Browsing Category

ରାଜନୀତି

ବିଜେଡିରେ ଯୋଗଦେଲେ ଧାମନଗର ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସର ନିର୍ବାଚିତ ପ୍ରତିନିଧିଙ୍କ ସହ ହଜାରେରୁ…

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ନେତୃତ୍ୱରେ ଆଜି ବାଲେଶ୍ୱର କଲେଜ୍‍ ଅଫ୍‍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଅଧ୍ୟକ୍ଷ ମନ୍ମଥ କୁମାର ବିଶ୍ୱାଳ,…

କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସମିକ୍ଷା ସମ୍ମିଳନୀ ଡିସେମ୍ବର ୨୯ ରେ

ବଲାଙ୍ଗିର(ନିରୋଜ ମିଶ୍ର) କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ କର୍ମକର୍ତ୍ତା ମଣ୍ଡଳୀର ଏକ ଜରୁରୀ ବୈଠକ ବଲାଙ୍ଗିର ରୁଗୁଡିପଡା ସ୍ଥିତ କୋସଲ ଫାଉଣ୍ଡେସନ ଟ୍ରଷ୍ଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଂଗଠନର…

ଗୁଜୁରାଟ୍ ବିଧାନସଭା ଉପନିର୍ବାଚନରେ ବାଜି ମାରିନେଲା ବିଜେପି ।

ଗାନ୍ଧିନଗର : ଗୁଜୁରାଟ୍ ରେ ଅନୁଷ୍ଠିତ ହୋଇଥିବା ବିଧାନସଭା ଉପନିର୍ବାଚନରେ ବାଜି ମାରିନେଇଛି ବିଜେପି । ରାଜ୍ୟର ଯସଦନ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହୋଇଥିବା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ମନ୍ତ୍ରୀ କୁଅଁରଜି ବାୱଲିଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଅବସର…

କାଳିଆ ସ୍କିମ  ବୁଢା ବାଘର କଙ୍କଣ ଦାନ ଉପାଖ୍ୟାନ ପରି ଲାଗୁଛି :ଧର୍ମେନ୍ଦ୍ର ପ୍ରଧାନ 

ଚାଷୀମାନଙ୍କୁ କଳା କନା ବୁଲାଇବା ପରେ କାଳିଆ ଯୋଜନା  ମରୁଭୂମି ରାଜ୍ୟ ରାଜସ୍ଥାନରେ ଓଡିଶାଠୁ ଅଧିକ କ୍ଷୀର ଉତ୍ପାଦନ ହେଉଛି   ଜଣେ ଚାଷୀର ଚାଷରୁ ଆୟରେ ଅନୁସାରେ ଓଡିଶା ତଳଆଡ଼ୁ ଦ୍ଵିତୀୟ   ଭାଗଚାଷୀ ଗଣନା ତ ହୋଇନି, କାଳିଆ ସହାୟତା ପହଂଚିବ କେମିତି  ଭୁବନେଶ୍ୱର - ରାଜ୍ୟର ଦୀର୍ଘ ଦିନର…

ଧାନମଣ୍ଡି ଗୁଡିକ ଠାରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଓ ଜିଲ୍ଲା କୃଷକ ମୋର୍ଚ୍ଚା ନେତାଙ୍କ ବିକ୍ଷୋଭ ପ୍ରଦର୍ଶନ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଧାନମଣ୍ଡି ଖୋଲିବାରେ ବିଳମ୍ୱ ଓ ବିଭିନ୍ନ ଆଳଦେଖାଇ ଚାଷୀଙ୍କ ଠାରୁ ଧାନ କିଣା ନହେବା ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ଓ ଉପଲଡା ଠାରେ ଖୋଲା ଯାଇଥିବା ନିୟନ୍ତ୍ରଣ ବଜାର କମିଟିର ଧାନମଣ୍ଡି ଠାରେ ଭାଜପା କୃଷକ ମୋର୍ଚ୍ଚାର ରାଜ୍ୟ ଓ ଜିଲ୍ଲା କୃଷକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରିପଦା ଗସ୍ତ ଜାନୁଆରୀ ୫ରେ, ପ୍ରସ୍ତୁତି ବୈଠକ ନେଲେ ରାଜ୍ୟ ସଭାପତି 

ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୫ ଦିବା ୧୨ଟା ସମୟରେ ଦୁଇ ଘଣ୍ଟିଆ ବାରିପଦା ଗସ୍ତରେ ଆସୁଛନ୍ତି । ଉକ୍ତ ଗସ୍ତକୁ ସଫଳ କରାଇବା ନିମନ୍ତେ ଆଜି ବାରିପଦା ବାରିପଦା-ଉଦଳା ରାସ୍ତା ପାଶ୍ୱର୍ରେ ଥିବା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ବିଜେପିର ମୟୂରଭଞ୍ଜ…

“ବିଜେପି ତାର ନିର୍ବାଚନ ପ୍ରତିଶ୍ରୁତି ପୂରଣ ନକରି ଲୋକଙ୍କୁ ଭୁଆଁ ବୁଲାଉଛି”

ଝାରବନ୍ଧଠାରେ ବିଜେଡିର କର୍ମୀ ସମ୍ମିଳନୀ  ଝାରବନ୍ଧରୁ ସଦାନନ୍ଦ ବେହେରା : ଝାରବନ୍ଧ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ଯୋନ ନମ୍ବର 9 ର କର୍ମୀ ସମ୍ବଳନୀ ଅନୁଷ୍ଠିତ ହୋଇଯାଇଛି। 2019 ବିଧାନସଭା ଓ ଲୋକସଭା ଯେତେ ପାଖେଇ ଆସୁଛି, ରାଜନୈତିକ ଦଳ ମାନଙ୍କକର ଜନସମ୍ପର୍କ ତଥା କର୍ମୀ ସମ୍ମିଳନୀ ବଢି…

୧୮୯୪୦ କୋଟି ପରିବର୍ତେ ୬୦୧୪୫ କୋଟି ଟଙ୍କାରେ କିଣିବା ଦେଶବାସୀଙ୍କ କି ସ୍ୱାର୍ଥ ସାଧନ କରୁଛି : ସିଙ୍ଘଭି 

  ରାଫେଲ୍କୁ ନେଇ ଯୁଗ୍ମ ସଂସଦୀୟ କମିଟି କଂଗ୍ରେସର ଦାବି ଭୁବନେଶ୍ୱର :  ରାଫେଲ୍ ଯୁଦ୍ଧ ବିମାନକୁ ନେଇ ହୋଇଥିବା ସମସ୍ତ ଅନିୟମିତତାର ଖୁଲାସା କେବଳ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ସମ୍ଭବ ହେବ ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର…

୨୦୧୯ ବିଜେପି କେନ୍ଦ୍ର ଓ ରାଜ୍ୟରେ ସରକାର ଗଢିବ – ଡ. ଗମାଙ୍ଗୋ

ଭଦ୍ରକ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଭଦ୍ରକ ଜିଲ୍ଲା ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇ ଯାଇଛି । ଏହି ବୈଠକକୁ ରାଜ୍ୟ ଉପସଭାପତି…

ଧାନ ବିକି ନ ପାରି ବିଷ ପିଇଥିବା ଚାଷୀକୁ ଭେଟିଲେ କଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ସଭାପତି

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ ): ଧାନରେ ଅଧିକ ମାତ୍ରାରେ ଆର୍ଦ୍ରତା କହି ମିଲର ଜଣେ ଚାଷୀଙ୍କ ଠାରୁ ଧାନ ନ କିଣି ଫେରାଇଦେବାରେ ଚାଷୀ ସାବରଙ୍ଗ ଗୋପାଳସାହି ଗ୍ରାମର ହରମୋହନ ବାରିକ ମ୍ରିୟମାଣ ହୋଇ ସାବରଙ୍ଗ ସେବା ସମବାୟ ସିମତି ପରିସରରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ଘଟଣା…