Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ପଦ୍ମପୁର ଏନଏସି ଅଧ୍ୟକ୍ଷା ପଦ ପାଇଁ ବିଜେଡିରୁ ନାମାଙ୍କନ ଦାଖଲ କଲେ ସାବିତ୍ରି ବାଗ
ପଦ୍ମପୁର : ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନ କରିବାର ଶେଷ ତାରିଖ ଥିଲା । ବରଗଡ ଜିଲ୍ଲା ପଦ୍ମପୁର ଏନ ଏ ସି ପାଇଁ ଆଜି ବିଜୁ ଜନତା ଦଳ ତରଫରୁ ସମସ୍ତ ୱାର୍ଡ ଓ ଚେୟାରମେନ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ୧୧ ଗୋଟି ୱାର୍ଡ ବିଶିଷ୍ଟ ପଦ୍ମପୁର ଏନଏସିର ନିର୍ବାଚବନ ପାଇଁ ଆଜି…
କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ହେଲେ ବିକ୍ରମ
ଭଞ୍ଜନଗର/ନିଲୁ ବିଷୋୟୀ : ଭଞ୍ଜନଗର ପୌର ନିର୍ବାଚନ ସକାଶେ ବିଜେଡ଼ିର ସମସ୍ତ ପ୍ରାର୍ଥୀ ରବିବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।୭ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ କୁନେଇ ତତ୍ପରତା ପ୍ରକାଶ ପାଇଛି।କଂଗ୍ରେସ ଦଳ ତରଫରୁ…
ଡ. ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ
ଭୁବନେଶ୍ୱର :ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା କରାଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି । ଆସନ୍ତା…
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ
ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ଅନୁଗୁଳ ଜିଲ୍ଲା ଆଇଡା ପଂଚାୟତର ଖିରୋଦ ବଘାର | ବିଜୁ ଜନତାଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଶ୍ରୀ ବଘାରଙ୍କୁ ଦଳରୁ ନିଲମ୍ବିତ ଯାଇଥିବା ଦଳର ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ…
ଦଳ ବିରୋଧି କାର୍ଯ୍ୟ ପାଇଁ ପ୍ରଣବ ଛୋଟରାୟଙ୍କୁ ନିଲମ୍ବନ କଲା ସମୃଦ୍ଧ ଓଡ଼ିଶା
ଭୁବନେଶ୍ୱର- ସମୃଦ୍ଧ ଓଡ଼ିଶା ଦଳର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସବ୍ କମିଟିର ଅଧ୍ୟକ୍ଷ ମନୋରଂଜନ ଦାସ ଦଳର ସମ୍ମାନ ହାନି ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା ଅଭିଯୋଗରେ ପ୍ରଣବ ଛୋଟରାୟଙ୍କୁ ନିଲମ୍ବନ କରାଯାଇଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ସମୃଦ୍ଧ ଓଡ଼ିଶା ଦଳ ତରଫରୁ ପ୍ରକାଶ ପାଇଛି…
ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ସାଧାରଣ ସମ୍ପାଦକ
ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ବିଜେଡି ନେତା ତଥା ସାଧାରଣ ସମ୍ପାଦକ( ସୁନ୍ଦରଗଡ) ଅଶୋକ ସାଏ | ବିଜୁ ଜନତାଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ ସାଏଙ୍କୁ ଦଳରୁ ନିଲମ୍ବିତ ଯାଇଥିବା ଦଳର ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ…
ବିଜୟ ପାଇଁ ଓଡ଼ିଶା ବାସୀ ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।
https://youtu.be/o5tEe55fgcQ
ବି.ଜେ.ଡିର ପୌର ନିର୍ବାଚନ ପ୍ରସ୍ତୁତି: ଦଳରେ ଏମ୍.ପି , ଏମ୍.ଏଲ୍.ଏ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ପଞ୍ଚାୟତ ନିର୍ବାଚନରେ ସଫଳତା ଗଣତାନ୍ତ୍ରିକ ଇତିହାସରେ ଅଭୂତପୂର୍ବ।
ଗଣତନ୍ତ୍ରରେ ଲୋକଙ୍କ ସ୍ବର…
ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ନିଯୁକ୍ତ
ଭୁବନେଶ୍ୱର - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷଭାବେ ଶ୍ରୀ ଜିତେନ୍ଦ୍ର ବିଶ୍ୱାଳଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ ବିଶ୍ୱାଳ ଆଗାମୀ ଦିନରେ ରାଜ୍ୟରେ ଥିବା ଭିନ୍ନକ୍ଷମ ବନ୍ଧୁମାନଙ୍କୁ ସଂଗଠିତ କରି…
ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ପଦବୀ ଦଖଲ କରିବ ବିଜେଡି -ବିଧାୟକ ବରିହା
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ହେଉଛି ଓଡିଶା ଛତିଶଗଡ଼ ସୀମାନ୍ତବର୍ତ୍ତୀ ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ ବିଜେଡି ର ଗଡ଼ କୁହାଯାଉଥିବା ୧୪ପଞ୍ଚାୟତ ବିଶିଷ୍ଟ ଝାରବନ୍ଧ ବ୍ଲକ ରେ ଏଥର ମଧ୍ୟ ବିଜେଡି ବାଜିମାତ କରିଛି।ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ପଦ୍ମପୁର…
ନୟାଗଡ଼ବାସୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଅରୁଣ
https://youtu.be/N9G6d7P2Z40
ନୟାଗଡ : ନୟାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିପୁଳ ବିଜୟ ଓ ଆଶାତୀତ ସଫଳତା ପରିପ୍ରେକ୍ଷୀରେ ନୟାଗଡ ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ବିଧାୟକ ତଥା ରା଼କ୍ୟ କୃଷି, କୃଷକକଲ୍ୟାଣ, ମତ୍ସ୍ୟ-ପଶୁସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର…