Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ହାତୀ ମୃତ୍ୟୁକୁ ନେଇ ଦୁଃଖିତ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ଆଉ ଉଦାସୀନତାକୁ କଲେ ଟାର୍ଗେଟ
ଭୁବନେଶ୍ୱର- ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜର କମଳାଙ୍ଗ ଠାରେ ବିଦ୍ୟୁତ ତାର ଲାଗି ୭ଟି ହାତୀ ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ମାମଲାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।…
ତିନି “ପି”ମିଶି ଓଡିଶାକୁ ଲୁଟୁଛନ୍ତି
ନବୀନ ସରକାର ପିସି ଓ ଯାଦୁଗରର ସରକାର-ଧର୍ମେନ୍ଦ୍ର
ରାଜ୍ୟରେ କଂଗ୍ରେସ ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ । ଏଠିକାର ସରକାର ରାଧୁଆ ମିଛୁଆ ସରକାର । ଓଡିଶା କଂଗ୍ରେସ ଦିନରେ ବସନ୍ତ ରାତିରେ ବାସନ୍ତୀ । ଏଟି ପିପିପି ସରକାର ଚାଲିଛି । ଜଣେ ଅଣଓଡିଆ ଠିକାଦାର, ଜଣେ ଅଣଓଡିଆ…
ରାଜ୍ୟସରକାରଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ବିଜେପି
"ଦି ମାସରେ କୋଟିଏ ହେଲା କେମିତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ଦେଉଛନ୍ତି ମିଛ ତଥ୍ୟ "
ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ଏକ କୋଟିରୁ ଉର୍ଧ୍ଵ ଲୋକ ଉପକୃତ ହୋଇଛନ୍ତି ବୋଲି ଯେଉଁ ତଥ୍ୟ ଉପସ୍ଥାପନା ମୁଖ୍ୟମନ୍ତ୍ରୀ ନବୀନ…
ବିଜେପି ଯୁବନେତା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରେ ମିଶିଲେ
ବାରୀପଦା/ ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜ ଜିଲ୍ଲାର ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ “ଜିତୁ ଶିବାନନ୍ଦ “ଏବଂ ଜିଲ୍ଲାର ପୂର୍ବତନ ଯୁବସଭାପତି “ଓମପ୍ରକାଶ ଦାସ ” ଙ୍କ ସହ ୫୦ରୁ ଅଧିକ ଆଗଧାଡିର ଯୁବନେତାମାନେ ଆଜି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟାଳୟରେ…
ବଢ଼ିଲା ଅବଧି : ନଭେମ୍ବର ଶେଷ ଯାଏ ଜାରି ରହିବ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା
ଭୁବନେଶ୍ୱର : ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧି ଜୟନ୍ତୀ ଠାରୁ ଏକ ମାସ ବ୍ୟାପୀ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ସାରା ରାଜ୍ୟରେ ଚାଲୁ ରହିଛି । ‘ତିତ୍ଲି’ ବାତ୍ୟାଜନିତ ଉପୁଜିଥିବା ଅସୁବିଧା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଳନ ଯୋଗୁ ଏହି କାର୍ଯ୍ୟକ୍ରମ ପୂର୍ଣ୍ଣପ୍ରାଣରେ ସବୁ…
କଂଗ୍ରେସର ପ୍ରୋଜେକ୍ଟ ଶକ୍ତି କାର୍ଯ୍ୟକ୍ରମ : ତୃଣମୂଳ ଓ ଶିର୍ଷ ନେତୃତ୍ୱ ମଧ୍ୟରେ ଯୋଗାଯୋଗର ଉତ୍ତମ ମାଧ୍ୟମ
ବଲାଙ୍ଗିର,(ନିରୋଜ ମିଶ୍ର) - ଆଜି ଜିଲ୍ଲା କଂଗ୍ରେସ ତରଫରୁ ସହରର ଏକ ହୋଟେଲର ସମୀକ୍ଷା ଗୃହରେ କଂଗ୍ରେସ ଦଳର ପ୍ରୋଜେକ୍ଟ ଶକ୍ତି କାର୍ଯ୍ୟକ୍ରମକୁ ନେଇ ଏକ ତାଲିମ ତଥା ଆଲୋଚନା ସଭା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ତାଲିମ ସଭାରେ ଏଆଇସିସି ସଭ୍ୟ…
ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ :ବିଜେପି-ବିଜେଡି ସମ୍ପର୍କକୁ ପିସିସି ସଭାପତିଙ୍କ ତୀବ୍ର ସମାଲୋଚନା
ଭୁବନେଶ୍ୱର - କେନ୍ଦ୍ରର ବିଜେପି ସରକାର ରାତି ଅଧିଆ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ମୁଖ୍ୟଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତ କରିବା ଘଟଣାକୁ କଂଗ୍ରେସ ତୀବ୍ର ନିନ୍ଦା କରିଛି । ଶୁକ୍ରବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ (ପିସିସି) ପକ୍ଷରୁ ସ୍ଥାନୀୟ…
ଶନିବାରଠାରୁ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ
ଭୁବନେଶ୍ୱର/ - ଶନିବାର ଠାରୁ ବିଜେଡି ଶାସନରେ ବ୍ୟାପକ ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର ଓ ତୋଷାରପାତ ବିରୋଧରେ ବିଜେପି ପକ୍ଷର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି ଆନ୍ଦୋଳନ ୩ ଦିନ ଧରି ଚାଲିବ । ରାଜ୍ୟର ସମସ୍ତ ୩୧୪ ବ୍ଲକ୍ ଅଫିସ୍ ସମ୍ମୁଖରେ ଗଣତାନ୍ତ୍ରିକ ଉପାୟରେ…
ସିବିଆଇର ସଂସ୍ଥାଗତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନିରପେକ୍ଷତା ସହ କାର୍ଯ୍ୟ କରୁଛନ୍ତି: ବିଜେପି
ଭୁବନେଶ୍ୱର, - ସିବିଆଇ ନିଦେ୍ର୍ଧଶକ ଆଲୋକ ବର୍ମା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ରାଜ୍ୟ ବିଜେପି ସ୍ୱାଗତ କରୁଛି । ସିବିଆଇର ସଂସ୍ଥାଗତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନିରପେକ୍ଷତା ସହ କାର୍ଯ୍ୟ କରୁଛନ୍ତି । ଯେବେ ଏଭଳି ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଉପରେ ସନେ୍ଦହ…
କଂଗ୍ରେସ ଏସସି ସେଲର ଜନଜାଗରଣ ପଦଯାତ୍ରା
ଟିଟିଲାଗଡ଼,(ସୁନୀଲ ବେହେରା) : ଟିଟିଲାଗଡ଼ ବ୍ଲକ କଂଗ୍ରେସ ଏସସି ସେଲ ପକ୍ଷରୁ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଟିଟିଲାଗଡ଼ ବ୍ଲକ କଂଗ୍ରେସ ଏସସି ସେଲ ସଭାପତି କୃଷ୍ଣଚନ୍ଦ୍ର ମହାନନ୍ଦଙ୍କ ନେତୃତ୍ୱରେ ଆଜି ଜୁନାପଦରରୁ ଭୁଷଲାଡ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ…