Browsing Category

ରାଜନୀତି

ବୁକୁରାମୁଣ୍ଡା , ଜମରତଲା ଓ ବୁଡାମାଲ ପଞ୍ଚାୟତ ଠାରେ କଂଗ୍ରେସ କର୍ମୀ ସମ୍ମିଳନୀ

ପଦ୍ମପୁର/ନିଳ ଦୀପ-ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳ ସେତିକି ପ୍ରଚାର ପ୍ରସାର ତଥା ଜନସମ୍ପର୍କ ବଢାଇବାରେ ଲାଗିପଡିଛନ୍ତି ।ସେହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଯଥା ବୁକୁରାମୁଣ୍ଡା, ଜମରତଲା ଓ ବୁଡାମାଲ ପଞ୍ଚାୟତ ଠାରେ ଭାରତୀୟ…

ଯୋଗେଶ୍ ଲଢ଼ିବା ବାଟ ସଫା, କୁସୁମ ହେଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ 

ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ  ଯୋଗେଶ ସିଂଙ୍କ ପାଇଁ ସୁନ୍ଦରଗଡ଼ ବିଧାନସଭା ଶେଷଞରୀ ଲଢ଼ିବା ନିଶ୍ଚିତ କରାଇଛି ବିଜେଡି | ଗତ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଭାବେ ଲଢ଼ିଥିବା କୁସୁମ ଟେଟେଙ୍କୁ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନୁଯୁକ୍ତି ଦିଆଯାଇଥିବା…

ଜନବିରୋଧୀ ସରକାର ବିରୋଧରେ ଲଢେଇ ପାଇଁ ସତ୍ୟଭୂଷଣଙ୍କ ଆହ୍ୱାନ 

ଡ଼ଙ୍ଗାଘାଟ ପଞ୍ଚାୟତରେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ । ପଦ୍ମପୁର/ନିଳଦୀପ-ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ଡ଼ଙ୍ଗାଘାଟ ପଞ୍ଚାୟତ ବାବାଡେରାଠାରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଜୋନ ସଭାପତି ରାଧାରମଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ କଂଗ୍ରେସ କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ…

କଂଗ୍ରେସ ଆସିଲେ ଜଂଗଲ,ଜଳ ଓ ଜମି ଆଦିବାସୀଙ୍କର ହେବ-ରାହୁଳ

Sundargarh/Rourkela( Horachand Deuria) : କଂଗ୍ରେସ ଦଳ ସରକାରକୁ ଆସିଲେ ଆଦିବାସୀ ମାନଙ୍କ ଜମି,ଜଳ ଓ ଜଂଗଲ ଅଧିକାରକୁ ସେମାନଙ୍କ ହାତରେ ଦେବାଲାଗି ବ୍ୟବସ୍ଥା ହେବ । ସେଥିଲାଗି ଆମ ସରକାର ନିୟମ କରିବେ ବୋଲି କହି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ରାଉରକେଲା ଠାରେ ଆୟୋଜିତ ପରିବର୍ତନ…

ଗଗନଙ୍କ ସାଙ୍ଗଠନିକ ଦକ୍ଷତାକୁ ପୁରସ୍କାର: ନଗର ସଭାପତି ନିଯୁକ୍ତ 

    ଘୁ ଉଦୟଗିରି(ଶାସକ ପ୍ରଶାସକ)  ଘୁ ଉଦୟଗିରି କନ୍ଧମାଳ ଜ଼ିଲ୍ଲା ଘୁ ଉଦୟଗିରି ନଗର କଂଗ୍ରେସ ସଭାପତି ଭାବେ ଗଗନ କୁମାର ପ୍ରଧାନଙ୍କୁ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ମନୋନୀତ କରାଯାଇଛି |  ଗଗନ କୁମାର ପ୍ରଧାନଙ୍କ ସାଙ୍ଗଠନିକ  ଦକ୍ଷତା ତଥା  ଅଂଚଳର ଲୋକପ୍ରିୟତାକୁ …

