Browsing Category

ଜାତୀୟ/ଆନ୍ତର୍ଜାତୀୟ

ଜାମ୍ମୁ ଓ କାଶ୍ମୀରର ନୂତନ ଉପରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଲେ ବୈଜୟନ୍ତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଜାମ୍ମୁ ଓ କାଶ୍ମୀରର ନୂତନ ଉପରାଜ୍ୟପାଳ ମନୋଜ ସିହ୍ନାଜୀଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ମନୋଜଜୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ସେ ନମ୍ର କିନ୍ତୁ ଅତ୍ୟନ୍ତ ବୁଦ୍ଧିମାନ,…

ବିଳମ୍ବିତ ରାତିରେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଗିରିଶ ମୁର୍ମୁ, ହେବେ ଦେଶର ସିଏଜି 

ବରିଷ୍ଠ ବିଜେପିନେତା ମନୋଜ ସିହ୍ନା ହେଲେ କାଶ୍ମୀର ଉପରାଜ୍ୟପାଳ  ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଜାମ୍ମୁ-କାଶ୍ମୀରର  ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିବା ସହ ବରିଷ୍ଠ ବିଜେପି ନେତା ମନୋଜ ସିହ୍ନାଙ୍କୁ  ରାଷ୍ଟ୍ରପତି ରାମ ନାଥ କୋବିନ୍ଦ…

ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ 

ପୁନେ :  କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ସିଏମ ଶିବାଜିରାଓ ପାଟିଲ ନୀଲାଙ୍ଗେକରଙ୍କ ପୁଣେରେ ଦେହାନ୍ତ ହୋଇଛି | ତାଙ୍କୁ ୮୯ ବର୍ଷ ହୋଇଥିଲା |  କଂଗ୍ରେସ ନେତା ଶ୍ରୀ ନୀଲାଙ୍ଗେକର ଜୁନ୍ 1985 ରୁ ମାର୍ଚ୍ଚ 1986 ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ…

ଗୋଟିଏ ଦସ୍ତଖତରେ ଟ୍ରମ୍ପ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ଦେଲେ ଝଟକା !

 ୱାସିଂଟନ : "Today, I am signing an executive order to ensure that the Federal government lives by a very simple rule: Hire American. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ କାର୍ଯ୍ୟନିର୍ବାହୀ ଆଦେଶ ବା ଗୋଟିଏ ଦସ୍ତଖତରେ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ…

ସାନି ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ

 COVID-19 ପରିସ୍ଥିତି ମଧ୍ୟରେ ଭାରତରେ ପହଞ୍ଚୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ କେନ୍ଦ୍ର ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର | କେନ୍ଦ୍ର କହିଛି ଯେ ସଂପୃକ୍ତ ରାଜ୍ୟରେ ଯାତ୍ରୀଙ୍କ ଆସିବା ପରେ ସେମାନଙ୍କ ଆକଳନ ଅନୁଯାୟୀ କ୍ଵାରେଣ୍ଟାଇନ ଏବଂ ଆଇସୋଲେସନ ସମ୍ବନ୍ଧରେ…

 ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଟପିଲା ୧୭ ଲକ୍ଷ, ମୃତ୍ୟୁ ଟପିଲା ୩୭ହଜାର 

୨୪ ଘଣ୍ଟା ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୪  ହଜାରରୁ ଅଧିକ  କମିଛି ଆକ୍ରାନ୍ତଙ୍କ ସଂଖ୍ୟା, ବଢିଛି ମୃତ୍ୟୁସଂଖ୍ୟା  ନମୁନା ପରୀକ୍ଷା କମିଛି, ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି  ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୪,୭୩୬  କୋଭିଡ ପଜିଟିଭ କେଶ…

ନେପାଳର ବି  ବହପ, ଭାରତକୁ ପଠାଇଵ ବିବାଦୀୟ ମ୍ୟାପ 

କାଠମାଣ୍ଡୁ(ଏଜେନ୍ସି) : ମଉକା ଦେଖି ଆଖି ଦେଖାଉଥିବା ନେପାଳ ଏବେ ବହପ ଦେଖାଇବାରେ ଆଉ ପାଦେ ଆଗକୁ ପକାଇଛି | ଭାରତର ପରାମର୍ଶକୁ "ଫୁ" କରି ବିବାଦୀୟ ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନିଅଂଚଳ ନେପାଳର ବୋଲି ଦାବି କରିବା ସହ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଏବେ ଆଉ ଗୋଟେ ପାଦ ଆକୁ…

“ବିଜେପି କଲେ ଠିକ, କଂଗ୍ରେସ କଲେ ଭୁଲ”  

ଜୟପୁର(ଏଜେନ୍ସି) ରାଜସ୍ଥାନ ରାଜନୀତି ଅନିଶ୍ଚିତତା ଭିତରେ ଗତି କରିଥିବା ବେଳେ ବିଏସପିର ୬ ବିଧାୟକଙ୍କ କଂଗ୍ରେସରେ ବିଲୟକୁ ନେଇ ଟାଣ ଓଟରା ଚାଲିଛି | ଏହାକୁ ବିଜେପି ବେଆଇନ ବୋଲି କରୁଥିବା ବେଳେ ତା ଜବାବ ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ | ସେ କହିଛନ୍ତି "  ବିଜେପି…

ସାଢେ ୮ ଟଙ୍କା କମିଲା ଡିଜେଲ ଦର

ଡିଜେଲ ଉପରେ ଦିଲ୍ଲୀ ସରକାର କମାଇଲେ ଭାଟ ନୂଆଦିଲ୍ଲୀ: ଦିଲ୍ଲୀ କେଜ୍ରିୱାଲ ସରକାରଙ୍କ କ୍ୟାବିନେଟ୍ ଡିଜେଲ ଉପରେ ଭାଟ୍ ୩୦% ରୁ ୧୬.୭୫% କୁ ହ୍ରାସ କରିଛନ୍ତି | ଫଳରେ ଡିଜେଲ ମୂଲ୍ୟ ଲିଟର ପିଛା   82 ଟଙ୍କା ବଦଳରେ ୭୩.୬୪ ଟଙ୍କାକୁ କମିଛି | ଅର୍ଥାତ ଡିଜେଲ ଦର ଲିଟର ପିଛା 8.36 ଟଙ୍କା…