Browsing Category

ଜାତୀୟ/ଆନ୍ତର୍ଜାତୀୟ

କୋଭିଡ଼ ସଂକ୍ରମଣ ଭୟ : ଭାରତ-ବ୍ରିଟେନ ମଧ୍ୟରେ ବିମାନ ଚଳାଚଳ  ଡିସେମ୍ବର 31 ପର୍ଯ୍ୟନ୍ତ ସ୍ଥଗିତ 

ନୂଆଦିଲ୍ଲୀ : ଲଣ୍ଡନରେ କୋଭିଡ଼-୧୯  ଭୁତାଣୁର ନୂଆ ସ୍ୱରୂପରେ ସଂକ୍ରମଣ ତୀବ୍ର ହେବାରୁ ଲଣ୍ଡନ ଲକଡାଉନ ହୋଇଯାଇଥିବା ବେଳେ ସଂକ୍ରମଣ ଆଶଙ୍କା କରି ଭାରତ ସରକାର ଭାରତ-ବ୍ରିଟେନ ମଧ୍ୟରେ ବିମାନ ଚଳାଚଳ  ଡିସେମ୍ବର 31 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି | ସୂଚନାଯୋଗ୍ୟ ଯେ ଗତକାଲି ପ୍ରଥମ ଦେଶ ଭାବେ…

ଲକଡାଉନରେ ଲଣ୍ଡନ : କୋଭିଡ -19 ର ନୂତନ ସ୍ୱରୂପ ବିସ୍ତାର କରୁଛି କାୟା 

  ଖ୍ରୀଷ୍ଟମାସ ପାଳନ ଅନୁମତି ବାତିଲ ଲଣ୍ଡନ : ଲଣ୍ଡନ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ କୋଭିଡ -19 ର ଏକ ନୂତନ ଲକ୍ଷଣଯୁକ୍ତ ସ୍ୱରୂପର କ୍ଷୀପ୍ର ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଶନିବାର ଦିନ ରାଜଧାନୀକୁ ଲକ ଡାଉନ ଘୋଷଣା କରିଛନ୍ତି | ନଭେମ୍ବରରେ ଜାତୀୟ…

ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତର ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇସ୍କୋ ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ   କାରଖାନା ପରିଚାଳନା ନେଇ ବିଭାଗୀୟ ଅଫିସରଙ୍କ ସହ ସମୀକ୍ଷା  କାରଖାନା କ୍ଷମତାର ଶତପ୍ରତିଶତ ବ୍ୟବହାର ଉପରେ ଗୁରୁତ୍ୱାରୋପ କଲିକତା/ଭୁବନେଶ୍ୱର,(ଶାସକ ପ୍ରଶାସକ)– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜା ରୋଡମ୍ୟାପ୍ ବିକଶିତ ହେଉଛି – ଧର୍ମେନ୍ଦ୍ର ପ୍ରଧାନ

ଆସୋଚାମର  ପ୍ରତିଷ୍ଠା  ସପ୍ତାହ -୨୦୨୦ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ  ଆତ୍ମନିର୍ଭର ଉର୍ଜାରେ ସାମିଲ ପାଇଁ ସବୁ ଭାରତୀୟ କମ୍ପାନୀଙ୍କୁ ନିମନ୍ତ୍ରଣ  ଉର୍ଜା କ୍ଷେତ୍ରକୁ ଅଧିକ ଆତ୍ମନିର୍ଭର କରିବ ଆତ୍ମନିର୍ଭର ଉର୍ଜା ପଦକ୍ଷେପ  ୫ ଟ୍ରିଲିୟନ ଡ଼ଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ…

ଦେଖା ହେଉ ହେଉ ଦୁଇମନ୍ତ୍ରୀ କହୁଣୀ ମରାମରି !!!

ନୂଆଦିଲ୍ଲୀ (ଏଜେନ୍ସି ) : ଦୁଇ ମନ୍ତ୍ରୀ ଭେଟ ହେଲେ | ଦେଖା ହେଉ ହେଉ କହୁଣୀ ମରାମରି | ଇଏ କି କଥା ! ହାଣ୍ଡସେକ ନାଇଁ, କୁଣ୍ଢାକୁଣ୍ଢି ନାଇଁ ...ସିଧା କହୁଣୀ ମରାମରି | ଫୋଟୋ ଦେଖିଲେ ନଜାଣିବା ଲୋକଙ୍କ ମନରେ ଏମିତି କିଛି ଭ୍ରମ ସୃଷ୍ଟି ହେବା | ପୁଣି କହୁଣୀ ମରାମରି ହେଉଥିବା ଲୋକ ମାନେ…

ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ହେବେ ଜନସନ

File Photo ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ | ଏ ନେଇ ବ୍ରିଟେନ ପକ୍ଷରୁ ସ୍ପଷ୍ଟ କରାଯାଇଛି |  ଭାରତ ଗସ୍ତରେ ଆସିଥିବା ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାଏବ…

ନଡ୍ଡାଙ୍କୁ କରୋନା

ନୂଆଦିଲ୍ଲୀ (ଶାସକ ପ୍ରଶାସକ)  ବିଜେପି ସଭାପତି ଜେପି  ନଡ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ କୋଭିଡି ପଜିଟିଭ ଚିହ୍ନଟ ହେବା ପରେ ଆଇସୋଲେସନରେ ରହିବା ସହ ତାଙ୍କ ସହ ମିଶିଥିବା ସମସ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି |   ରବିବାର ଦିନ ନିଜେ ଶ୍ରୀ…

ବୋର୍ଡ ପରୀକ୍ଷା ତାରିଖ ଚୂଡ଼ାନ୍ତ କରିବାକୁ ସଂପୃକ୍ତ ସମସ୍ତ ପକ୍ଷଙ୍କ ସହ ବିଚାର ଆଲୋଚନା ଚାଲିଛି

ଆଗାମୀ ପ୍ରତିଯୋଗିତାମୂଳକ ଓ ବୋର୍ଡ ପରୀକ୍ଷା ପୂର୍ବରୁ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମତବିନିମୟ • ବିଦ୍ୟାର୍ଥୀମାନେ ନୂଆ ଶିକ୍ଷାନୀତି ୨୦୨୦ ର ବ୍ରାଣ୍ଡ ଆମ୍ବାସାଡର • ୨୦୨୧ ରୁ ବର୍ଷକୁ ୪ଥର ଜେଇଇ ମେନ୍‌ ପରୀକ୍ଷା କରିବା ପ୍ରସ୍ତାବକୁ ବିଚାର…

କୋଭିଡ ଲଢେଇ  :  ଆରମ୍ଭ ହେଲା ଗଣଟୀକା ଦାନ 

 ପ୍ରଥମ ଟୀକା ନେଲେ ୯୦ ବର୍ଷ ବୟସ୍କା ମହିଳା  ଲଣ୍ଡନ: ଆରମ୍ଭ ହେଲା ଗଣଟୀକା ଦାନ , ପ୍ରଥମ ଟୀକା ନେଲେ ୯୦ ବର୍ଷ ବୟସ୍କା ମହିଳା | ବ୍ରିଟେନରେ  ଆରମ୍ଭ ହୋଇଥିବା ଗଣଟୀକାଦାନ କାର୍ଯ୍ୟକ୍ରମ ଅନ୍ତର୍ଗତ  ଉତ୍ତର ଆୟର୍ଲାଣ୍ଡର 90 ବର୍ଷ ବୟସ୍କା ମହିଳା ମାର୍ଗେଟ୍ କିନ୍ନ୍ ମଙ୍ଗଳବାର ଦିନ ବିଶ୍ୱର…