Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
ମୋଦି ସରକାରଙ୍କ ସମସ୍ତ ନିଷ୍ପତି ଇସ୍ପାତି ଇରାଦାକୁ ଦର୍ଶାଉଛି : ଧର୍ମେନ୍ଦ୍ର
ମୋଦି ସରକାର ୨.୦ର ପ୍ରଥମ ବର୍ଷର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
ଦଶନ୍ଧି ଦଶନ୍ଧିର ପ୍ରତିଶ୍ରୁତିକୁ ପୂରଣ କରୁଛନ୍ତି, ଐତିହାସିକ ତ୍ରୁଟିକୁ ସୁଧାରୁଛନ୍ତି ପ୍ରଧାନମନ୍ତ୍ରୀ
ଅଯୋଧ୍ୟା ଉପରେ ଐତିହାସିକ ରାୟ ରାମ ମନ୍ଦିର ନିର୍ମାଣର ମାର୍ଗକୁ ପ୍ରଶସ୍ତ କରିଛି…
ସିଭିଲ୍ ଆଭିଏସନ୍ ସିକ୍ୟୁରିଟି ବ୍ୟୁରୋର ମହାନିର୍ଦ୍ଦେଶକ ମଣ୍ଡଳୀରେ ଓଡ଼ିଆ ଆଇଏଏସ ଉଷା ପାଢ଼ୀ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ସିଭିଲ୍ ଆଭିଏସନ୍ ସିକ୍ୟୁରିଟି ବ୍ୟୁରୋର ମହାନିର୍ଦ୍ଦେଶକ ମଣ୍ଡଳୀ ଭିତରେ ଅନ୍ୟତମ ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ ଅଫିସର ତଥା ତଥା କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମଂତ୍ରଣାଳୟର ଯୁଗ୍ମ ସଚିବ…
ଜାପାନର ପ୍ରଧାନମନ୍ତ୍ରୀ ପଦରୁ ସିଞ୍ଜୋ ଆବେ ଦେଲେ ଇସ୍ତଫା
ଟୋକିଓ : ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ବୋଲି କୁହାଯାଉଥିବା ଜାପାନର ପ୍ରଧାନମନ୍ତ୍ରୀ ପଦରୁ ସିଞ୍ଜୋ ଆବେ ଦେଇଛନ୍ତି ଇସ୍ତଫା | ସେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟ ଘୋଷଣା କରିଛନ୍ତି | କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଅଲ୍ସରେଟିଭ…
ସାରା ଦେଶରେ ବିସ୍ଫୋରଣ : ଆକ୍ରାନ୍ତଙ୍କ ସଂଖ୍ୟା ଲଗାମଛଡ଼ା
କରୋନା ଟପିଲା ୩୩ ଲକ୍ଷ, ମୃତ୍ୟୁ ବି କାଲିପରି ହଜାରେ ଉପରେ
ଆଜି ସୁଦ୍ଧା ଷାଠିଏ ହଜାର ଟପିଲାଣି କରୋନା ମରଣ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କାଲି ୩୨ ଲକ୍ଷ ଟପିଥିଲା, ଆଜି ଦେଶରେ କରୋନା ୩୩ ଲକ୍ଷ ଟପିଲା | ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୭୫,୭୬୦ କୋଭିଡ…
ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ କରୋନା
ଗୁଆହାଟୀ : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ ଏ ବିଷୟ ନିଜ ଟୁଇଟର ହାଣ୍ଡଲରେ ଏ ବିଷୟ ଉଲ୍ଲେଖ କରିଛନ୍ତି | ସେ ଆଜି ଟୁଇଟ କରି ଜଣାଇଛନ୍ତି ଯେ " ଗତକାଲି ହୋଇଥିବା ପରୀକ୍ଷାରେ ମୋର କୋଭିଡ୍ 19 ପଜିଟିଭ୍…
ଲୋକ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର-୨୦୨୦
ଏହି ପୁରସ୍କାର ପାଇଁ ଦେଶର 702 ଜିଲ୍ଲା ପଞ୍ଜୀକୃତ, ଆସନ୍ତା 31ରେ ପୁରସ୍କାର ପ୍ରଦାନ କରାଯିବ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଲୋକ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପାଇଁ ଭାରତ ସରକାର 2006ରୁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ପୁରସ୍କାର ପ୍ରବର୍ତ୍ତନ କରିଛନ୍ତି । ତଦନୁସାରେ ଅସାଧାରଣ କାର୍ଯ୍ୟ,…
BIG BREAKING : ଧାର୍ଯ୍ୟ ତାରିଖରେ ହବ ଜେଇଇ- ଏନଇଇଟି ପରୀକ୍ଷା : ଏନଟିଏ ଜାରିକଲା ସଦ୍ୟ ନିର୍ଦ୍ଦେଶାବଳୀ
ବଢ଼ିଲା ପରୀକ୍ଷା କେନ୍ଦ୍ର ଆଉ ସିଫ୍ଟ , କମିଲା ପରୀକ୍ଷା ଗୃହରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଜେଇଇ- ଏନଇଇଟି ପରୀକ୍ଷା ସୂଚୀ ବଦଳାଇବା ପାଇଁ ଚାରିଆଡୁ ଦାବି ହେଉଥିଲେ ବି କାର୍ଯ୍ୟକ୍ରମ ରହିବ ଅପରିବର୍ତ୍ତିତ | ସର୍ବୋଚ୍ଚ ପରୀକ୍ଷଣ ସଂସ୍ଥା(ଏନଟିଏ) …
ଦେଶରେ କରୋନା ୬୧,୪୦୮ /୮୩୬
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୬୧,୪୦୮ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୮୩୬ ଜଣଙ୍କ ମୃତ୍ୟୁ ହୋଇଛି | ଗତକାଲି ଦେଶରେ ୫୭,୪୬୮ଜଣ ସୁସ୍ଥ ହୋଇଛନ୍ତି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୧,୦୬,୩୪୯ ହୋଇଥିବା ବେଳେ ଏ ଯାବତ ଦେଶରେ…
ବିଶ୍ୱମାନର ଚିକିତ୍ସା ସୁବିଧା ଭିତ୍ତିଭୂମି ଉପରେ ମୋଦୀ ସରକାରଙ୍କ ଗୁରୁତ୍ୱ – ଧର୍ମେନ୍ଦ୍ର ପ୍ରଧାନ
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୋଦୀ ସରକାରଙ୍କ ବିଭିନ୍ନ ପଦକ୍ଷେପ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍
• ଚଳିତବର୍ଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଜେଟରେ ସର୍ବାଧିକ 69 ହଜାର କୋଟିର ବ୍ୟୟବରାଦ
• ଓଡ଼ିଶାରେ 6ଟି ନୂଆ ମେଡ଼ିକାଲ୍ କଲେଜର ନିର୍ମାଣ କାମ ଚାଲୁଅଛି
•…
୩୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଦେଶରେ କରୋନା ୬୯,୨୩୯ /୯୧୨
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ୩୦ ଲକ୍ଷ ଅଙ୍କ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୬୯,୨୩୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୯୧୨ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା…