Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳଦାସଙ୍କୁ କରୋନା: ମେଦାନ୍ତରେ ଭର୍ତ୍ତି
ମଥୁରା (ଏଜେନ୍ସି) ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ତଥା ଶ୍ରୀକୃଷ୍ଣ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅସୁସ୍ଥ ହୋଇପଡ଼ିଛନ୍ତି । କରୋନା ଆଣ୍ଟିଜେନ୍ ପରୀକ୍ଷାରେ ପଜିଟିଭ୍ ଆସିବା ପରେ ତାଙ୍କୁ ମଥୁରାରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ…
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜୀବିତ ଅଛନ୍ତି
"ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରସାରଣ କରାଯାଉଛି।"
ନୂଆଦିଲ୍ଲୀ (ଶାସକ ପ୍ରଶାସକ): ସାମାଜିକ ଗଣମାଧ୍ୟମରେ ପ୍ରସାରିତ ସୂଚନାକୁ ଖଣ୍ଡନ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଜୀବିତ ଥିବା ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ସ୍ପଷ୍ଟ କରିଛନ୍ତି ।
ଶ୍ରୀ ମୁଖାର୍ଜୀ କିଛି…
ନକଲି ପାସପୋର୍ଟ , ୪୦ ଏକାଉଣ୍ଟ ,୩୦୦ କୋଟିର ହାୱାଲା
ନୂଆଦିଲ୍ଲୀ (ଏଜେନ୍ସି ) : ନକଲି ଭାରତୀୟ ପାସପୋର୍ଟ ଆଉ ୪୦ଟି ବ୍ୟାଙ୍କ ଏକାଉଣ୍ଟରେ କରିଥିଲେ ୩୦୦ କୋଟିର ହାୱାଲା କାରବର | ଏପରି ଜଣେ କରିତକର୍ମା ଚାଇନିଜ ନାଗରିକଙ୍କୁ ଧରିଛି ଆଇଟି ବିଭାଗ | ଆଉ ଚଢ଼ାଉ କରିଛି ୨୧ରୁ ଉର୍ଧ୍ଵ ସ୍ଥାନରେ |
ଆୟକର ବିଭାଗ ମଙ୍ଗଳବାର ଦିନ ଭାରତରେ ହାୱାଲା…
ଚବିଶି ଘଂଟାରେ ୬୦,୯୬୩ ଆକ୍ରାନ୍ତ, ୮୩୪ ମୃତ
ଗତକାଲି ଦେଶରେ ମୋଟ ୭,୩୩,୪୪୯ ନମୁନା ପରୀକ୍ଷା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୦,୯୬୩ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୮୩୪ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୩,୨୯,୬୩୯ ହୋଇଥିବା ବେଳେ ସକ୍ରିୟ ଅଛନ୍ତି …
ହିଂସାକାଣ୍ଡର ପ୍ରଚ୍ଛଦପଟ୍ଟ ଖଳନାୟକ ନବୀନ ଶେଷରେ ପୋଲିସ ଖାପଚରେ
ବେଙ୍ଗାଲୁରୁ : ଶେଷରେ ଗିରଫ ହୋଇଛନ୍ତି ବିବାଦୀୟ ସୋସିଆଲ ମିଡ଼ିଆ ପୋଷ୍ଟ କରି ବେଙ୍ଗାଲୁରୁରେ ହିଂସାକାଣ୍ଡର କାରଣ ପାଲଟିଥିବା ନବୀନ | ନବୀନଙ୍କ ଏକ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଗତକାଲି ରାତିରେ ବେଙ୍ଗାଲୁରୁରେ ଘଟିଥିଲା ହିଂସା |ସୋସିଆଲ ମିଡିଆରେ ଅପମାନଜନକ ପୋଷ୍ଟ ସେୟାର…
ପୁଲୱାମାରେ ଏନକାଉଣ୍ଟର : ଜଣେ ଯବାନ ସହିଦ , ଜଣେ ଆତଙ୍କବାଦୀ ନିହତ
