Browsing Category

ରାଜନୀତି

ଉଜ୍ଜ୍ୱଳା ଦିସବରେ ମହିଳା ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର୍ ଓ ଚୂଲା ବଂଟନ

ଭୁବନେଶ୍ୱରରୁ ଚକ୍ରଧର ମାଝି :  ଉଜ୍ଜ୍ୱଳା ଦିସବ ତଥା ପ୍ରଧାନମନ୍ତ୍ରୀ ଏଲ୍ପିଜି ପଂଚାୟତ ଉପଲକ୍ଷେ ଆଜି ବିଭିନ୍ନ ସ୍ଥାନରେ ମହିଳା ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର୍ ଓ ଚୂଲା ବଂଟନ କରାଯାଇଥିଲା । ଏକାମ୍ର ଅଂଚଳର ମହତାବ ରୋଡ଼୍ କେଉଟ ସାହି ଛକଠାରେ ସେବା ଇଣ୍ଡିଆନ୍ ପକ୍ଷରୁ ଗ୍ୟାସ୍…

ଗ୍ରାମ ସ୍ୱରାଜ ଯୋଜନାର କାର୍ଯ୍ୟକାରିତା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ 

ରାଜ୍ୟସରକାରଙ୍କ ଅସହଯୋଗ କାରଣରୁ ମୋଦୀ ସରକାରଙ୍କ ଜନକଲ୍ୟାଣ ଯୋଜନାର ସଚେତନତା ବାର୍ତା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ : ବିଜେପି   ଭୁବନେଶ୍ୱର : କେନ୍ଦ୍ରସରକାର ଏପ୍ରିଲ ୧୪ ତାରିଖରୁ ମେ ୫ ତାରିଖ ପର୍ଯ୍ୟନ୍ତ ଗ୍ରାମ ସ୍ୱରାଜ ଅଭିଯାନ ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣ ଯୋଜନା…

ଏଟିଏମ ସବୁ  ଫାଙ୍କା, ଲୋକ ପାଉନାହାନ୍ତି ଟଙ୍କା 

  ଭାରତବର୍ଷରେ ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି: ବିଜେଡ଼ି  ରିଜର୍ଭ ବ୍ୟାଙ୍କ ମୁଖ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଏବଂ ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଅଗ୍ରଣୀ ବ୍ୟାଙ୍କ ସମ୍ମୁଖରେ ବିଜେଡିର ଦୁଇ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ…

ଅକ୍ଷିତୃତୀୟାର ଭୁଲ ସୁଧୁରିଲା ଅକ୍ଷିତୃତୀୟାରେ : କଂଗ୍ରେସରେ ବ୍ରହ୍ମ  ପରିବର୍ତନ, ନିରଞ୍ଜନ ଧରିଲେ ମଙ୍ଗ 

  ଦକ୍ଷିଣ ଦାଇତ୍ୱରେ ପ୍ରଦୀପ, ପଶ୍ଚିମ ନବ, ଉପକୂଳ ସମ୍ଭାଳିବେ ଚିରଞ୍ଜୀବ ପ୍ରଚାର ଦାୟିତ୍ୱରେ ଭକ୍ତ, ଶୃଙ୍ଖଳା ରଖିବେ ହେମାନନ୍ଦ ସବୁ ନେତାଙ୍କ ଭିତରେ ସମନ୍ୱୟ ରଖିବେ ଜିତେନ୍ଦ୍ର     ଭୁବନେଶ୍ୱରରୁ ମାନସୀ ମିଶ୍ର :  ""ଓଡିଶାର ନେତା ଓ କରମୀ ମାନେ ମୋ ନା ପ୍ରସ୍ତାବ ଦେଇଥିବା ଯୋଗୁ…

“ଷଡ଼ଯନ୍ତ୍ରକାରୀ ବୈଜୟନ୍ତ, ମୁଖା ଖୋଲିଯାଇଛି”

  ଭୁବନେଶ୍ୱର : ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ପ୍ରବକ୍ତା ଓ ଘନିଷ୍ଠ  ସହଯୋଗୀ ଦେବାଶିଷ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତ ପଣ୍ଡାଙ୍କ ସଂପର୍କରେ ଯେଉଁ ସଂଗୀନ ଅଭିଯୋଗ ଆଣିଛନ୍ତି, ସେଥିରେ ଆମେ ଆଦୌ ଆଶ୍ଚର୍ଯ୍ୟାନ୍ୱିତ ନୋହୁଁ । ଶ୍ରୀ ମଲ୍ଲିକ ଉଲ୍ଲେଖ କରିଥିବା…

