Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
ଟ୍ରାକରେ ଓହ୍ଳାଇଲା ରେଳ ସାଇକେଲ
ନୂଆଦିଲ୍ଲୀ(ଶାସକ ପ୍ରଶାସକ) ରେଳବାଇ ପକ୍ଷରୁ ରେଳ ଟ୍ରାକରେ ଓହ୍ଳାଇଛି ରେଳ ସାଇକେଲ | ଟ୍ରାକ ଯାଞ୍ଚ, ମନିଟରିଂ ଏବଂ ଜରୁରୀ ମରାମତି ପାଇଁ ରେଳ ଟ୍ରାକରେ ଶୀଘ୍ର ଯାତ୍ରା କରିବା ପାଇଁ ଏହି ରେଲସାଇକେଲ ବେଶ ସହାୟକ ହେବ | ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହା ଏକ ସରଳ ଉଦ୍ଭାବନ |…
ଚିରାଚରିତ ଶିକ୍ଷା ବ୍ୟବସ୍ଥାକୁ ଅବ୍ୟାହତି, କ୍ୟାବିନେଟ ମଞ୍ଜୁରୀ ପାଇଲା ନୂତନ ଶିକ୍ଷାନୀତି
ଭାରତକୁ ଏକ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନ ମହାଶକ୍ତି ଭାବେ ପରିଣତ କରିବାକୁ ଲକ୍ଷ୍ୟ
• ଦେଶର ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ପାଇଁ ମାର୍ଗ ପ୍ରଶସ୍ତ
• ନୂଆ ନୀତିରେ 2030 ସୁଦ୍ଧା ଶତପ୍ରତିଶତ ଜିଇଆର ସହିତ ପ୍ରାକ-ବିଦ୍ୟାଳୟରୁ ମାଧ୍ୟମିକ ସ୍ତର…
କଟକଣା ଟିକେ ହେବ ହୁଗୁଳା: ରାତି ଖୋଲା ମେଲା, ଖୋଲିବ ଯୋଗକେନ୍ଦ୍ର ଆଉ ବ୍ୟାୟାମଶାଳା
ହେଲା କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନଲକ-3 ମାର୍ଗଦର୍ଶିକା ଜାରି
ଆବଦ୍ଧାଞ୍ଚଳ ବାହାରେ କେତେକ କାର୍ଯ୍ୟକଳାପ ପାଇଁ ଅନୁମତି
ଅଗଷ୍ଟ 31 ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳରେ କଡାକଡି ଭାବେ କାର୍ଯ୍ୟକାରୀ ହେବ ଲକଡାଉନ
ରହିବନି ରାତ୍ରୀକାଳୀନ ଯାତାୟାତ କଟକଣା ଓ…
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଲେ ରାଜ୍ୟପାଳ
ବିଏସପି ହୁଇପ କରିବା ଆମେ ଜାଣିନୁ, ଆମେ କଂଗ୍ରେସ ସହ ଅଛୁ : ଲଖନ ସିଂ
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡ଼କାଇବା ପାଇଁ ନିର୍ଦ୍ଦେଶ ଦେଲେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର | ରାଜ୍ୟ ସରକାରଙ୍କୁ ଆଜି ଉପରୋକ୍ତ ନିର୍ଦେଦେଶ ଦେବା ସହ ବିଧାନସଭା ନଡାକିବାର କୌଣସି ଉଦ୍ଦେଶ୍ୟ ନଥିଲା…
ଆଉ ୪୭ ଆପକୁ ନିଷିଦ୍ଧ କଲେ ଭାରତ ସରକାର
ନୂଆଦିଲ୍ଲୀ (ଶାସକ ପ୍ରଶାସକ)- ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପୁଣି ୪୭ ଟି ଆପକୁ ନିଷିଦ୍ଧ କରିଛି | ଜୁନ୍ ମାସରେ ନିଷିଦ୍ଧ ହୋଇଥିବା ୫୯ ଟି ଚାଇନିଜ୍ ଆପ ସହ ସାଦୃଶ୍ୟ ଥିବା ଏବଂ କ୍ଲୋନ କପି ହୋଇଥିବା ଆପ ଗୁଡିକ ଏହି ନିଷିଦ୍ଧ ତାଲିକାରେ ରହିଥିବା…
