Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
ଆନ୍ତଃରାଜ୍ୟ ତଥା ରାଜ୍ୟ ଭିତରେ ଚଳାଚଳ ଅବାଧ କରାଅ : ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) :ଅନଲକ୍-୩ ସମୟରେ ବ୍ୟକ୍ତି ଏବଂ ସାମଗ୍ରୀ ଏବଂ ସେବାଗୁଡିକର ଅବାଧ ଚଳାଚଳକୁ ଅନୁମତି ଦେବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ | ହେଲେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାନୀୟ ସ୍ତରରେ ଜାରି ପ୍ରତିବନ୍ଧକ…
ରାମ ମାଧବ, ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ମଣିପୁର କଂଗ୍ରେସର ୫ ପୂର୍ବତନ ବିଧାୟକ
ଭୁବନେଶ୍ବର(ଶାସକ ପ୍ରଶାସକ) - ମଣିପୁର କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା ୫ ଜଣ ପୂର୍ବତନ ବିଧାୟକ ଆଜି ବିଜେପିରେ ଯୋଗଦେଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ରାମ ମାଧବ ଏବଂ ମଣିପୁର…
ଗତବର୍ଷ ତୁଳନାରେ ଦେଶରେ କୃଷିଜାତ ସାମଗ୍ରୀର ରପ୍ତାନୀ 23.24 ପ୍ରତିଶତ ବୃଦ୍ଧି
• କୃଷି ବିପଣନ ପାଇଁ କୃଷି ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ କାର୍ଯ୍ୟାନ୍ଵୟନ ଯୋଜନା ପ୍ରସ୍ତୁତ, ରପ୍ତାନୀ ବୃଦ୍ଧି ସହ ଯୋଜନାରେ ଆମଦାନୀ ସାମଗ୍ରୀର ବିକଳ୍ପ ଉପରେ ପ୍ରାଧାନ୍ୟ
• କୃଷି ମନ୍ତ୍ରଣାଳୟ ଆଦେଶ କ୍ରମେ କୃଷି ଓ କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ…
ସତ୍ୟପାଲ ଗଲେ ମେଘାଳୟ, କୋସିଆରିଙ୍କୁ ଗୋଆର ଅତିରିକ୍ତ ଦାୟିତ୍ୱ
ନୂଆଦିଲ୍ଲୀ : ଗୋଆର ରାଜ୍ୟପାଳ ଶ୍ରୀ ସତ୍ୟପାଲ ମଲ୍ଳିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳଭାବେ ନିଯୁକ୍ତି ଦିଆଯାଇଛି ।ସେହିପରି ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରୀ ନିଜ ଦାୟିତ୍ୱ ସହ ଗୋଆ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ…
ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ ମୂଲ୍ୟର ଘର ନିର୍ମାଣରେ ଭାରତ ସରକାରଙ୍କ ସହଯୋଗୀ ହୁଅନ୍ତୁ ଇସ୍ପାତ ଶିଳ୍ପର ପ୍ରମୁଖ…
ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
• ଗୃହ ଓ ନିର୍ମାଣ, ବିମାନ ଚଳାଚଳ କ୍ଷେତ୍ରରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା ଉପରେ ଗୁରୁତ୍ୱ
• କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକରେ ଇସ୍ପାତ୍ ଶିଳ୍ପର ଭାଗିଦାରୀ ଜରୁରୀ
• ଦେଶରେ ଇସ୍ପାତର ବ୍ୟବହାରକୁ…
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏମ୍ସରେ ଭର୍ତ୍ତି : ଅଛନ୍ତି ସୁସ୍ଥ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) କିଛି ଦିନ ତଳେ କରୋନାରୁ ମୁକ୍ତି ପାଇଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପୁଣି ଅସୁସ୍ଥତା କାରଣରୁ ଗତକାଲି ଏମ୍ସରେ ଭର୍ତ୍ତି କରାଯାଇଛି | ଛାତି ସଂକ୍ରମଣ ହେତୁ ଶାହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର…
ଦେଶର 173ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାକୁ ଏନ୍ସିସି ସଂପ୍ରସାରିତ ହେବ
ନୂଆଦିଲ୍ଲୀ : ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଓ ତଟବର୍ତ୍ତୀ ଜିଲ୍ଲାଗୁଡିକର ଯୁବସମାଜର ଆକାଂକ୍ଷା ପୂରଣ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍ସିସିର ଏକ ବୃହତ୍ ସଂପ୍ରସାରଣ ଯୋଜନାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି । ଅଗଷ୍ଟ 15…
ଖୋଲିଲା ମାତାଙ୍କ ଦରବାର, କଟକଣା ଭିତରେ ଦର୍ଶନ ଦେବେ ମା
ଶ୍ରୀନଗର ( ଏଜେନ୍ସି ) : ଆଜିଠୁ ଚାଲିବ ପୁଣି ମାତାଙ୍କ ଦରବାର | ଆଜିଠାରୁ ଭକ୍ତମାନଙ୍କ ପାଇଁ ମାତା ବୈଷ୍ଣୋଦେବୀ ମନ୍ଦିର ଖୋଲିବ | ଏଥିପାଇଁ ଉପଯୁକ୍ତ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି | ମାଆଙ୍କ ଦର୍ଶନ ପାଇଁ କେବଳ 2000 ଲୋକଙ୍କୁ ଅନୁମତି ଦିଆଯାଇଛି | ଯେଉଁଥିରୁ କେନ୍ଦ୍ରଶାସିତ…
ଚବିଶି ଘଂଟାରେ ୬୩,୪୮୯ ଆକ୍ରାନ୍ତ, ଯାଇଛି ୯୪୪ ଜୀବନ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୩,୪୮୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୫,୮୯,୬୮୨ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୬,୭୭,୪୪୪ ଜଣ | ଏ ଯାବତ ଦେଶରେ ୧୮,୬୨,୨୫୮ ଜଣ…
“ଆତ୍ମନିର୍ଭର ହେବା ବାଧ୍ୟତାମୂଳକ, ଭାରତ ଏହି ସ୍ୱପ୍ନକୁ ଅବଶ୍ୟ ସାକାର କରି ଦେଖାଇବ”
ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ସହିତ ଆମକୁ ଆଉ ଏକ ମନ୍ତ୍ର- ‘ମେକ୍ ଫର୍ ୱାର୍ଲ୍ଡ’ ଆପଣାଇବାକୁ ହେବ
ନୂଆଦିଲ୍ଲୀ (ଶାସକ ପ୍ରଶାସକ): 74ତମ ସ୍ୱାଧୀନତା ଦିବସ ପାଳନ ଅବସରରେ…