Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସିପିଆଇ(ଏମ) ପକ୍ଷରୁ ବିରାଟ ଗଣ ବିକ୍ଷୋଭ
ତିତଲି ବାତ୍ୟା କ୍ଷତିଗ୍ରସ୍ତ , ଚାଷୀ , ମୁଲିଆ, ଶ୍ରମିକ ପ୍ରଭୁତିଙ୍କ ୨୦ ଦଫା ଦାବୀ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ତିତିଲି ବାତ୍ୟାର କ୍ଷତିପୁରଣ , ଧାନ କ୍ୱିଣ୍ଟାଲ୨୯୩୦ଟଙ୍କା , ମକା କ୍ୱିଣ୍ଟାଲ ୨୫୦୦ଟଙ୍କା ପଞ୍ଚାୟତ ସ୍ତରରେ ଧାନ ଓ ମକାମଣ୍ଡି ଖୋଲିବା, କୃଷିରୁଣ ଛାଡ,…
୨୨ରେ ଆସୁଛନ୍ତି ଜେଏମଏମ ସୁପ୍ରିମୋ ଶିବୁ ସୋରେନ
ବାରିପଦା/ ଦିଲ୍ଲୀପ ମହାନ୍ତି : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁପ୍ରିମୋ ଶିବୁ ସୋରେନ ଜାନୁଆରୀ ୨୨ରେ ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି । ଏଥିନିମନ୍ତେ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇ ସାରିଛି । ୨୨ ଜାନୁଆରୀ ଦିନ ୧୨ଟା ସମୟରେ ଝାଡ଼ଖଣ୍ଡ ସୀମାନ୍ତ ମୟୁରଭଞ୍ଜ…
ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ‘ମୋ ଭବିଷ୍ୟତ ସୁରକ୍ଷା ସ୍ୱାକ୍ଷର ଅଭିଯାନ’
ଏସସି- ଏସଟି ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଧାରଣା ଓ ପ୍ରତିବାଦ ସଭା
ଭଦ୍ରକ(ସତ୍ୟ ସ୍ୱାମୀ) : କେନ୍ଦ୍ର ସରକାର ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କୁ ଯୋଗାଉଥିବା ଅନୁଦାନ ୯୦ ପ୍ରତିଶତ ବନ୍ଦ କରି ଏହାର ବୋଝ ରାଜ୍ୟ ସରକାରଙ୍କ…
ଧର୍ମେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କଲେ ରାମଚନ୍ଦ୍ର
"ଆଦିବାସୀ ନେତା ହୋଇଥିବାରୁ ବିଜେପି ନେତାଙ୍କ ଆକ୍ଷେପର ଶିକାର ପାଲଟିଛି"
ବାରିପଦା(Dillip Mohanty )- ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ରାମଚନ୍ଦ୍ର ହାଁସଦାଃ ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସଙ୍ଗୀନ ଆରୋପ ଆଣି ଆଜି ତାଙ୍କ ନାମରେ ବାରିପଦା ଜିଲ୍ଲା ଓ…
ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍ର ନୂତନ କର୍ମକର୍ତ୍ତା
ଭୁବନେଶ୍ୱର- ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍ର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଉପ-ସଭାପତି ଭାବେ ସେକ୍ ମୁସ୍ତଫା, ଏମ୍ଡି. ଖୁଦରତ୍, ରାଜ୍ୟ ସାଧାରଣ ସଂପାଦକ ଭାବେ ଅହମ୍ମଦ ଅଲ୍ଲୀ, ରାଜ୍ୟ ସଂପାଦକ ଭାବେ…
ଭରଦ୍ୱାଜ ମିଶ୍ର ବିଜୁ ଜନତା ଦଳର ମୁଖପାତ୍ର ନିଯୁକ୍ତ
ଭୁବନେଶ୍ୱର- ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ମୁଖପାତ୍ର ଭାବେ ଶ୍ରୀ ଭରଦ୍ୱାଜ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସଭାପତି ଭାବେ ଶ୍ରୀ ନରେନ୍ଦ୍ର କୁମାର ପରିଡ଼ା ଓ କାର୍ଯ୍ୟକାରୀ ସଭାପତି ଭାବେ…
କଂଗ୍ରେସକୁ ଝଟକା : ଦଳ ଛାଡିଲେ ପ୍ରଣୟ ସାହୁ
ଭୁବନେଶ୍ବର :ନବ, ଯୋଗେଶଙ୍କ ପରେ କଂଗ୍ରେସ ଛାଡିଲେ ବିଜେପୁର ନିର୍ବାଚନରେ କଂଗ୍ରେସ ପକ୍ଷରୁ ଲଢ଼ିଥିବା ପ୍ରଣୟ ସାହୁ | ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ସେ ସମସ୍ତ ପଦ ଓ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସରେ ତାଙ୍କୁ ଅଣଦେଖା ହୋଇ କରାଯାଉଥିବା ଅଭିଯୋଗ…
ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ କର୍ମକର୍ତ୍ତାମାନଙ୍କ ବୈଠକ
ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆଇନଜୀବୀ ସାମ୍ମୁଖ୍ୟର ଜିଲ୍ଲା ଆବାହକ ଏବଂ ଜୋନାଲ୍ କମିଟି ଆବାହକମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଇନମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଯୋଗଦେଇ ଆଇନଜୀବୀମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ନେଇଥିବା…
କସ୍ତୁରୀ ଓ ସୁଲତା ବିଜେଡି ମୁଖପାତ୍ର
ବିଜୁ ଜନତା ଦଳ ଅପ୍ରବାସୀ ସାମ୍ମୁଖ୍ୟର ଆବାହକ ଭାବେ ଶ୍ରୀ ନନ୍ଦଲାଲ ସିଂହ
ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୁଇଜଣ ମହିଳା ନେତ୍ରୀଙ୍କୁ ବିଜୁ ଜନତା ଦଳର ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି । ସେମାନେ ହେଲେ ବିଜୁ ମହିଳା ଜନତା ଦଳର…
“ବେବିନାକୁ ନ୍ୟାୟ ଦେବା ପାଇଁ : ଚୁଡ଼ି ପଠାଉଛୁ ପିନ୍ଧିବ “
ନବୀନ ପଟ୍ଟନାୟକଙ୍କ ପାଖକୁ ଡାକ ଯୋଗେ ଚୁଡି ପଠେଇଲେ ବିଜେପିି ମହିଳା ମୋର୍ଚ୍ଚା
ଭଦ୍ରକ/SATYABHUSAN SWAMI : ବେବିନା ଗଣ ବଳାତ୍କାର ମାମଲାର ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବେବିନାକୁ ନ୍ୟାୟ ଦେବା ଦାବୀ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚୁଡି…