Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
ପିଲାଙ୍କୁ ପଢ଼ାଯିବ ଅଭିନନ୍ଦନଙ୍କ କାହାଣୀ
ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ କାହାଣୀ ପାଠ୍ୟକ୍ରମରେ ସାମିଲ କରିବାକୁ ରକାଷ୍ଠ ସରକାରଙ୍କ ନିଷ୍ପତ୍ତି
ଜୟପୁର : ନିଜର ଅଦମ୍ୟ ବୀରତ୍ୱ ଆଉ ଅପ୍ରତିମ ଦେଶପ୍ରେମର ପରିଚୟ ଦେଇଥିବା ହିରୋ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସମ୍ପର୍କିତ କାହାଣୀ ସ୍ଥାନିତ ହେବ ପାଠ୍ୟକ୍ରମରେ | ଏ ବିଷୟ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅସମ୍ଭବକୁ ସମ୍ଭବ କରାଯାଇଛି – ଧର୍ମେନ୍ଦ୍ର
୧୦ତମ ସିଜିଡି ବିଡିଂ ରାଉଣ୍ଡ ଅଧୀନରେ ଏଲ୍ଓଆଇ ବିତରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
ଦେଶରେ ଉର୍ଜାର ଉତ୍ପାଦନ ବଢାଇବା ଦରକାର
ଦେଶରେ ଗ୍ୟାସ ଉତ୍ପାଦନ ନୀତିରେ ନୂଆ ସଂସ୍କାର ଆସିଛି
ଭାରତବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଆବଶ୍ୟକତା ରହିଛି
ଗୁଜୁରାଟ, ପଞ୍ଜାବ ଏବଂ…
ଭୁରୁଡୁ ମାରୁଥିବା ପାକିସ୍ଥାନ ଲାଙ୍ଗୁଡ଼ ଜାକିଲା : କହିଲା ଗୋଟେ ଗଛ ଡାଳ ଭାଂଗିଛି, ଗୋଟିଏ ପାଚେରୀ କ୍ଷତିଗ୍ରସ୍ତ…
୪୦ର ଜବାବ ୩୦୦, ସୁଧର ଯା ପାକିସ୍ଥାନ !!!
"ଭାରତୀୟ ବାୟୁସେନାର କିଛି ବିମାନ ପିଓକେ ମଧ୍ୟକୁ ପଶି ଆସିଥିଲା। ଯାହାକୁ ଆମେ ଘଉଡ଼ାଇ ଦେଇଛୁ। ତେବେ ଭାରତୀୟ ବାୟୁସେନା ବିମାନରେ ଥିବା କିଛି ଭାରି ଜିନିଷ ତଳକୁ ଖସି ପଡ଼ିବା ଫଳରେ ପାକିସ୍ତାନ ସୀମା ମଧ୍ୟରେ ଥିବା ଗୋଟିଏ ଗଛର ଡାଳ ସହ ଗୋଟିଏ…
ରୋମାଞ୍ଚକର ସ୍ଥିତିରେ କିରଣ-ସ୍ୱାମୀ କଳି
ପୁଡୁଚେରୀ : ପିଲା କାଲିଠୁ ବଳାଇଗଲାଣି ଏ ରାଜନେତାଙ୍କ କଳି | ଦିଲୀ ପରେ ଏବେ ପୁଡ଼ୁଚେରି , ମୁହାଁମୁହିଁ ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳ | ପୁଡୁଚେରୀରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ସରକାର ଓ ଲେଫଟନାଣ୍ଟ ଗଭର୍ଣ୍ଣର । ଲେଫଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କ କିଛି ନିଷ୍ପତ୍ତିକୁ ବିରୋଧ…
ପ୍ରେମ ଦିବସ ପାଲଟିଲା ସଂହାର ଦିବସ : ରକ୍ତରେ ଭିଜିଲା ବୋରିପୁରା
ବିସ୍ପୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ପ୍ରାୟ ବହୁଦୂର ପର୍ଯ୍ୟନ୍ତ ଶୁଭି ଥିଲା । ବିସ୍ପୋରଣ ପରେ କଳାଧୂଆଁ ସମଗ୍ର ଆକାଶକୁ ଆଚ୍ଛାଦିତ କରି ଥିଲା । ଏହାପରେ ରାସ୍ତାରେ ଲୋକଙ୍କ କାନ୍ଦବୋବାଳି ଶୁଭିଥିଲା । ଏହି ଦଳରେ ସାମିଲ ଥିବା ଅନ୍ୟ ଗାଡ଼ିଗୁଡ଼ିକ ଅଟକିଯାଇ ସେଥିରେ ଥିବା ଯବାନମାନେ ଘଟଣା…