୨୦୧୯ ପାଇଁ ରାହୁଲଙ୍କ ଅମୋଘ ଅସ୍ତ୍ର, ସମସ୍ତଙ୍କ ପାଇଁ ନିଶ୍ଚିତ ରୋଜଗାରର ଗ୍ୟାରେଣ୍ଟି କାର୍ଡ 

"ଚୌକିଦାର ଚୋର , ନବୀନ ରିମୋଟ୍ କଂଟ୍ରୋଲ " ମୋଦି କହିଲେ, ଦେଶର ଚାଷୀଙ୍କୁ ଦୈନିକ ୧୭ ଟଙ୍କା ଦେବେ  । ଆମେ କହିଲୁ ଦେଶର ସମସ୍ତ ଗରୀବଙ୍କୁ ଯେ କୈାଣସି ପ୍ରଦେଶରେ ବି ହେଉ କଂଗ୍ରେସ ସରକାର ସର୍ବନିମ୍ନ ମିନିମମ ଇନକମର ଗ୍ୟାରେଂଟି ଦେବ । ଭାରତର ସବୁ ଗରୀବଙ୍କୁ ଆକାଉଂଟକୁ ଟଙ୍କା ପଠାଇ…

 ଯୋଗେଶ ସିଂହଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦେଲେ ହଜାରରୁ ଉର୍ଦ୍ଧ୍ବ  କଂଗ୍ରେସ କର୍ମୀ 

ଭୁବନେଶ୍ୱର/ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ : ପୂର୍ବ ଘୋଷଣା ଅନୁଯାୟୀ କିଛି ଦିନ ତଳେ କଂଗ୍ରେସସ ଛାଡିଥିବା ପୂର୍ବତନ ବିଧାୟକ ଯୋଗେଶ ସିଂ ଆଜି ନିଜ ପଲଟନ ସହ ବିଜେଡିରେ ଯୋଗ ଦେଇଛନ୍ତି | ବିଜେଡି ନେତ୍ରୀ କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ମାନ ଓ ଅଭିମାନ କିଛି କାମ ଦେଇନି | ବିଧାୟକ ବବି…

କଂଗ୍ରେସ ପକ୍ଷରୁ  ମୋ ବୁଥ୍ ମୋ ଗୌରବ କାର୍ଯ୍ୟକ୍ରମ

ବ୍ୟାସନଗର : କୋରେଇ ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କୋରେଇ କଂଗ୍ରେସ ପକ୍ଷରୁ କାଚରାସାହି ପଞ୍ଚାୟତର ଆକାଶିଆ ଜଙ୍ଗଲ ନିକଟରେ ସୋମବାର ମଧ୍ୟାହ୍ନରେ ୧ନଂ ଜୋନସ୍ତରୀୟ ମୋ ବୁଥ ମୋ ଗୌରବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ରାଜ୍ୟ ମହିଳା କଂଗ୍ରେସ…

‘କାଳିଆ ଛାତ୍ରବୃତ୍ତି’ ଯୋଜନାକୁ ସ୍ୱାଗତ କରି ଛାତ୍ର ବିଜେଡି ଜଣାଇଲା ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା 

ଭୁବନେଶ୍ୱର: ‘କାଳିଆ ଛାତ୍ରବୃତ୍ତି’ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହା ଚାଷୀଙ୍କ ଭବିଷ୍ୟତ ସହ ସେମାନଙ୍କ ସନ୍ତାନସନ୍ତତିଙ୍କ ଭବିଷ୍ୟତ ଗଠନ ନିମନ୍ତେ ବହୁମାତ୍ରାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ଦୂରଦୃଷ୍ଟି ସଂପନ୍ନ ଯୋଜନା ଦ୍ୱାରା ରାଜ୍ୟର ହଜାର ହଜାର ଚାଷୀ…

ଅନୁସୂଚିତ ଜାତି ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି କାଟର ପ୍ରତିବାଦ 

ପଦ୍ମପୁରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଦସ୍ତଖତ ଅଭିଜାନ ଆରମ୍ଭ । ପଦ୍ମପୁର/ନିଳ ଦୀପ-କେନ୍ଦ୍ର ସରକାର ରାଜ୍ୟର ଅନୁସୂଚିତ ଜାତିରେ ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି ଅନୁଦାନ ଅଂଶଧନ କାଟ୍ ପ୍ରତିବାଦରେ ଆଜି ଜିଲ୍ଲାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଦସ୍ତଖତ ସଂଗ୍ରହ ଅଭିଜାନ ଆରମ୍ଭ…