ବୈଜୟନ୍ତ ଲଙ୍ଗଳା !!!!!!!!!! ଦେବୁ ତାଙ୍କ ଦେହରେ ସୁତା ଟିକେ ବି ରଖିଲେନି

  "ବୈଜୟନ୍ତ ପଣ୍ଡା ଜଣେ ସ୍ୱାର୍ଥପର, ପ୍ରତିଶୋଧପରାୟଣ ଆଉ ମତଲବୀ"    ଭୁବନେଶ୍ୱର(ଜ୍ଞାନେଶ୍ବର) : ଦେବୁ ମଲ୍ଲିକ ଓରଫ ଦେବାଶିଷ ମଲ୍ଲିକ ଆଜି ଯାହା କହିଲେ ବା ଯାହା ଖୁଲାସା କଲେ ସେଥିଲେ ପ୍ରମାଣିତ ହୋଇଗଲା ଯେ ସଂସଦ ବୈଜୟନ୍ତ ପଣ୍ଡା ଜଣେ ସ୍ୱାର୍ଥପର, ପ୍ରତିଶୋଧପରାୟଣ ଆଉ ମତଲବୀ | ଆଉ…

 ପଦ୍ମପୁରରେ ପ୍ରବାଦ ପୁରୁଷଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପଦ୍ମପୁର(Nila Deep )- ପ୍ରବାଦ ପୁରୁଷ ତଥା ଆଧୁନିକ ଓଡ଼ିଶାର ନିର୍ମାତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ପଦ୍ମପୁର ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହାଙ୍କ ନେତୄତ୍ବରେ ପାଳିତ ହୋଇଯାଇଛି ।ଏହି ଅବସରରେ…

   ନୀଳଗିରି ନାବାଳିକା ଦୁଷ୍କର୍ମ ଅଘଟଣ ପରେ ଵ୍ୟାକଫୁଟରେ ବିଜେଡି, କାଠୱା ପରେ କାଠେଇ ଯାଇଥିବା  ବିଜେପି ନୀରବତା…

 ଆଉ କେତେ ଦିନ ନୀରବ ରହିବେ ମୁଖ୍ୟମନ୍ତ୍ରୀ ? : ଲେଖାଶ୍ରୀ  ଭୂବନେଶ୍ୱର, (ମାନସୀ ମିଶ୍ର) : ବିଜେପି ଶାସିତ ରାଜ୍ୟରେ ବଳାତ୍କାର ତଥା ନାବାଳିକାଙ୍କ ପ୍ରତି ହେଉଥିବା ବର୍ବର କାଣ୍ଡର ପ୍ରତିବାଦ କରି ବିଜେଡି ରାସ୍ତାକୁ ଓଲ୍ହାଇ କ୍ୟାଣ୍ଡଲ ରାଲି କରିଥିଲା | ବିଜେପି ଶାସିତ ରାଜ୍ୟରେ ନାରୀ…

 ବଦ୍ରୀଙ୍କ ଚିନ୍ତା : ନିରଞ୍ଜନ ବିଜେଡି 

ଚୋର ମା ଯଦି କାନ୍ଦେ, ଦୁଆର ଦେଇ କାନ୍ଦେ  ଘସିପୁରା ନିର୍ବାନମଣ୍ଡଳୀରେ ଗୁଂଜରଣ, ବଦ୍ରିଙ୍କୁ ବୁଡ଼ାଇବ କି ନିରଂଜନ ବିଜେଡି ! ଆନନ୍ଦପୁର୧୬/୪(ଜିତେନ୍ଦ୍ର ସାହୁ): ଏକଦା କଂଗ୍ରେସରେ ବିଜୁ କଂଗ୍ରେସ ବୋଲି କୁହାଯାଉଥିଲା  କଂଗ୍ରେସରେ ମିଶିଥିବା ବିଜୁ ଅନୁଗତଙ୍କ ଗୋଷ୍ଠୀକୁ | ହେଲେ ଏବେ…

ଟ୍ରିବ୍ୟୁନାଲ କାର୍ଯ୍ୟକୁ କେନ୍ଦ୍ର ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି: ବିଜେଡି

୨୨ରେ ମହାନଦୀ ପାଇଁ ମହାସମ୍ମିଳନୀ ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଯେଉଁସବୁ ବେଆଇନ୍‍ ବ୍ୟାରେଜ୍‍ ନିର୍ମାଣ କରି ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିଚାଲିଛି, ସେଥିରେ କେନ୍ଦ୍ରର ବିଜେପି ଶାସିତ ସରକାର ସହଯୋଗ କରୁଛନ୍ତି । ବୋଝ ଉପରେ ନଳିତା ବିଡ଼ା ସଦୃଶ ଇବ୍‍ ନଦୀର ଜଳ…