Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଟିଟିଲାଗଡ଼ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା
ଟିଟିଲାଗଡ଼(ସୁନୀଲ ବେହେରା) ଟିଟିଲାଗଡ଼ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ ଟିଟିଲାଗଡ଼ ବିଜୁ ଜନତା ଦଳ ପକ୍ଷରୁ ପେଟ୍ରୋଲ ଓ ଡ଼ିଜେଲ ଦରବୃଦ୍ଧି ପ୍ରତିବାଦରେ ଶନିବାର ଧାରଣା ଦିଆଯାଇଥିଲା । ପୈାରପରିଷଦ ଅଧ୍ୟକ୍ଷ ଗୋବର୍ଧନ ନାଗଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟିକା…
ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ତରଫରୁ ପେଟ୍ରୋଲ ପମ୍ପ ଆଗରେ ଧାରଣା
ଆନନ୍ଦପୁର/ହାଟଡିହି () : ଲଗାତାର ଭାବେ ପେଟ୍ରୋଲ ଡିଜେଲ ଦରବୃଦ୍ଧି ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରଣାଳୟର ତୃଟିପୁର୍ଣ ନିଷ୍ପତି ଏବଂ ଜନବିରୋଧୀ ମନଭାବ ଯୋଗୁ ତେଲଦର ଲଗାତାର ଭାବରେ ବଢିଚାଲିଥିବାବେଳେ ଗତ କିଛି ଦିନ ହେବ ଳଗାମଛଡା ଭାବେ…
ତେଲ ତାତି, ବିଜେଡି ପକ୍ଷରୁ ସଚେତନତା ଓ ବିକ୍ଷୋଭ ଜାରି
ଭୁବନେଶ୍ୱର କେନ୍ଦ୍ର ତୈଳ ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ୩ଦିନିଆ ସଚେତନତା କାର୍ଯ୍ୟକ୍ରମ ୭ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି…
ଭାରତ ବନ୍ଦ ସଫଳ କରିବାକୁ ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ ନିବେଦନ
ବ୍ୟାସନଗର/ବିଶ୍ୱଜିତ ମାଝୀ: ବ୍ୟାସନଗର କଂଗ୍ରେସ କମିଟି ସଭାପତି ହୃଦାନନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଭାରତ ବନ୍ଦକୁ ବ୍ୟାପକ ଭାବେ ସଫଳ କରିବାକୁ ସ୍ଥାନୀୟ ରାଷ୍ଟ୍ରୀୟ ମଜଦୁର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଓ…
ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା
ବଲାଙ୍ଗୀର/ ନିରୋଜ ମିଶ୍ର :ବଲାଙ୍ଗୀର ପ୍ରଧାନ ଡାକଘର ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ବଲାଙ୍ଗୀର ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ଆକାଶଛୁଆଁ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ରବିବାର ଧାରଣା ଦିଆଯାଇଥିଲା। ଜିଲା ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗୀଙ୍କ ସଭାପତିତ୍ୱରେ…
ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡିର ବିକ୍ଷୋଭ ଓ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ରାଜ୍ୟ ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଭଦ୍ରକ ଜିଲା୍ଲ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଭଦ୍ରକ ଜିଲ୍ଲା ସଦର ମହକୁମା ଠାରେ ପେଟ୍ରୋଲ, ଡିଜେଲର ବାରମ୍ବାର ମୂଲ୍ୟବୃଦ୍ଧି ପ୍ରତିବାଦରେ ଜିଲା୍ଲ ଯୁବ ବିଜେଡି…
ଡାକରା ଦେଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା : ତିନି ଦଫା ଦାବି ପୂରଣ ନିମନ୍ତେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ୧୫ରେ
ବାରିପଦା(ଦିଲ୍ଲୀପ ମହାନ୍ତି )- ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବାରିପଦାଠାରେ ଉଚ୍ଚ ନ୍ୟାୟାଳୟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା , ଆର୍ବାନ ବ୍ୟାଙ୍କ ଜମାକାରୀମାନଙ୍କୁ ସେମାନଙ୍କ ଜମା ରାଶି ଫେରସ୍ତ ଓ ଜିଲ୍ଲାରେ ରେଳଲାଇନର ବିକାଶ ଆଦି ୩ ଦଫା ଦାବି ପୂରଣ ନିମନ୍ତେ ଚଳିତ ସେପ୍ଟେମ୍ବର…
ତୈଳ ଦର ବୃଦ୍ଧି : ନୟାଗଡରେ ଯୁବ-ଛାତ୍ର-ମହିଳା ବିଜେଡି ପକ୍ଷରୁ ସଚେତନତା ଆଉ ପ୍ରତିବାଦ
ନୟାଗଡରୁ ବିଶ୍ୱଜିତ ନାୟକ : କ୍ରମାଗତ ତୈଳ ଦର ବୃଦ୍ଧି ଭଳି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ମିଳିତ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ସେପ୍ଟେମ୍ବର ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ…
କେନ୍ଦ୍ର ସରକାରଙ୍କ ରାଫେଲ ଦୂର୍ନୀତି ପ୍ରସଙ୍ଗରେ ନବୀନ ସରକାର ଚୁପ କାହିଁକି ?
ରାଫେଲ ଦୂର୍ନିତୀ ଏନଡିଏ ସରକାରଙ୍କର ସବୁଠାରୁ ବଡ ଦୂର୍ନୀତି – କଂଗ୍ରେସ
ବାରିପଦା(dillip mohanty) ବର୍ତ୍ତମାନ କେନ୍ଦ୍ରର ଏନଡିଏ ସରକାର ସବୁଠାରୁ ବଡ ଦୂର୍ନିତୀ ରାଫେଲ ଦୂର୍ନୀତି ରେ ଜୁଡୁବୁଡୁ ହୋଇଥିବାର ଅଭିଯୋଗ କରିଛି କଂଗ୍ରସେ । ଗତକାଲି ଗୁରୁବାର ବାରିପଦାର ରୋଟାରୀ କ୍ଲବଠାରେ…
ତୈଳ ଉତ୍ପାଦନ ଓ ମୂଲ୍ୟ ଉପରେ ପ୍ରଭାବ ପକାଉଛି ଅସ୍ଥିର ବୈଶ୍ୱିକ ପରିସ୍ଥିତି, ଆମେରିକା ସହ ତୈଳ ପ୍ରସଙ୍ଗ ନେଇ ହୋଇଛି…
ଟଙ୍କାର ସାମାନ୍ୟ ଅବମୂଲ୍ୟାୟନ ମଧ୍ୟ ତୈଳଦର ଉପରେ ପ୍ରଭାବ ପକାଉଛି
ପେଟ୍ରୋଲ ଓ ଡିଜେଲକୁ ସାମଗ୍ରୀ ଜିଏସଟି ବ୍ୟବସ୍ଥା ବାହାରେ ଥିବାରୁ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି
ପେଟ୍ରୋଲ, ଡିଜେଲକୁ ଜିଏସ୍ଟି ପରିସରକୁ ଆଣିବା ସପକ୍ଷରେ ମତ ଦୋହରାଇଲେ…