Browsing Category

ରାଜନୀତି

ଭୁବନେଶ୍ୱର ମହାନଗର ନିଗମରେ କଂଗ୍ରେସ ବିହନ ମରିଲା

ବିଜେଡିରେ ଯୋଗଦେଲେ କଂଗ୍ରେସ ଓ ବିଜେପି କର୍ପୋରେଟର୍‍ ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ କଂଗ୍ରେସର ବିହନ ମରିଗଲା | ଗତ  ମହାନଗର ନିର୍ବାଚନରେ ଦୁଇଟି ଆସନ କଂଗ୍ରେସକୁ ମିଳିଥିବା ବେଳେ ଆଜି ପରିଷଦ କଂଗ୍ରେସ ଶୁନ୍ୟ ହୋଇଛି | ନିର୍ବାଚନର ଯଇଛି ଦିନ ପରେ ୫୨ ନଂ ୱାର୍ଡ କର୍ପୋରେଟର …

ପ୍ରଭାତ ଜେନା ମୟୁରଭଞ୍ଜ ଜିଲ୍ଲା ବିଜେଡି ଉପସଭାପତି

  ଭୁବନେଶ୍ୱର :  ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବଡ଼ସାହି ନିର୍ବାଚନ ମଣ୍ଡଳୀର  ପ୍ରଭାତ କୁମାର ଜେନାଙ୍କୁ ମୟୂରଭଞ୍ଜ ଜିଲ୍ଲା କମିଟିର ଉପ-ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।  …

ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଆପ୍ରାଣ ଉଦ୍ୟମ 

ଅସଜଡ଼ା ହୋଇ ପଡିଛି ମୟୁରଭଞ୍ଜରେ ବିଜେଡିର ଗଡ | ନବୀନ ବାବୁଙ୍କ ଯାବତୀୟ ଜନକଲ୍ୟାଣ ଯୋଜନା ସତ୍ତ୍ୱେ ବିଜେଡି ନେତାଙ୍କ ଅଯୋଗ୍ୟତା କାରଣରୁ ଅତର୍କିତ ଭାବେ ବିଜେପି ବାଜି ମରିନେଲା | ତେଣୁ ଜିଲ୍ଲାର ଅନେକ ନେତା ଟେଷ୍ଟେଡ ଫେଲ, ଆଉ ଜିଲ୍ଲାର ଆଦିବାସୀ ସମୁଦାୟ ତଥା ସାଧାରଣ ବର୍ଗର ଲୋକଙ୍କ…

ଆଉ କେତେ ଦିନ ରାଜ୍ୟର ମା’ ଭଉଣୀମାନେ ଦୁଷ୍କର୍ମର ଶିକାର ହୋଇ ଚାଲିଥିବେ: ବିଜେପି

ମହିଳା ସୁରକ୍ଷା ଯାତ୍ରା ଅବସରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ଭୁବନେଶ୍ୱର :  ରାଜ୍ୟରେ ନାରୀ ଆଜି ଅସୁରକ୍ଷିତ । ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବାରେ ରାଜ୍ୟସରକାର ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି । କେବଳ ହୀନ ରାଜନୀତି କରି ଶାସକ…

୧୦ ଲକ୍ଷ ଅଣସଂଗଠିତ ଶ୍ରମିକଙ୍କୁ ସାମିଲ ଲକ୍ଷ୍ୟ

ବିଜୁ ଶ୍ରମିକ ସାମ୍ମୁଖ୍ୟର ଆଞ୍ଚଳିକ ସମ୍ମିଳନୀ ବାଲେଶ୍ୱର( ଉଜ୍ଜ୍ୱଳ କର ): ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଅଣସଂଗଠିତ ଶ୍ରମିକଙ୍କୁ ନେଇ  ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ଆଜି ଅନୁଷ୍ଠିତ  ହୋଇଯାଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ…

 ସମସ୍ତ ସେଲ୍ଫ ଫାଇନାନ୍ସ କୋର୍ସ ବିଭାଗକୁ ନିୟମିତ କରାଯାଉ 

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଝାମୁମୋ ପକ୍ଷରୁ ତାଲାବନ୍ଦ ଆନ୍ଦୋଳନ  ବାରିପଦା(ଦିଲ୍ଲୀପ ମହାନ୍ତି )- ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ସହିତ ସମସ୍ତ ବିଭାଗକୁ ନିୟମିତ କରାଯିବା ଦାବି ନେଇ ଝାମୁମୋର ମୟୂରଭଞ୍ଜ ଛାତ୍ରଶାଖାର ସଭାପତି ଧନଞ୍ଜୟ ସାହୁଙ୍କ ନେତୃତ୍ୱରେ…

ଧର୍ମେନ୍ଦ୍ର ଲାଙ୍ଗୁଡ଼ ଯାକିବା ପରେ ତରକିଲା ବିଜେଡି 

    ଭୁବନେଶ୍ୱର : ଦୀର୍ଘଦିନ ପରେ ମହାନଦୀ ପ୍ରସଙ୍ଗରେ ଲାଗୁଡ଼ା ଯାକିଛି ବିଜେପି | ରାଜ୍ୟବ୍ୟାପୀ ମହା ଅସନ୍ତୋଷ ବିଜେପି ବିରୋଧରେ ଦାନା ବାନ୍ଧୁଥିବା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଔଦ୍ଧତ୍ୟପୂର୍ଣ୍ଣ ଅହଙ୍କାରୀ ବୟାନ ରାଜ୍ୟ ବାସୀ ଭୀଷଣ ଉତ୍କ୍ଷିପ୍ତ |  ଅନ୍ୟପକ୍ଷରେ…

ବିଜେପିର  ହିଂସାତ୍ମକ ରାଜନୀତି ପ୍ରତିବାଦରେ ଦଳ ଛାଡିଲେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ 

ଯାଜପୁରରେ ବିଜେପିକୁ ବଡ଼ ଝଟ୍‍କା, ମଣ୍ଡଳ ସ୍ତରୀୟ ବିଜେପି ନେତାଙ୍କ ସହ ହଜାରେରୁ ଉର୍ଧ୍ଵ  କର୍ମୀ ବିଜେଡିରେ ଯୋଗଦେଲେ ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଏବଂ ଓଡ଼ିଶାରେ ବିଜେପିର ହିଂସାତ୍ମକ ରାଜନୀତିକୁ…