Browsing Category

Recent News

ଗୋମତୀ ସୁନାଙ୍କ ଘରେ ଲଞ୍ଚ  କରିବେ ଅମିତ ଶାହ

ବଲାଙ୍ଗୀର ଜିଲ୍ଲାର ଦେଗାଁରୁ ନୀରୋଜ ମିଶ୍ର :   ବଲାଙ୍ଗୀର ଜିଲ୍ଲାର ଦେଗାଁ କଛାରପାଲି ଗୋମତୀ ସୁନାଙ୍କ ଘରେ ଭୋଜନ କରିବେ ଅମିତ ଶାହା | ପରିବାର ମହିଳା ଝିଅ ମାନେ ମିଶି ଅମିତଙ୍କ ଲାଗି ପ୍ରସ୍ତୁତ କରିଛନ୍ତି ପାରମ୍ପରିକ  ବ୍ୟଞ୍ଜନ | ବହଲକଢ଼ ଶାଗ, ଡାଲି, ପୁରୀ , ଭାତ, ବଡ଼ି, ଖିରି,…

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

୬୮ .୯୩କୋଟି ଟଙ୍କାର ଭିତ୍ତିଭୁମୀ ଉନ୍ନୟନ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି  ଗଜପତି ଷ୍ଟାଡିୟମଠାରେ ବିଭିନ୍ନ ବ୍ଲକ ପାଇଁ ମୋଟ ୬୮…

ସ୍ୱାତନ୍ତ୍ର୍ୟର ପବିତ୍ରତାକୁ ବଜାୟ ରଖିବା ଆମ କର୍ତ୍ତବ୍ୟ

ପାରଳାଖେମୁଣ୍ଡିରେ ଉତ୍କଳ ଦିବସ ସମାରୋହ   ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡିଠାରେ ୮୩ତମ ଉତ୍କଳ ଦିବସ ସମାରୋହ ୨୦୧୮ ଅବସରରେ ମହାରାଜାଙ୍କ ପାଲେସ ସମ୍ମୁଖରେ ଥିବା ଅର୍ବାନ ବ୍ୟାଙ୍କ ପାର୍କ ଠାରେ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଲୋକ ସମ୍ପର୍କ…

ପରମ୍ପରା, ସଂସ୍କୃତି, ପ୍ରାକୃତିକ ସମ୍ବଳ ଏବଂ ଜ୍ଞାନ ଓ ଭ୍ରାତୃତ୍ୱ ମନୋଭାବାପନ୍ନ ମାନବସମ୍ବଳ ନିମନ୍ତେ ଓଡ଼ିଶା…

ଗାନ୍ଧୀନଗର ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ  ଦିବସ ପାଳିତ ଭୁବନେଶ୍ୱର : ନିଜ ନିଜର ଅନନ୍ୟ ସଂସ୍କୃତି ଏବଂ ବର୍ଷ ସାରା ଏସବୁ ସଂସ୍କୃତିର ଉତ୍ସବ ପାଳନ ନିମନ୍ତେ ଓଡ଼ିଶା ଏବଂ ଗୁଜରାଟ ସୁପରିଚିତ ବୋଲି ଗୁଜରାଟ ରାଜ୍ୟପାଳ ଓମ୍ ପ୍ରକାଶ କୋହଲୀ ମତବ୍ୟକ୍ତ କରିଛନ୍ତି । ଗୁଜରାଟର ଗାନ୍ଧୀନଗରଠାରେ…

ଏନଏସି ଭୋଟ:  ଅତାବିରାରେ ୭୩.୧୭% , ହିନ୍ଦୋଳ ରେ ୮୫.୭ % ମତଦାନ

  ଭୁବନେଶ୍ୱର(ଜ୍ଞାନେଶ୍ବର)  - ବରଗଡ ଜିଲ୍ଲା ଅତାବିରା ଓ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ଲାଗି ଭୋଟ ଗ୍ରହଣ ଶେଷ ହୋଇଛି । ଅତାବିରାରେ ୭୩.୧୭ ପ୍ରତିଶତ ମତଦାନ ହୋଇଥିବା ବେଳେ ହିନେ୍ଦାଳରେ ୮୫.୭ ପ୍ରତିଶତ ମତଦାନ ହୋଇଛି । ଆସନ୍ତା ୫ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି ରାଜ୍ୟ…

“ରସଗୋଲା ଓଡ଼ିଶାର ଥିଲା, ଅଛି ଓ ରହିବ’

  ଓଡ଼ିଶା ଫୋରମ୍-ମଞ୍ଚ ଆଲୋଚନାଚକ୍ରରେ ଗବେଷକଙ୍କ ତଥ୍ୟ ନୂଆଦିଲ୍ଲୀ - ରସଗୋଲା ଓଡ଼ିଶାର ଚିରକାଳର ମିଠାା ଏହା ଓଡ଼ିଶାର ଥିଲା , ଅଛି ଓ ରହିବ । ତିନି ତୁଣ୍ଡରେ ଛେଳି କୁକୁର ପରି ଧୂର୍ତ୍ତବୁଦ୍ଧି ଦ୍ୱାରା ଏହାକୁ ନିଜର କରିନେବାକୁ ଯେଉଁ ଅସାଧୁ ଉଦ୍ୟମ ହୋଇଛି, ଅଚିରେ ତାହା ପଣ୍ଡ ହେବ…

ଉତ୍କଳ ଦିବସ ପାଇଁ ଲୋକାର୍ପିତ ହେଲା ନବପଲ୍ଲବର ୨ୟ ସଂସ୍କରଣ

 ଚିତ୍ତ ରଞ୍ଜନ କରଙ୍କ ରିପୋର୍ଟ : ଉତ୍କଳ ଦିବସ ସମଗ୍ର ଓଡ଼ିଶା ସମେତ ଓଡ଼ିଶା ବାହାରେ ମଧ୍ୟ ବଡ଼ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରକାରେ ଉତ୍କଳ ଦିବସ ପାଳୁଛନ୍ତି । ଆଜିର ଉତ୍କଳ ଦିବସ ଅବସରରେ ଓଡ଼ିଆ ଯୁବକମାନଙ୍କର ଉଦ୍ୟମରେ ପ୍ରକାଶିତ…

ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନର ନାମ ପଂଳକ ଓଡିଆରେ କରିବାକୁ ନିଦେ୍ର୍ଧଶ

ଯାଜପୁର ରୁ ଜୟଶଙ୍କର ଦାଶ: ଓଡିଆ ଭାଷାର ବ୍ୟାପକ ପ୍ରଚଳନ, ପ୍ରଚାର ଓ ପ୍ରସାର ପାଇଁ ସରକାର ବହୁବିଧ ଊଦ୍ୟମ କରୁଚ୍ଥନ୍ତି ।  ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ୨୦୧୮ ମସିହା ଜାନୁୟାରୀ ମାସ ଠାରୁ ସମସ୍ତ ପାଂଇଲ ପତ୍ର ଓଡିଆରେ କରିବା ପାଇଁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ କଡା…