରେ ମାଟି ଚାଟିଲା ବିଜେପି: ବିଜୟ
ଭୁବନେଶ୍ୱର,: ମୋଦି ବିଜେପିର ପୋଷ୍ଟର ବୟ ଯୋଗୀ ଆଦିତ୍ୟନାଥଙ୍କ ନିଜ ସଂସଦୀୟ କ୍ଷେତ୍ର ଗୋରଖପୁରରେ ବିଜେପି ଆଜି ମାଟି ଚାଟିଛି । ଉତ୍ତରପ୍ରଦେଶରେ ଗୋରଖପୁର ଓ ଫୁଲପୁର ସଂସଦୀୟ କ୍ଷେତ୍ର ପାଇଁ ହୋଇଥିବା ଉପ-ନିର୍ବାଚନରେ ବିଜେପି ବହୁ ଭୋଟ୍ ବ୍ୟବଧାନରେ ପରାଜୟବରଣ କରିଛି । କେବଳ…
କୁନ୍ଦୁଲି ଗଣଦୁର୍ଷ୍କମ ପୀଡିତାକୁ ନ୍ୟାୟ ଦେବା ପରିବର୍ତ୍ତେ ରାଜ୍ୟ ସରକାର ମାମଲାକୁ ଚାପି ଦେବାକୁ ବସିଛନ୍ତି :…
ରିପୋର୍ଟକୁ ସାର୍ବଜନୀନ କରିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସନ୍ଦେହ ଘେରକୁ ଆସିଛି
ରାଜ୍ୟ ସରକାର ମାନ୍ୟବର ସୁପ୍ରିର୍ମକୋର୍ଟ ନିଦ୍ଦେଶ ଉଲ୍ଲଘଂନ କରିଛନ୍ତି
ଭୁବନେଶ୍ୱର : କୁନ୍ଦୁଲି ଗଣଦୁର୍ଷ୍କମ ପୀଡିତାକୁ ନ୍ୟାୟ ଦେବା ପରିବର୍ତେ ରାଜ୍ୟ ସରକାର ମାମଲାକୁ ଚାପି ଦେବାକୁ…
ପୁରୁଣା ରାସ୍ତାକୁ ମରାମତି କରି କହୁଛନ୍ତି କଣ ନା “ବିଜୁ ଏକ୍ସପ୍ରେସ ୱେ” !!!!
ରାଉରକେଲା – ସମ୍ବଲପୁର ୧୬୩ କିମିର ରାସ୍ତାକୁ ଲୋକାର୍ପଣ କରିଛନ୍ତି ତାହା ପୂର୍ବରୁ ରାଜ୍ୟ ରାଜମାର୍ଗ ଥିଲା
ମିଥ୍ୟା ପ୍ରଚାର କରି ମୁଖ୍ୟମନ୍ତ୍ରୀ ନିଜର ଆତ୍ମ ପ୍ରଚାର କରିବାର ଉତର ଆଗାମୀ ଦିନରେ ରାଜ୍ୟବାସୀ ଦେବେ
ଭୁବନେଶ୍ୱର/ଚକ୍ରଧର ମାଝି : ମୁଖ୍ୟମନ୍ତ୍ରୀ ପୁଣି ଥରେ…
ଢେଙ୍କାନାଳ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ମିତାଞ୍ଜଳୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ବିଜୁ ଜନତା କାର୍ଯ୍ୟାଳୟରେ ଶୋକସଭା
ଭୁବନେଶ୍ୱର/ଚକ୍ରଧର ମାଝି : ଢେଙ୍କାନାଳ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ଆଇନ୍ଜୀବୀ ମିତାଞ୍ଜଳୀ ସ୍ୱାଇଁ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଉରକେଲାରେ ମୃତୁ୍ୟବରଣ କରିଛନ୍ତି । ତାଙ୍କର ଅକାଳ ବିୟୋଗ ଖବର ଆସିବା ପରେ…
ପାଣ୍ଡିଆନଙ୍କ ଘର ସାମନାରେ ବିକ୍ଷୋଭ ମାମଲା, ହରି ଖୁଂଟିଆଙ୍କୁ ନୋଟିସରେ ବିଜେପି କ୍ଷୁବ୍ଧ
ପୋଲିସ ସାଜିଛି ରାଜନୈତିକ ଅସ୍ତ୍ର, ଦଳ ଏହାର ରାଜନୈତିକ ଜବାବ ଦେବା : ସଜ୍ଜନ
ଭୁୁବନେଶ୍ୱର: ରାଜନୈତିକ ଉଦେ୍ଧଶ୍ୟ ରଖି ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କୁ ପୋଲିସ ଆସନ୍ତା ୧୩ ତାରିଖ ଦିନ କ୍ୟାପିଟାଲ ଥାନାରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ…
ଅସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଦେବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ
ଅଖିଳ ଭାରତ ଅସଂଗଠିତ ଶ୍ରମିକ କଂଗ୍ରେସ ଓଡ଼ିଶା ଶାଖା ଉଦ୍ଘାଟିତ
ଭୁବନେଶ୍ୱର/chakradhar majhi - ଅଖିଳ ଭାରତ ଅସଂଗଠିତ ଶ୍ରମିକ କଂଗ୍ରେସ ଓଡ଼ିଶା ଶାଖା କଂଗ୍ରେସ ଭବନ ଠାରେ ଉଦ୍ଘାଟିତ ହୋଇଯାଇଛି । ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କୁ ସଂଗଠିତ କରି ସେମାନଙ୍କୁ…
ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଶାନ୍ତ, ସୌମ୍ୟ ଆଉ ଅଚ୍ୟୁତ
ଆଜି ବିଧିବଦ୍ଧ ଭାବେ ରାଜ୍ୟସଭା ପାଇଁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ, ଓ ଅଚ୍ୟୁତ ସାମନ୍ତ | ରାଜ୍ୟସଭା ନିର୍ବାଚନ ପାଇଁ ଘୋଷିତ ରିଟର୍ଣ୍ଣିଂ ଅଫିସର ରାଜେଲ ପାଟିଲଙ୍କ ନିକଟରେ ବିଧାନସଭାରେ ଏହି ୩ ଜଣ ବିଜୁ ଜନତା ଦଳ …