Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମହାନଦୀ ସୁରକ୍ଷା ଅଭିଯାନ : ମା’ ସମଲେଶ୍ୱରୀଙ୍କ ପୀଠରେ ଜଳଆଳତୀ
ସମ୍ବଲପୁର/ଗୌରାଙ୍ଗ ଦାଶ : ମହାନଦୀ ସୁରକ୍ଷା ଅଭିଯାନର ଜନଜାଗରଣ ଯାତ୍ରା ବରଗଡ଼ ଓ ଝାରସୁଗୁଡ଼ାରୁ ବୁଧବାର ଆରମ୍ଭ ହୋଇଥିଲା ବେଳେ ସମ୍ବଲପୁରରେ ଏହି ଯାତ୍ରା ପହଂଚିବା ପରେ ଏହି ଯାତ୍ରାକୁ ବିପୁଳ ସମ୍ବର୍ଧନା ଦିଆ ଯାଇଛି | ଛତିଶଗଡ଼ ଯେପରି ଭାବେ ମହାନଦୀ ଉପର ମୁଣ୍ଡରେ ବହୁ…
କଂଗ୍ରେସ ସରକାର ହେଲେ ବାଦ୍ଧକ୍ୟ ଭତା ବଢିବା , ଚାଷୀଙ୍କ ପାଇଁ ହେବ ଋଣ ଛାଡ : ନିରଞ୍ଜନ
ଜୟପୁରରୁ କଂଗ୍ରେସର ଶକ୍ତି ପ୍ରଦର୍ଶନ
ଜୟପୁର- ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ପରେ ଜୟପୁର ଠାରେ ଏକ ବିଶାଳ ସମାବେଶ କରାଯାଇ ନିର୍ବାଚନୀ ବିଗୁଲ ବଜାଇଛି କଂଗ୍ରେସ ଦଳ । ୨୫ ହଜାର ଲୋକଙ୍କୁ ନେଇ କଂଗ୍ରେସ ଜୟପୁର…
” ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି “
ମହାନଦୀ ପାଇଁ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଚିଖଲି ଓ ଶୁଖାସୋଡ଼ାରୁ ଆରମ୍ଭ
ଏ ଲଢେ଼ଇ କେବଳ ବିଜେଡିର ନୁହେଁ, ସାରା ଓଡ଼ିଶାର: ନବୀନ ପଟ୍ଟନାୟକ
ଭୁବନେଶ୍ୱର/manasi mishra : ବିଜୁ ଜନତା ଦଳର ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟରେ ମହାନଦୀ ସୁରକ୍ଷା ଅଭିଯାନ ମଇ…
ଦୁର୍ଘଟଣାକୁ ନେଇ ବିଜେଡି ରାଜନୀତି କରେନି, ହେଲେ ବିଜେପି କରେ : ବିଜୟ
"ବିଜେପି ବାରଣାସୀ ଘଟଣାରୁ ଶିକ୍ଷାଲାଭ କରିବା ଉଚିତ "
ଭୁବନେଶ୍ୱର: ଉତ୍ତରପ୍ରଦେଶ ବାରଣାସୀର କ୍ୟାଣ୍ଟନ୍ମେଣ୍ଟରେ ନିର୍ମାଣାଧୀନ ଫ୍ଲାଏ ଓଭରବ୍ରିଜ୍ ଭୁଶୁଡ଼ି ୧୯ରୁ ଅଧିକ ଶ୍ରମିକ ଓ ସାଧାରଣ ଲୋକେ ମୃତ୍ୟୁମୁଖରେ ପଡିଛନ୍ତି । ଏହା ନିଶ୍ଚିତ ରୂପେ ଦୁଃଖଦାୟକ ଘଟଣା । ମୃତକଙ୍କ ଆତ୍ମାର…
ବାବୁଲି ମିଶ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟ ଠାରେ ଦେଲେ ଶ୍ରଦ୍ଧା ସୁମନ
ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ବାବୁଲି ମିଶ୍ରଙ୍କ ଆଜି ସକାଳେ ପରଲୋକ ଘଟିବା ଖବର ଶୁଣି ରାଜଧାନୀର ସମସ୍ତ ବିଜେଡି କର୍ମକର୍ତ୍ତା, ସଦସ୍ୟ ଓ ସମର୍ଥକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ…
