Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାଆଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ଭାରତ ସରକାରଙ୍କର କ୍ରୀଡ଼ା ମନ୍ତ୍ରାଳୟ ତରଫରୁ ମେରା ୟୁବା ଭାରତ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଗ୍ରାମ ପଂଚାୟତର ଅଭିମନ୍ୟୁ ନଗରରେ ମାଆଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ସ୍ଥାନୀୟ ବିବେକାନନ୍ଦ ଯୁବକ ସଂଘର…
ନୟାଗଡ଼ରେ ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼(ବିଶ୍ୱଜିତନାୟକ):- ଆଜି ଦିନ 10 ଘଟିକା ସମୟରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ବୈଠକ ବ୍ରଜେନ୍ଦ୍ର ଉଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଲୋଷ୍ଟାର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାମନ୍ତରାୟ ସଭାପତିତ୍ବ କରିଥିଲେ । ନୟାଗଡ଼ ଜିଲ୍ଲା…
ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ପ୍ରତାପ କୁମାର ପରିଡ଼ା
ନୟାଗଡ଼(ବିଶ୍ୱଜିତ ନାୟକ):- ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ ସମାରୋହ ଉତ୍ସବ ଆଜି ପୁରୀ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼…
୧୫ବର୍ଷ ପରେ ଅନିତାଙ୍କୁ ନ୍ୟାୟ ମିଳିଲା
ଜଗତସିଂହପୁର,ତା-୨୭.୦୭.୨୦୨୫/ସୁମନ୍ତ କୁମାର ଦାସ: ୨୦୧୦ ମସିହାରେ ତିର୍ତ୍ତୋଲ ବ୍ଲକ୍ ଗୋପାଳପୁର ଗ୍ରାମ ପଞ୍ଚାୟତ ପ୍ଲଟିଙ୍ଗ ଗ୍ରାମ ଅଧିନ ୪ନଂ ୱାର୍ଡରେ ଅଙ୍ଗନବାଡିକେନ୍ଦ୍ର ପୂଟିଙ୍ଗ -୨ ଖୋଲାଯାଇଥିଲା । ଆବେଦନକାରୀଙ୍କ ମଧ୍ୟରେ ଅଞ୍ଜନା ସ୍ବାଇଁ ଏବଂ ଅନିତା ପରିଡା ସମେତ ଅନେକ ଆବେଦନକାରୀ…
ସୁନ୍ଦରଗଡ଼ର ନୂତନ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଯୋଗଦାନ।
ସୁନ୍ଦରଗଡ଼, (ବସନ୍ତ କୁମାର ଜେନା/ହୋରଚାନ୍ଦ ଦେଉରିଆ): ସୁନ୍ଦରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ଡ଼ା ଶୁଭଙ୍କର ମହାପାତ୍ର ଯୋଗଦାନ କରିଛନ୍ତି। ଏହି ଅବସରରେ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଡ଼ା ମହାପାତ୍ର…
ଉତ୍କଳ ସମ୍ମିଳନୀ ର କର୍ମକର୍ତ୍ତା ନିର୍ବାଚନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବସନ୍ତ ବିହାର ଠାରେ ଉତ୍କଳ ସମ୍ମିଳନୀ ର ଏକ ପ୍ରସ୍ତୁତି ବୈଠକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନବ ନିର୍ବାଚିତ ଏହି କମିଟିରେ ଉପଦେଷ୍ଟା ଭାବେ ପୂର୍ଣ୍ଣଚନ୍ଦ୍ର…
ନୂତନ ନିୟମ ଯୋଗୁ ଚାଷୀଙ୍କ ଭିତରେ ହତାଶା : ପଞ୍ଜୀକରଣ ମନ୍ଥର
ନୂତନ ନିୟମ ଦ୍ବାରା ଚାଷଜମିରେ କାମ କରୁଥିବା ପ୍ରକୃତ ଚାଷୀ ବଞ୍ଚିତ ହେବା ସହିତ ସେମାନଙ୍କ କଷ୍ଟପାର୍ଜିତ ଧାନକୁ ବେପାରୀ ହାତରେ ବିକ୍ରି କରିବା ପାଇଁ ବାଧ୍ୟ ହେବେ !
ବିଜେପୁର :-ଆଗାମୀ ଖରିଫ ଧାନ ବିକ୍ରି କରିବା ପାଇଁ ଚାଷୀ ଜମିର ପରିମାଣ ଓ ନିଜର ନାମ ପଞ୍ଜୀକରଣ ଲାଗି ସରକାର ଗତ ଜୁଲାଇ…
ବିଜେପିରେ ଯୋଗ ଦେଲେ ଚାନ୍ଦବାଲୀ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ନାନ୍ଦପୁର ବ୍ଲକର ନିର୍ବାଚିତ ଜନପ୍ରତିନିଧି
ବିଜେଡି ସମର୍ଥିତ ସରପଂଚଙ୍କ ସମେତ ଅନେକ ବିଜେଡି କର୍ମୀଙ୍କ ବିଜେପିରେ ଯୋଗଦାନ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ବରିଷ୍ଠ ନେତୃବୃନ୍ଦ ସ୍ଥାନୀୟ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବା ସହିତ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବ ରାଜ୍ୟ…
ରାଜପୁତ କ୍ଷତ୍ରିୟ ସମାଜ ପକ୍ଷରୁ ବୃକ୍ଷରୋପଣ
ସୁନ୍ଦରଗଡ଼ /ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ରାଜପୁତ କ୍ଷତ୍ରିୟ ସମାଜ ପକ୍ଷରୁ ରାଣୀ ବଗିଚା ବାଇପାସ ସ୍ଥିତ ସମାଜ ଗୃହ ପରିସରରେ ସଭାପତି ରାଜୁ ଠାକୁରଙ୍କ ତତ୍ତ୍ଵାବଧାନରେ ବୃକ୍ଷରୋପଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅନିଲ ସିଂ,ପ୍ରଣବ ସିଂ,ସ୍ଵାଧୀନ ରାୟ,ଦେବେନ୍ଦ୍ର ଭିତ୍ରିଆ ,ଦୀପକ ସିଂ,…
ନୂତନ ଗଜପତି ଜିଲ୍ଲାପାଳ ଭାବେ ମଧୁମିତାଙ୍କ ଯୋଗଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀମତୀ ମଧୁମିତା , ଭା.ପ୍ର.ସେ. ଆଜି ଯୋଗଦାନ କରିଛନ୍ତି । ପୁର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଭା.ପ୍ର.ସେ.ଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ…