Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର କର୍ମୀଙ୍କ ବିପୁଳ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନିକଟରେ ଦୀର୍ଘ ୩୦ବର୍ଷ ଧରି ବିଭିନ୍ନ ଦାବି କରିଆସୁଥିବା ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାରକୁ ନେଇ ବଡ଼ ଘୋଷଣା ଜରିଆରେ ୬ ହଜାର ଟଙ୍କାରୁ ଭତ୍ତା ବୃଦ୍ଧି କରି…
ମରିବା ଯାଏ କଂଗ୍ରେସ ଛାଡିବିନି
ଜି ଉଦୟଗିରି/ ଗଗନ ପ୍ରଧାନ : "କଂଗ୍ରେସରେ ମୋର ଜନ୍ମ, ମରିବି କଂଗ୍ରେସରେ | କିଛି ସ୍ୱାର୍ଥପର ଲୋକଙ୍କ ଅପକର୍ମ ବା ଵିଶ୍ଵାସଘାତ ପାଇଁ ମୋତେ ବି ସେ ଦୃଷ୍ଟିରେ କିଛି ଗଣମାଧ୍ୟମ ଦେଖିଥିବା ଯୋଗୁ ମୁଁ ମର୍ମାହତ | ଏଭଳି ଖବରକୁ କୁ ଖଣ୍ଡନ କରୁଛି | ଆଶାକରିବି ଏଭଳି ଗୁଜବ ପ୍ରଚାରରୁ ଦୂର…
ନିଜ ଅର୍ଜିତ କର୍ମମାନ, ଆଗହୁଁ ହୁଅ ସାବଧାନ
ବିଜେଡି ମୋହରେ କଂଗ୍ରେସ ବିଧାୟକ, ଅସହାୟ ନିରଞ୍ଜନ
ଭୁବନେଶ୍ୱର : କଂଗ୍ରେସରେ ଏବେ ଚାଲିଛି ଉଥଳପୁଥଳ । ଦଳ ଛାଡିଲେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ନବ ଦାସ । ନିଲମ୍ବିତ ହେଲେ ବିଧାୟକ ଯୋଗେଶ ! ନବ ଛାଡ଼ିବେ ଛାଦିବେ କହି କହି ଛାଡିଲେ, ଆଉ ସେ ଇସ୍ତଫା ଦେବା ପରେ ଦଳ ବି ତାଙ୍କୁ ବହିଷ୍କାର…
ପାନୀୟ ଜଳ ଯୋଗାଣ ଓ ଡ଼ାକ୍ତର ନିଯୁକ୍ତି ଦାବିରେ ବିଜେପି ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶରେ ଦେଲା ଦାବିପତ୍ର, ତ୍ୱରିତ ପଦକ୍ଷେପ ନହେଲେ ଆନ୍ଦୋଳନ ଚେତାବନୀ
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାରେ ଜଣେ ମେଡ଼ିସିନ ସ୍ପେସାଲିଷ୍ଟ ଓ ଖାଲିଥିବା ଅନାନ୍ୟ ଡ଼ାକ୍ତର ପଦବୀ ପୂରଣ ,୨୪ ଘଣ୍ଟିଆ ନିରାମୟ…
ବିଜେଡି ସୁପ୍ରିମୋଙ୍କୁ ଭେଟିଲେ କୁଶ ଆପଟ : କେନ୍ଦୁଝର ରାଜନୀତିରେ ଉଷ୍ମତା, କର୍ମୀ ଓ କର୍ମକର୍ତ୍ତାଙ୍କ ଭିତରେ ଆନନ୍ଦର…
ଚମ୍ପୁଆ (ଚିତ୍ତରଞ୍ଜନ କର) :ଗତକାଲି ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଯୁବନେତା କୁଶ ଆପଟଙ୍କ ଉପରୁ ବିଜୁ ଜନତା ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପରେ କର୍ମୀ ମହଲରେ ଖୁସିର ଲହର ଖେଳିଯାଇଛି। ଆଜି କୁଶ ଆପଟ କିଛି କର୍ମୀଙ୍କ ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ତାଙ୍କୁ…
ତୀବ୍ର ହେବ ବେବିନାକୁ ନ୍ୟାୟ ଦାବୀ : ବେବିନାକୁ ନ୍ୟାୟ ମିଳିବା ଦାବୀରେ ଭଦ୍ରକ ବିଜେପି ମହିଳାମୋର୍ଚ୍ଚାର ଅଖଣ୍ଡ…
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ପିପିଲି ଗଣ ଦୁଷ୍କର୍ମର ଶିକାର ହୋଇ ମୃତୁ୍ୟ ବରଣ କରିଥିବା ବେବିନା ବେହେରାକୁ ରାଜ୍ୟ ସରକାର ଦୀର୍ଘ ୮ ବର୍ଷରେ ନ୍ୟାୟ ଦେଇ ପାରିଲେ ନାହିଁ । ରାଜ୍ୟ ମହିଳାମାନେ ଅସୁରକ୍ଷିତ । ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ମହିଳା ଅସମ୍ମାନକାରୀ,…
ଓଡିଶା ସରକାର ଶୋଇ ରହିଛି : ମୋଦି
- ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ଦେଉଥିବା ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି
- ନିର୍ବାଚନକୁ ଅପେକ୍ଷା ନକରି ଲୋକଙ୍କ କଲ୍ୟାଣପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଆହ୍ୱାନ
ବଲାଙ୍ଗୀର(Niroj Mishra)- ଏଠାକାର ସରକାରଙ୍କର କ'ଣ ହୋଇଛି? ଏଠାକାର ସରକାର ଶୋଇ ରହିଛନ୍ତି ।…
ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ଚାହିଁଲେ, ପଶ୍ଚିମ ଓଡିଶାର ବିକାଶ ଚାହିଁଲେ ନାହିଁ :ଧର୍ମେନ୍ଦ୍ର ପ୍ରଧାନ
ବଲାଙ୍ଗୀର(ନିରୋଜ ମିଶ୍ର) – ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ । କିନ୍ତୁ ବିକାଶରେ ଓଡିଶାସରକାର ବାଧକ ସାଜିଛନ୍ତି । ଯାହାଦ୍ୱାରା ଓଡିଶାର ବିକାଶ କାମ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡିଶାକୁଆସିଥିବା ବେଳେ ଏହ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ସତ୍ୱେ…
କେଉଁଝର ରାଜନୀତି ଘଡିକେ ଘୋଡା ଛୁଟୁଛି : କୁଶ ଦଳକୁ ଫେରିଲେ, ସନା ଦଳ ଛାଡିଲେ
ଭୁବେନେଶ୍ୱର (ଗିରିଜା ଦାଶ) :ଆଜି କେନ୍ଦୁଝର ଜିଲ୍ଲା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବହୁଦିନର ପ୍ରତୀକ୍ଷା ଆଉ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ବିଜେଡିରୁ ନିଲମ୍ବିତ ହୋଇଥିବା କୁଶ ଆପଟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ |…
ସବୁ ଅଙ୍କ ଗୋଳମାଳିଆ ହୋଇଗଲା
ଭୁବନେଶ୍ୱର : ଏବେ କଂଗ୍ରେସର କୁହାଳିଆ ନେତା ନବ ଦାସଙ୍କୁ ନେଇ ରାଜ୍ୟ ସାରା ଶୁଖିଲା ଚର୍ଚ୍ଚା | ଏବେ ତାଙ୍କ ରାଜନୈତିକ ସ୍ଥିତି ଅନିଶ୍ଚିତତା ଭିତରେ | ତ୍ରିଶଙ୍କୁ ସ୍ଥିତିରେ ତାଙ୍କ ରାଜନୈତିକ ଭବିଷ୍ୟତ | ଦୁଇଦିନ ତଳ ପର୍ଯ୍ୟନ୍ତ ତାଙ୍କ ସ୍ଥିତିକୁ ନେଇ କୌଣସି ଅନିଶ୍ଚିତତା ନଥିଲା | ଆଉ…