ଦେଶର ୪୦୦ ଜିଲ୍ଲାରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚିବ-ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁୁବନେଶ୍ୱର : ଦେଶର ୪ କୋଟି ଘରେ ବିଦ୍ୟୁତ ପହଁଚାଯାଇଛି । ଦେଶର ୪୦୦ ଜିଲ୍ଲାରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଂଚାଯିବାର ବ୍ୟବସ୍ଥା କରାଯାଇଛି । ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ ହେବ । ଆମେ ଶକ୍ତି ଦିଗରେ ଏକ ବଡ ନେଟଓାର୍କ ଛିଡା କରିପାରିଛୁ ବୋଲି କହିଛନ୍ତି…
ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ଓଡିଶାର ୬୦ ହଜାର ମହିଳାଙ୍କ ସହ କଥା ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ
ଉଜ୍ଜଳା ଯୋଜନା ରାଜ୍ୟରେ ଆଜି ଏକ ନୂଆ ଅନୁଭବ ତିଆରି କରିପାରିଛି -ଧର୍ମେନ୍ଦ୍ର
ମହିଳା ମାନଙ୍କର ରହିଥିବା ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାସ୍ତବରେ ପରିଣତ କରିଛନ୍ତି-ମେନକା
ନୂଆଦିଲ୍ଲୀ – ଭାରତବର୍ଷର ୬ କୋଟି ଘରେ ଉଜ୍ଜଳା ଯୋଜନା ପହଂଚାଯାଇପାରିଛି । ଓଡିଶାରେ ଏହି ସଂଖ୍ୟା…
ଗରିବ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ ଐତିହାସିକ ପଦକ୍ଷେପ, ଗରିବଙ୍କ ପାଇଁ ସରକାରଙ୍କ…
ଭୁୁବନେଶ୍ୱର - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଉପଲବ୍ଧ କରାଇବା ନିମନ୍ତେ ସମ୍ବିଧାନ ସଂଶୋଧନ ବିଲ ଗରିବଙ୍କ କଲ୍ୟାଣ ଲାଗି ଏକ ଐତିହାସିକ ପଦକ୍ଷେପ, ଯାହା ସବକା ସାଥ୍- ସବକା ବିକାଶ ନୀତି ପ୍ରତି ସରକାରଙ୍କ…
ରାଜ୍ୟସଭାରେ ଗୃହୀତ ହେଲା ଉଚ୍ଚବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ବିଲ
ନୂଆଦିଲ୍ଲୀ : ରାଜ୍ୟ ସଭାରେ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ ଆଜି ଗୃହୀତ ହୋଇଯାଇଛି ହୋଇଛି । କେନ୍ଦ୍ରର ଏନଡିଏ ସରକାରଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଇଛି | ସମ୍ବିଧାନର ୧୨୪ ତମ ସଂଶୋଧନ ବିଲ ସପକ୍ଷରେ ୧୬୫ ଟି ମତ ପଡିଥିବା…
କେନ୍ଦ୍ର ସରକାରଙ୍କୁ ଝଟକା : ରାତି ଅଧିଆ ନିୟମ ବାତିଲ, ଫେରିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ
ନୂଆଦିଲ୍ଲୀ : ରାତି ଅଧିଆ ବଦଳି ହୋଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ମିଳିଛି ରାହତ ଆଉ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟକା |ଆଲୋକଙ୍କ ବଦଳିକୁ ଅବୈଧ ସିଦ୍ଧ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ | ଏହାର ପରିଣାମ ସ୍ୱରୂପ ଆଲୋକ ବର୍ମା ପୁଣି ସିବିଆଇ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ…