Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମହାକାଳପଡ଼ାବାସୀ
ପ୍ରସ୍ତାବିତ ବନ୍ଦର ଦ୍ୱାରା ମହାକାଳପଡ଼ା ସମେତ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ ଉନ୍ନତି ସାଧିତ ହେବ : ଅତନୁ
ଭୁବନେଶ୍ୱର: ମହାକାଳପଡ଼ାର ଆଖଡ଼ାସାହିରେ ଏକ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ସେଥିପାଇଁ ମହାକାଳପଡ଼ାବାସୀଙ୍କ…
ଘୁ.ଉଦୟଗିରି ରାଜନୀତି ସରଗରମ : ଚାରିପାଦ ଆଗରେ ବିଧାୟକ ଯାକବ ପ୍ରଧାନ
ଘୁ.ଉଦୟଗିରି (ଶାସକ ପ୍ରଶାସକ) -ଏବେ ଚାରିଆଡେ ରାଜନୀତି ସରଗରମ, ପଲ୍ଲୀଠାରୁ ଦିଲ୍ଲୀ ପର୍ଯନ୍ତ । ଯଦିଓ ନିର୍ବାଚନ ଠିକ୍ ଟାଇମ୍ରେ | ହେବ ତଥାପି ହାତରେ ଆଉ ସମୟ ୬/୭ମାସରୁ କମ୍ । ନେତାଙ୍କ ଟେନସନ ବଢିଯାଇଛି । ବିଜେଡି ପାଖାପାଖି ୬୫ ଆସନରେ ବିଧାୟକ ବଦଳାଇବାର ଚିନ୍ତା କରୁଥିବା ବେଳେ…
ପୁଣି ଆରମ୍ଭ ହେବ ଅଣ୍ଡା ମାଡ଼ର ସିଲସିଲା
କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ , ପୋଲିସ୍ -ଛାତ୍ରଛାତ୍ରୀ ଧସ୍ତାଧସ୍ତି
୭ ଦିନରେ ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ଅଣ୍ଡାମାଡ କରିବାକୁ ଚେତାବନୀ
ଭୁବନେଶ୍ୱର, - ଡିଏମଏଲଟି ଓ ଡିଏମଆରଟି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦାବିରେ ସୋମବାର ଛାତ୍ର କଂଗ୍ରେସ ଭବନ ପକ୍ଷରୁ…
ବିଜେଡ଼ି ଓ ବିଜେପି ଉପରକୁ ଯେତେ ପରସ୍ପର ବିରୋଧରେ କହିଲେ ମଧ୍ୟ ଦୁହେଁ ଦୁହିଁଙ୍କୁ ସହଯୋଗ କରୁଛନ୍ତି : ଆନନ୍ଦ ଶର୍ମା
ମ୍ୟାଚ ଫିକସିଂରେ ବ୍ୟସ୍ତ ବିଜେପି ବିଜେଡି
ମୋଦିଙ୍କ ବିରୋଧରେ ଜନମତ ରହିଛି, ତାହାକୁ ଦୃଷ୍ଟିରେ ରଖି ବିଜେପି ପୂର୍ବ ଭାରତ ଉପରେ ଗୁରୁତ୍ୱ ଦେଉଛି ଏବଂ ଏହିସବୁ ରାଜ୍ୟରେ ଥିବା ଆଂଚଳିକ ଦଳଗୁଡ଼ିକୁ ନିଜ ଆଡ଼କୁ ଆକୃଷ୍ଟ କରୁଛି | ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଶର ସମସ୍ତ ବିରୋଧୀ ଦଳ…
ତିନି ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧୁ୍ୟଷିତ ଜିଲ୍ଲା ୫ମ ସିଡ଼ୁ୍ୟଲଡ ଏରିଆର ହୋଇଥିବାରୁ ଜିଲ୍ଲାରେ ୧୯୯୬ ଡ଼ିସେମ୍ବର ୨୪ରୁ କାର୍ଯ୍ୟକାରୀ କରାଯାଉଥିବା ପେସା ଆଇନ ମାଧ୍ୟମରେ ଶାସନ ବ୍ୟବସ୍ଥାର ପ୍ରଚଳନ ହୋଇପାରି ନାହିଁ । ଫଳରେ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ପେସା ଆଇନରେ ରହିଥିବା…
ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଏତଲା
ଭଦ୍ରକ,(ସତ୍ୟ ସ୍ୱାମୀ ) - ଭଦ୍ରକ ପୌରପାଳିକାରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଜିଲ୍ଳା କଂଗ୍ରେସ ପକ୍ଷରୁ ଆଜି ଭଦ୍ରକ ଟାଉନ ଥାନାରେ ପୌରାଧ୍ୟକ୍ଷ ଏବଂ ପୌର ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ବହୁ…
ବିଜେଡିର ନିର୍ବାଚନୀ ପ୍ରସ୍ତୁତି, ଭୋଟହାର ବୃଦ୍ଧି ଉପରେ ଗୁରୁତ୍ୱ
ବାଲେଶ୍ୱର(ଉଜ୍ଜ୍ୱଳ କର ): ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା ବିଜେଡ଼ି ପକ୍ଷରୁ ଏକ ପ୍ରାକ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଂସଦଙ୍କ କାର୍ଯାଳୟରେ ଆୟୋଜିତ ଏହି ବୈଠକରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ନୀଳଗିରି…
ମୋରଡ଼ାରେ ବହୁଛି ବିରୋଧୀ ଝଞ୍ଜା: ସମ୍ଭାଳି ପାରିବେ କି ପ୍ରବୀଣ ମହାରାଜା
ବାରିପଦା(ଜିଲ୍ଲା ପ୍ରତିନିଧି ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ)- ପାଖେଇ ଆସୁଛି ସାଧାରଣ ନିର୍ବାଚନ । ୨୦୧୯ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବାଜିବାକୁ ଯାଉଛି । ହାତ ଗଣତି କେତେକ ମାସ ପରେ ନିର୍ବାଚନୀ ଆଚରଣ ବିଧି ଲାଗୁ ହେବ । ସମୟ ସହିତ ତାଳ ଦେଇ ରାଜନୈତି ସମୀକରଣ ମଧ୍ୟ ବଦଳିବାରେ…
ବାଇପାସ ରାଜନୀତିରେ ପାଲଟା ଜବାବ ଦେଲେ ଅର୍କେଶ : ପଛରୁ ଛୁରୀ ମାରି ଏବେ ଭଳେଇ ହେଉଛନ୍ତି ବାପପୁଅ
ବିରୋଧିଦଳ ନେତା ଜବାବ ଦେବେକି ତାଙ୍କ ପାଖଲୋକ ପ୍ରକଳ୍ପରେ ଯାଉଥିବା ପରିମାଣ ସରକାରଙ୍କ ଧାର୍ଯ୍ୟ ପରିମାଣରୁ ୧୯୦୦ ଗୁଣ ସରକାରୀ ବାବୁଙ୍କ ମଧୁଚନ୍ଦ୍ରୀକାରେ ବର୍ଦ୍ଧିିତ କରାଇ ପ୍ରକଳ୍ପ କରାଇ ନଦେବା ହିନ ପ୍ରୟାସ ବାଲାଙ୍ଗିର ବାସିଙ୍କ ପାଇଁ କୁଠାରଘାତ କି ନୁହେଁ | ଗତ ମୟୁନସିପାଲିଟି…
ରାଜ୍ୟର ପ୍ରଗତି ବିରୋଧୀ ଦଳଙ୍କର ସହ୍ୟ ହେଉନାହିଁ: ବିଜେଡି
ଭୁବନେଶ୍ୱର : ଓଡ଼ିଶାରେ ଜଳସେଚନର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି । ବିଗତ ୧୮ବର୍ଷ ମଧ୍ୟରେ ପାଖାପାଖି ୧୫ଲକ୍ଷ ହେକ୍ଟର ଜମି ଜଳସେଚିତ କରାଯାଇଛି । ୨୦୦୦ ମସିହାରେ ୨୪.୮୭ ଲକ୍ଷ ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା ଥିବା ବେଳେ ତାହା ବୃଦ୍ଧି ପାଇ ମାର୍ଚ୍ଚ ୨୦୧୭ ସୁଦ୍ଧା ୩୮.୧୬ ଲକ୍ଷ…