କାଶ୍ମୀର (ଏଜେନ୍ସି) : ପୁଲୱାମାରେ ଚାଲିଛି ଏନକାଉଣ୍ଟର ସେନା-ପୋଲିସ ଆଉ ଆତଙ୍କବାଦୀଂକ ଭିତରେ | ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବା କାଶ୍ମୀର ଜୋନ୍ ପୋଲିସ୍ ପକ୍ଷରୁ କୁହାଯାଇଥିବା ବେଳେ ଏହି ଏନ୍କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ଚିନାର କର୍ପସ, ଭାରତୀୟ ସେନା ପକ୍ଷରୁ ସୂଚନା…
କରୋନାରେ ଆଖି ବୁଜିଲେ ପ୍ରଖ୍ୟାତ ସାୟର ରାହତ ଇନ୍ଦୋରୀ
ୟେ ଦୁନିୟା ଛୋଡନା ମଂଜୁର , ୱତନ କୋ ଛୋଡ କର ଜାନେ କା ନହିଁ
ଇନ୍ଦୋର(ଏଜେନ୍ସି)
अब ना मैं हूँ, ना बाकी हैं ज़माने मेरे,
फिर भी मशहूर हैं शहरों में फ़साने मेरे,
ज़िन्दगी है तो नए ज़ख्म भी लग जाएंगे,
अब भी बाकी हैं कई दोस्त पुराने मेरे।…
ଅଗଷ୍ଟ ୧୫ରେ ସୃଷ୍ଟି ହେବ ଇତିହାସ,ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଉଡ଼ିବ ତ୍ରିରଙ୍ଗା
ନ୍ୟୁୟର୍କ(ଏଜେନ୍ସି ) : ଆମେରିକାର ନ୍ୟୁୟର୍କ ସହରର ଆଇକନିକ୍ ଟାଇମ୍ସ ସ୍କୋୟାରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଗଷ୍ଟ ୧୫ (ସ୍ୱାଧୀନତା ଦିବସ ୨୦୨୦ ) ରେ ଭାରତୀୟ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯିବ। ଆମେରିକାରେ ରହୁଥିବା ଭାରତୀୟଙ୍କ ସଂଗଠନ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆସୋସିଏସନ୍…
ଏ ଦଣ୍ଡରୁ ବଳେଇଗଲା ସେ ଦଣ୍ଡ | : କୋଭିଡ କେୟାର ସେଣ୍ଟରରେ ନିଆଁ , ୭ ମୃତ ୧୦ ଆହତ
ଏ ଦଣ୍ଡରୁ ବଳେଇଗଲା ସେ ଦଣ୍ଡ | କୋଭିଡରୁ ମୁକ୍ତି ପାଇଁ ଆସିଥଲେ | ହେଲେ ନିଆଁରେ ଜୀବନ ବିପନ୍ନ | ସୋମବାର (ଅଗଷ୍ଟ ୯ ) ସକାଳେ ଆନ୍ଧ୍ରପ୍ରଦେଶର ବିଜୟୱାଡାର ହୋଟେଲ କମ COVID-19 କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି | ଏହି ଅଗ୍ନିକାଂଡରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୧୦ ଜଣ…
ସମୁଦ୍ର ତଳେ ବିଛାଯାଇଛି କେବୁଲ : ଆରମ୍ଭ ହେବ ଆଣ୍ଡାମାନ-ନିକୋବର ସହ ସମୁଦ୍ର ତଳ କେବ୍ଲ ସଂଯୋଗ ବ୍ୟବସ୍ଥା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର କରିବେ ଉଦ୍ଘାଟନ
• ସମୁଦ୍ର ଭିତରେ ଚେନ୍ନଇରୁ ପୋଟବ୍ଲେୟାର ଏବଂ 7ଟି ଦ୍ୱୀପକୁ ବିଛାଯାଇଛି 2300 କିଲୋମିଟର ଲମ୍ବ କେବ୍ଲ
• ଏହାଦ୍ୱାରା ଆଣ୍ଡାମାନ-ନିକୋବର ସହିତ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ସୁବିଧା ମିଳିବ
ନୂଆଦିଲ୍ଲୀ (ଶାସକ…