Browsing Category

ରାଜନୀତି

ଉଚିତ ଅନୁକମ୍ପା ରାଶି ଯୋଗାଇଦେବାକୁ ଦାବି କଲେ ଅର୍କେଶ 

  ସୁରକ୍ଷା ଚକ୍ର ରୂପେ ବିବେଚିତ "ବାଏପାସ ରାସ୍ତା ରିଂ ରୋଡ୍ " ନିର୍ମାଣ ନହେଲେ ଆନ୍ଦୋଳନ ଧମକ ଦେଲା  ବଲାଙ୍ଗୀର ଏକ୍ସନ କମିଟୀ ବଲାଙ୍ଗୀର  /ନିରୋଜ ମିଶ୍ର : ଆଜିର ସଡକ ଦୁର୍ଘଟଣା ରେ ଛାତ୍ରୀ ମୃତ୍ୟୁ ରେ ଶୋକ ପ୍ରକାଶ କରି ବିଜୁ ଜନତା ଦଳ ନେତା ଅର୍କେଶ  ସିଂଦେଓ ଛାତ୍ରୀ ଙ୍କ ପରିବାର…

କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ତଥା ଯୁବ କର୍ମକର୍ତା ବୈଠକ

କନ୍ଧମାଳ : କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକାରିଣୀ କମିଟି ତଥା ଯୁବ କର୍ମକର୍ତା ବୈଠକରେ  ପ୍ରଦେଶ ଯୁବ  କଂଗ୍ରେସ ସଭାପତି ଲୋକନାଥ  ମହାରଥି ଯୋଗ ଦେଇ ଯୁବ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି | କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ନବୀନ…

ତିର୍ତ୍ତୋଲ ବ୍ଳକ ତରଜଙ୍ଗା ପଞ୍ଚାୟତରେ ବିଜୁ ଯୁବବାହିନୀ ଗଠନ

ତିର୍ତ୍ତୋଲ/ରମେଶ ମହାନ୍ତି -ତିର୍ତୋଲ ବ୍ଳକ ଅନ୍ତର୍ଗତ   ପଞ୍ଚାୟତରରେ ବିଜୁ ଯୁବବାହିନୀ ଗଠନ ହୋଇଯାଇଛି । ମଙ୍ଗଳବାର ଦିନ ଉକ୍ତ ପଞ୍ଚାୟତ କାର୍ୟ୍ୟାଳୟରେ ୩୬ ଜଣ ସଦସ୍ୟଙ୍କୁ ନେଇ ବିଜୁ ଯୁବବାହିନୀ ଗଠନ ହୋଇଛି। ସର୍ବସମ୍ମତି କ୍ରମେ ଏହି ଯୁବବାହିନୀର ସଭାପତି ଭାବେ ବିଶ୍ୱଜିତ…

ଜି ଉଦୟଗିରି ପୌରାଞ୍ଚଳର ବିଭିନ୍ନ ୱାର୍ଡ ବୁଲିଲେ ବିଧାୟକ: ଲୋକଙ୍କ ସମସ୍ୟା ବୁଝିଲେ, ସମାଧାନର ପ୍ରତିଶ୍ରୁତି ଦେଲେ 

ଜି ଉଦୟଗିରି : ଜି ଉଦୟଗିରି ବିଧାୟକ ଜାକବ ପ୍ରଧାନ ଜି ଉଦୟଗିରି ଏନଏସିର ୧, ୪ ଏବଂ ୮ ନମ୍ବର ୱାର୍ଡ ପରିଦର୍ଶନ କରି ଲୋକଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ |ବିଧାୟକଙ୍କ ସାଙ୍ଗରେ ୧ନଂ ୱାର୍ଡ କାଉନସିଲର ସୂର୍ଯ୍ୟକାନ୍ତ ସାହୁ, କଂଗ୍ରେସ ଲିଡର ସଞ୍ଜୟ କୁମାର ଭଞ୍ଜ, ଗ ଉଦୟଗିରି ଯୁବ…

ବିଜେଡି କରିବ ଆଦିବାସୀ ମହାମେଳଣ 

  ୯ ଟି ଜିଲ୍ଲାରୁ ରାଜଧାନୀରେ ସମବେତ ହେବେ ହଜାର ହଜାର ଆଦିବାସୀ ଭୁବନେଶ୍ୱର: ବିଜୁ ଜନତା ଦଳ  କରିବ ଆଦିବାସୀ ମହାମେଳଣ | ଆଉ ସେ ମେଳଣ ହେବ ରାଜଧାନୀରେ | ଆଦିବାସୀ ବହୁଳ  ୯ ଟି ଜିଲ୍ଲାରୁ ଆସି ରାଜଧାନୀରେ ସମବେତ ହେବେ ହଜାର ହଜାର ଆଦିବାସୀ | ଆପାତତଃ ଅଗଷ୍ଟ ୯ ‘ବିଶ୍ୱ ଆଦିବାସୀ…

   ବଲାଙ୍ଗିରରେ ଉଦ୍ଘାଟିତ ହେଲା ଉନ୍ନତି ଯୋଜନା

ବଲାଙ୍ଗିର(ନିରୋଜ ମିଶ୍ର)  - ନବୀନ ସରକାରଙ୍କ ଉନ୍ନତି ଯୋଜନା କାର୍ଯ୍ୟକ୍ରମରେ ଭଲାଙ୍ଗିର ମ୍ୟନସିପାଲିଟିର  ୱାର୍ଡ ନମ୍ବର ୭ ଜୁନହା ଡିହି ଠାରେ ଶୁଭ ଉଦ୍ଘାଟନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସହରାଞ୍ଚଳର ବିଭିନ୍ନ  ୱାର୍ଡର ସର୍ବାଙ୍ଗନ ଉନ୍ନତି ପାଇଁ ୨୫ଲକ୍ଷ ଟଙ୍କା ଦିଆଯିବାର ଯୋଜନା…

ପଦ୍ମପୁର ବିଜେଡିର ସାଙ୍ଗଠନିକ ବୈଠକ,  ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଆମ ଗାଁ  ଆମ ବିକାଶ କାର୍ଯ୍ୟକ୍ରମ

ପଦ୍ମପୁର,(ନୀଳ ଦୀପ)-ବିଜୁ ଜନତା ଦଳ, ପଦ୍ମପୁର କାର୍ଯ୍ୟାଳୟଠାରେ ରବିବାର ଦିନ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେଡି ଦଳର ଏକ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ  ହୋଇଯାଇଛି  । ଉକ୍ତ ବୈଠକରେ ବରଗଡ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା ଅଧ୍ୟକ୍ଷତା କରିଥିବା…

ବିଜେପି ବିଜେଡି ଟାଣ ଓଟରା : ସୁଦାମଙ୍କ  ବିରୋଦ୍ଧରେ ଥାନାରେ ଏତାଲା 

ଜିଲା ପରିଷଦ ସଦସ୍ୟା ଙ୍କ ବିରୋଧରେ ପ୍ରତିଅଭିଯୋଗ ପରେ ଅନ୍ୟ ଏକ ମାମଲା ରୁଜୁ  ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୁରଭଞ ଜିଲାର ରାଜନିତୀ ପୁଣି ସରଗରମ ହେବାରେ ଲାଗିଅଛି । ଜଣେ ଜିଲାପରିଷଦ ସଦସ୍ୟା ବିଜେଡି କର୍ମୀ ଙ୍କ ନାମରେ ଧମକ ଚମକ , ଦୂର୍ବବ୍ୟହାର ଆଦି ନେଇ ଥାନାର ଦ୍ୱାରସ୍ଥ…

 ଓଡିଶା ବିକାଶର ୪୮ମାସ ସଫଳତା ସମ୍ପର୍କରେ ବୁଦ୍ଧିଜୀବୀ ସମ୍ମିଳନୀ 

ବାଲିକୁଦା (ସୁଶାନ୍ତ ମହାନ୍ତି) -ବାଲିକୁଦା ବ୍ଳକ ଅର୍ନ୍ତଗତ କଣିଆ ସ୍ଥିତ ମହାଲକ୍ଷ୍ମୀ କଂମ୍ପେ୍ଳକ୍ସ ରେ ଭାରତୀୟ ଜନତା ପାର୍ଟି  ପକ୍ଷରୁ ସଂଯୋଜକ ଆଡ୍ଭୋକେଟ୍ ପ୍ରକାଶ ଚନ୍ଦ୍ର ପ୍ରଧାନ ଙ୍କ ସହାୟତାରେ ଏକ ଦିବ୍ୟ ଭାରତ, ଏକ ଶକ୍ତିଶାଳି ଭାରତ,ଏକ ଶ୍ରେଷ୍ଠ  ଭାରତ ଗଠନ ପ୍ରକ୍ରିୟାରେ …

 “ଅନ୍ଧାରରେ ଉଜ୍ଜ୍ଵଳା, ମିଛ ଡିଣ୍ଡିମ ପିଟୁଛି ବିଜେପି”

ସଂସଦରେ ତ ସତ ଜଣ| ପଡିଗଲା, ଓଡିଶାବାସୀଙ୍କୁ ଆସି ଉତ୍ତର ଦିଅନ୍ତୁ ମନ୍ତ୍ରୀ ମହୋଦୟ ସତ କଣ :  ପ୍ରତାପ  ଭୁବନେଶ୍ୱର(ଶାପ୍ରବ୍ୟୁ): ଭାରତୀୟ ଜନତା ପାର୍ଟି ନିକଟରେ ଦାବି କରିଛି ଯେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଭାରତର ୫କୋଟି ମହିଳାଙ୍କୁ ଏଲ୍‍ପିଜି ଗ୍ୟାସ୍‍ ସଂଯୋଗ ଦିଆଯାଇଛି ।…