ସରକାରୀ ଇ-ମାର୍କେଟରୁ ସାମଗ୍ରୀ ଓ ସେବା କିଣିବା ବ୍ୟବସ୍ଥାକୁ ନିଶ୍ଚିତ କରିବ ରେଳବାଇ
• ସରକାରୀ ଇ-ମାର୍କେଟ ସହିତ ରେଲୱେ ଡିଜିଟାଲ ସପ୍ଲାଇ ଚେନ୍ ହେବ ସଂଯୁକ୍ତ
• ରେଳବାଇ ବର୍ଷକୁ କିଣିଥାଏ 70 ହଜାର କୋଟି ଟଙ୍କାରୁ ଅଧିକ ସାମଗ୍ରୀ ଓ ସେବା
• ରେଳବାଇ ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାରେ ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀକୁ ଅଗ୍ରାଧିକାର ଦିଆଯିବ : ପୀୟୂଷ ଗୋଏଲ
• ରେଳବାଇର…
ମୁଖ୍ୟମନ୍ତ୍ରୀଙ୍କୁ ବି ହେଲା କରୋନା
(ଭୋପାଲ) :- କୋରୋନା ମହାମାରୀ ବର୍ତମାନ କ୍ଷିପ୍ର ଗତିରେ ମାଡିବାରେ ଲାଗିଛି । ଟିକେ ଅସାବଧାନ ନିଶ୍ଚିତ ଭାବରେ କୋରୋନା ଆକ୍ରମଣ କରିବ ଏଥିରେ ସନ୍ଦେହ ନାହିଁ । ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ଚୌହାନ କୋରୋନା ଆକ୍ରାନ୍ତ ହେଇଥିବା ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ଟ୍ୱିଟ କରି…
ଏଲଏସିରେ ଉତ୍ତେଜନା ଭିତରେ ନିଯୁକ୍ତ ହେଲେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ
ନୂଆଦିଲ୍ଲୀ: ଚାଇନା ଓ ଭାରତ ଭିତରେ ଏଲଏସିରେ ଉତ୍ତେଜନା ଜାରି ରହିଥିବା ବେଳେ ଭିତରେ ଭାରତୀୟ ବାୟୁସେନା ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଏୟାର ମାର୍ଶଲ ବିବେକ ଚୌଧୁରୀ | ସୂଚନାଯୋଗ୍ୟଯେ ଭାରତୀୟ ବାୟୁସେନାର ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ (ଡବ୍ଲୁଏସି)…
କରୋନା ଭାରତ : ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ଉପରେ, ମୃତ୍ୟୁ କାଲିଠୁ ଅଧିକ
ନୂଆଦିଲ୍ଲୀ (ଏଜେନ୍ସି) : ଆଜି ସାରା ଦେଶରେ ଚିହ୍ନଟ ହୋଇଛନ୍ତି ୪୮,୯୧୬ ଜଣ କରୋନା ଆକ୍ରାନ୍ତ | ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୮,୯୧୬ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୭୫୭ ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା…
ଅମାନିଆ କରୋନା : ଆଜି ବି ଆକ୍ରାନ୍ତଙ୍କ ସଂଖ୍ୟା ପାଖପାପାଖି ୫୦ ହଜାର
ନୂଆଦିଲ୍ଲୀ (ଏଜେନ୍ସି) : କାଲି ନିଦ ହଜାଇଦେଇଥିଲା ଆଉ ଆଜି ତାଠୁ ବଳକା ସ୍ଥିତି | ନୟାନ୍ତ କରିବା ସ୍ଥିତିକୁ ନେଉଛି କରୋନା | ଗତକାଲିର ରେକର୍ଡ ଭାଙ୍ଗିଛି ମାରାତ୍ମକ ଭୁତାଣୁ ଆକ୍ରାନ୍ତ ସଂଖ୍ୟାରେ | ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଉଦବେଗଜନକ ଭାବେ ପାଖାପାଖି 50 ହଜାର |
…