Browsing Category

ରାଜନୀତି

ତୀବ୍ର ହେବ ବେବିନାକୁ ନ୍ୟାୟ ଦାବୀ : ବେବିନାକୁ ନ୍ୟାୟ ମିଳିବା ଦାବୀରେ ଭଦ୍ରକ ବିଜେପି ମହିଳାମୋର୍ଚ୍ଚାର ଅଖଣ୍ଡ…

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ପିପିଲି ଗଣ ଦୁଷ୍କର୍ମର ଶିକାର ହୋଇ ମୃତୁ୍ୟ ବରଣ କରିଥିବା ବେବିନା ବେହେରାକୁ ରାଜ୍ୟ ସରକାର ଦୀର୍ଘ ୮ ବର୍ଷରେ ନ୍ୟାୟ ଦେଇ ପାରିଲେ ନାହିଁ । ରାଜ୍ୟ ମହିଳାମାନେ ଅସୁରକ୍ଷିତ । ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ମହିଳା ଅସମ୍ମାନକାରୀ,…

ଓଡିଶା ସରକାର ଶୋଇ ରହିଛି : ମୋଦି 

- ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ଦେଉଥିବା ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି - ନିର୍ବାଚନକୁ ଅପେକ୍ଷା ନକରି ଲୋକଙ୍କ କଲ୍ୟାଣପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଆହ୍ୱାନ  ବଲାଙ୍ଗୀର(Niroj Mishra)- ଏଠାକାର ସରକାରଙ୍କର କ'ଣ ହୋଇଛି? ଏଠାକାର ସରକାର ଶୋଇ ରହିଛନ୍ତି ।…

ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ଚାହିଁଲେ, ପଶ୍ଚିମ ଓଡିଶାର ବିକାଶ ଚାହିଁଲେ ନାହିଁ :ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗୀର(ନିରୋଜ ମିଶ୍ର) – ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ । କିନ୍ତୁ ବିକାଶରେ ଓଡିଶାସରକାର ବାଧକ ସାଜିଛନ୍ତି । ଯାହାଦ୍ୱାରା ଓଡିଶାର ବିକାଶ କାମ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡିଶାକୁଆସିଥିବା ବେଳେ ଏହ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ସତ୍ୱେ…

କେଉଁଝର ରାଜନୀତି ଘଡିକେ ଘୋଡା ଛୁଟୁଛି : କୁଶ ଦଳକୁ  ଫେରିଲେ, ସନା ଦଳ ଛାଡିଲେ 

ଭୁବେନେଶ୍ୱର (ଗିରିଜା ଦାଶ) :ଆଜି କେନ୍ଦୁଝର ଜିଲ୍ଲା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବହୁଦିନର ପ୍ରତୀକ୍ଷା ଆଉ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ବିଜେଡିରୁ ନିଲମ୍ବିତ ହୋଇଥିବା କୁଶ ଆପଟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ |…

ସବୁ ଅଙ୍କ ଗୋଳମାଳିଆ ହୋଇଗଲା 

ଭୁବନେଶ୍ୱର : ଏବେ କଂଗ୍ରେସର କୁହାଳିଆ ନେତା ନବ ଦାସଙ୍କୁ ନେଇ ରାଜ୍ୟ ସାରା ଶୁଖିଲା ଚର୍ଚ୍ଚା | ଏବେ ତାଙ୍କ ରାଜନୈତିକ ସ୍ଥିତି ଅନିଶ୍ଚିତତା ଭିତରେ | ତ୍ରିଶଙ୍କୁ ସ୍ଥିତିରେ ତାଙ୍କ ରାଜନୈତିକ ଭବିଷ୍ୟତ | ଦୁଇଦିନ ତଳ ପର୍ଯ୍ୟନ୍ତ ତାଙ୍କ ସ୍ଥିତିକୁ ନେଇ କୌଣସି ଅନିଶ୍ଚିତତା ନଥିଲା | ଆଉ…

ଭୋଟ କୁ ଦୃଷ୍ଟିରେ ରଖି ଜିଲ୍ଲା ଭାଜପାର ସଜବାଜ : ସାଂଗଠନିକ ସ୍ଥିତି ମଜଭୁତ କରିବା ଉପରେ ଜିଲ୍ଲା ସ୍ତରୀୟ ବନ୍ଧୁମିଳନ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ଜିଲ୍ଲା ଭାଜପା ପକ୍ଷରୁ ଦଳିୟ ସାଂଗଠନିକ ସ୍ଥିତିକୁ ମଜଭୁତ କରିବା ସହ ତୃଣମୁଳ ସ୍ତରରେ କେନ୍ଦ୍ରୀୟ ଯୋଜନାଗୁଡିକ ଉପରେ ଲୋକଙ୍କ ଠାରେ ପହଞ୍ଚାଇ ସେମାନଙ୍କ ଆସ୍ତାଭାଜନ ହୋଇ ଦଳିୟ ବିଧାୟକ…

ଏମ୍କେସିଜି ମେଡିକାଲରେ ଦାରିଂବାଡ଼ି ପୀଡିତାଙ୍କୁ ଭେଟିଲେ  ମହିଳା କଂଗ୍ରେସ ପ୍ରତିନିଧି ଦଳ 

ବ୍ରହ୍ମପୁର/ଭୁବନେଶ୍ୱର - ଦାରିଂବାଡ଼ିର ସେବାଶ୍ରମର ପ୍ରସବ କରିଥିବା ଅଷ୍ଟମ ଶ୍ରେଣୀର ନାବାଳିକାକୁ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ଏକ ପ୍ରତିନିଧି ଦଳ ଏମ୍କେସିଜି ହସ୍ପିଟାଲରେ ଭେଟି ତାର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ଆଇଜିଙ୍କୁ ଏକ…

ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଓଡ଼ିଶା ଆଗମନ ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି : ନିରଞ୍ଜନ 

ପ୍ରଧାନମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ୫ଟି ପ୍ରଶ୍ନ  ଭୁବନେଶ୍ୱର .-ନମ୍ବର ଏକ ...  ୨୦୧୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସ୍ୱାମୀନାଥନ କମିଟି ସୁପାରିଶକୁ କାହିଁକି ଲାଗୁ କଲେ ନାହିଁ?  ନମ୍ବର ଦୁଇ  .ବାର୍ଷିକ ୨ କୋଟି ନିଯୁକ୍ତି ସୃଷ୍ଟି…

କଂଗ୍ରେସ ଦଳର ଲୋକାଭିମୁଖି ଇସ୍ତାହାର website ଲୋକାର୍ପଣ

ଭୁବନେଶ୍ୱର ତା ୧୪.୧- ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାର website  www.congressmyvoice.com  ର ଲୋକାର୍ପଣ କରିଥିଲେ । କଂଗ୍ରେସ ଦଳର ଇସ୍ତାହାର ଲୋକମାନଙ୍କର ଇସ୍ତାହାର ହେଉ ଓ ଓଡ଼ିଶାବାସୀଙ୍କ ମତାମତକୁ ଯଥା…

ଶତାଧିକ ଦଳିତ ମହିଳା ଯୁବକ ଓ ବୁଦ୍ଧିଜୀବିଙ୍କ କଂଗ୍ରେସର ଯୋଗଦାନ

ଭୁବନେଶ୍ୱର - ନିଆଳି ନିର୍ବାଚନ ମଣ୍ଡଳୀର ଦଳିତ ମହିଳା ଯୁବକ, ଅବସରପ୍ରାପ୍ତ କର୍ମଚାରୀ  କଂଗ୍ରେସରେ ଯୋଗଦେଇଛନ୍ତି । ପୂର୍ବତନ ବିଜେଡ଼ି ଜିଲା ପରିଷଦ ସଭ୍ୟା ମମତା ଭୋଇ, ମୂରଲୀଧର ଦାସ, ସୁକାନ୍ତ ତିହାଡ଼ି, ରମାକାନ୍ତ ଭୋଇଙ୍କ ନେତୃତ୍ୱରେ ସଚିଦାନନ୍ଦ ପରିଛା, ବିନୋଦ ଭୋଇ, ଚନ୍ଦ୍ରମଣୀ ରାଉତ,…