ବ୍ୟର୍ଥ ଯିବନି ଜମା ଏଇ ସେଲିବରେସନ
ସଂଖ୍ୟା ନଥିଲେ ବି ସଂଖ୍ୟାଲଘୁ ସରକାର ଗଠନ କରିବା ପାଇଁ ରାଜ୍ୟପାଳ ମହୋଦୟ ବିଜେପିକୁ ଡାକିବା ହିଁ ଥୟ | ଯେତେବେଳେ ସଂଖ୍ୟା ନଥାଇ ଅନ୍ୟ ରାଜ୍ୟରେ ଡାକିଥିଲେ ବା ଏକକ ସଂଖ୍ୟା ଗରିଷ୍ଠ ନହୋଇ ଅନ୍ୟ ରାଜ୍ୟରେ ରାଜ୍ୟପାଳ ସରକାର କରିବାକୁ ଡାକିଛନ୍ତି | କର୍ଣ୍ଣାଟକରେ ଆବଶ୍ୟକ ସଂଖ୍ୟା ନଥିଲେ…
ବିଜେଡି ବିଜେପି ଟକରା ଟକରି , ଉଭୟେ କରିବେ ସୁରକ୍ଷା ଯାତ୍ରା
ବିଜେଡିର ମହାନଦୀକୁ ବିଜେପିର ମହିଳା : ୧୬ରୁ ବିଜେଡି, ୧୭ରୁ ବିଜେପି
ଭୁବନେଶ୍ୱର : ବିଜେଡି ବିଜେପି ଏବେ ଟକରା ଟକରି ହୋଇ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି | ୟାଙ୍କର ସମାବେଶ କୁ ତାଙ୍କର ବି ସମାବେଶ, ୟାଙ୍କର ରାଲି କୁ ତାଙ୍କର ବିକ୍ଷୋଭ | କେହି କାହାକୁ ସ୍ପେସ ଦେଉନାହାନ୍ତି | ଏବେ…
ମହାନଦୀ ସୁରକ୍ଷା ଅଭିଯାନ: ଚିଖିଲିରେ ୨୦ମିନିଟ୍ ରହିବେ ମୁଖ୍ୟମନ୍ତ୍ରୀ ।
ବରଗଡ଼-ମହାନଦୀ ସୁରକ୍ଷା ଅଭିଯାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲିକୁ ଗସ୍ତ କରିବା କାର୍ଯକ୍ରମ ରହିଛି । ଏହି ଗସ୍ତ କାର୍ଯକ୍ରମରେ ପ୍ରଥମେ ଝାରସୁଗୁଡ଼ାରେ ନଦୀକୂଳ ବସ୍ତି ବାସିନ୍ଦାଙ୍କ ସହିତ ଆଲୋଚନା ଏବଂ ସଭାସ୍ଥଳୀରେ ଉଦ୍ବୋଧନ…
କେନ୍ଦ୍ରାପଡା ବିଜେଡିରେ ଅସନ୍ତୋଷ ତୀବ୍ର, ବୈଜୟନ୍ତଙ୍କ ଆଡକୁ ଢଳିଲେଣି ବିଜେଡି ନେତା : ଚର୍ଚ୍ଚାରେ ସାଂସଦ
କିଏ ସେହି ସାଂସଦ, ଯିଏ ବୈଜୟନ୍ତଙ୍କ ସହ ରଖିଛନ୍ତି ଗୋପନ ସମ୍ପର୍କ
ବୈଜୟନ୍ତଙ୍କ ଆଡକୁ ଢଳାଉଛନ୍ତି ବିଜେଡି ନେତାଙ୍କୁ ?
କେନ୍ଦ୍ରାପଡା ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ବିଜେଡି ରାଜନୀତି ପୁଣି ଗୋଳିଆ । ଦଳର ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳର ହାଇକମାଣ୍ଡ ଏକଘରକିଆ…
ବିଜେଡ଼ିର ମହାନଦୀ ସଂଗ୍ରାମ ଅଭିଯାନ କେବଳ ନାଟକବାଜି- କଂଗ୍ରେସ କୃଷକ ସେଲ
ଭୁବନେଶ୍ୱର,-ମହାନଦୀ ଓଡ଼ିଶାର ୧୫ଗୋଟି ଜିଲ୍ଲାର ଜନସାଧାରଣଙ୍କର ଜୀବନ ରେଖା । କିନ୍ତୁ ଦୁଃର୍ଭାଗ୍ୟର କଥା ଛତିଶଗଡ଼ ସରକାର ବେଆଇନ ଭାବେ ମହାନଦୀର ଉପରମୁଣ୍ଡରେ ଜଳ ପ୍ରବାହକୁ ରୋକିବା ଫଳରେ ମହାନଦୀର ପାଣି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଯାହା ଫଳରେ ଚାଷ ବ୍ୟାହତ, ଲୋକେ…