Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ନବ କହିଲେ ଫୁଲ ନାଇଁ, ଭୋଟ ଯୋଗାଡ଼ କରି ଦିଅ
ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦାସ୍ଥିତ ସାଇ ବିନାୟକ ବିବାହ ମଣ୍ଡପରେ ଆଜି ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ପିସିସି କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ ଯୋଗ ଦେଇ ଫୁଲମାଳ ଓ ଫୁଲ ଦେଇ ସମ୍ବର୍ଦ୍ଧନା ଗ୍ରହଣ…
ଏକାମ୍ରରୁ ମୋଦିଙ୍କୁ ସ୍ୱାଗତ କରିବେ ୫ହଜାର କର୍ମୀ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୬ତାରିଖରେ କଟକ ବାରବାଟୀକୁ ଆସିବା ବେଳେ ଏକାମ୍ର ନିର୍ବାଚନ ମଣ୍ଡଳିରୁ ୫ହଜାର କର୍ମି ସାମିଲ ହୋଇ ସ୍ୱାଗତ କରିବେ । ସ୍ଥାନୀୟ ବିନ୍ଦୁସାଗର ନିକଟ ଉତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକାମ୍ର ନିର୍ବାଚନ ମଣ୍ଡଳୀର କର୍ମିମାନଙ୍କ ବୈଠକରେ…
ମହାନଦୀ ପାଇଁ ମହାସଂଗ୍ରାମ: ଅଷ୍ଟମ ଦିନରେ ଜନଜାଗରଣ ଯାତ୍ରା
କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ : ଓଡ଼ିଶାର ଜୀବନରେଖା କହିଲେ ମହାନଦୀକୁ ବୁଝାଇଥାଏ ଓ ଏହି ରାଜ୍ୟର ଦୁଇ-ତୃତୀୟାଂଶ ଲୋକଙ୍କ ଜୀବନ ଓ ଜୀବିକା ଏହା ସହିତ ଓତଃପ୍ରୋତଃ ଭାବେ ଜଡ଼ିତ । ମଧ୍ୟପ୍ରଦେଶରୁ ବାହାରି ଛତିଶଗଡ଼ ଦେଇ ମହାନଦୀ ବଙ୍ଗୋପସାଗରରେ ମିଶିଛି । ସଂପ୍ରତି ଆମ ରାଜ୍ୟର…
ତୈଳଦର ଅଣାୟତ, କେନ୍ଦ୍ର ସରକାର ନୀରବଦ୍ରଷ୍ଟା: ବିଜେଡ଼ି
୨୮ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଚଳିତମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଭୁବନେଶ୍ୱର : ଦେଶରେ ପେଟ୍ରୋଲ ଓ ଡ଼ିଜେଲ…
ଅତାବିରାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ସୁରକ୍ଷା ଅଭିଯାନ ।
ଅତାବିରା/Nila Deep -ସମଗ୍ର ଓଡିଶାରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ପଂଚମ ଦିନରେ ଅତାବିରା ରଣେଶ୍ୱର ରାମଖଣ୍ଡି କଲ୍ୟାଣ ମଣ୍ଡପ ଠାରେ ନାରୀ ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ନାରୀ ନିଯ୍ୟାତନା ତଥା ଅତ୍ୟାଚାରକୁ ଆଖି ଆଗରେ ରଖି ମହିଳା ମୋର୍ଚ୍ଚା ବରଗଡ଼ ଜିଲ୍ଲା…
ନାରୀମାନେ ସମାଜର ମୁଖ୍ୟ ସ୍ରୋତକୁ ଆସି ନିଜର ଅଧିକାର ସାବ୍ୟସ୍ତ କରନ୍ତୁ: ମହିଳାମୋର୍ଚ୍ଚା
ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଆଜି ତୃତୀୟ ଦିନରେ ପଂହଚିଛି । ରାଜ୍ୟରେ…
ବିଜେପି ପକ୍ଷରୁ ଗରୀବ ଭୂମିହୀନମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ ଦାବିରେ ବିକ୍ଷୋଭ
ବିଜେଡି କହିଲା "ଲୋକପ୍ରିୟତା ହରାଉଥିବା ବିଜେପି କରୁଛି ଶସ୍ତା ରାଜନୀତି"
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ବିଜେପି ପକ୍ଷରୁ ଭୂମିହୀନ ଗରୀବ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜନସାଧାରଣଙ୍କୁ ତୁରନ୍ତ ଜମି ପଟ୍ଟା ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଷଷ୍ଠ ଦିନରେ ମହାନଦୀ ସୁରକ୍ଷା ଅଭିଯାନ: ବିପୁଳ ଜନ ସମର୍ଥନ
ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲାର ଚିଖଲି ଠାରୁ ଶୁଭାରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଜନଜାଗରଣ ଯାତ୍ରାର ଷଷ୍ଠ ଦିବସରେ ପହଂଚିଛି । ଏହି ଜନଜାଗରଣ ଯାତ୍ରାର ଦକ୍ଷିଣ ପାଶ୍ୱର୍…
କବିତା ମାଧ୍ୟମରେ ସନ୍ତୋଷଙ୍କ ମହାନଦୀ ସୁରକ୍ଷା ଆନ୍ଦୋଳନ
ବିଜୁପଟ୍ଟନାୟକ ସଂସଦ ପକ୍ଷରୁ ମହାନଦୀ କବିତା ଆସର
ପାରାଦୀପ (ଉପେନ୍ଦ୍ର ଗୁରୁ) : ମହାନଦୀ ଜଳ ପାଇଁ ଉଭୟ କେନ୍ଦ୍ର ଓ ଛତିଶଗଡ ସରକାରଙ୍କୁ ଦାୟୀକରି ଗତ ମେ ମାସ ୧୬ତାରିଖରୁ ଏହା ବିରୁଦ୍ଧରେ ମହାନଦୀ ସୁରକ୍ଷା ଅଭିଯାନ ନାମରେ ସାରା ଓଡିଶାରେ ବିଜେଡି ତାର ଆନ୍ଦୋଳନ ଜାରି ରଖିଛି । ଏବଂ ଆସନ୍ତା…
କଂଗ୍ରେସ ଫେରୁଛନ୍ତି ଆର୍ଯ୍ୟ ଜ୍ଞାନେନ୍ଦ୍ର, କାଲି ଟିଏମସି ସଭାପତି ପଦରୁ କରିବେ ଇସ୍ତଫା ଘୋଷଣା
ଭୁବନେଶ୍ୱର : ପୂର୍ବତନ କଂଗ୍ରେସ ମୁଖ୍ୟ ମୁଖପାତ୍ର ତଥା ବର୍ତମାନ ଟିଏମସି ସଭାପତି ଥିବା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପୁଣି କଂଗ୍ରେସକୁ ବାହୁଡୁଛନ୍ତି | ସେ ଆସି କଂଗ୍ରେସର ଗଣମାଧ୍ୟମ ବିଭାଗ ମୁଖ୍ୟ ଦାୟିତ୍ୱରେ ଅବସ୍ଥାପିତ ହେବ ଆପାତତଃ ଥୟ ହୋଇଛି | ତେଣୁ ସେ କାଲି ଟିଏମସି ସଭାପତି…