Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲାର ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ, ସୁବର୍ଣ୍ଣପୁର, ଅଞ୍ଜଳିନା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି କମିଟି ବୈଠକରେ…
କଲ୍ୟାଣ ମଣ୍ଡପ ଗୃହ ଭିତ୍ତିପ୍ରସ୍ତର
ବିଜେପୁର :-ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ କଲେଜ ଛକ ନିକଟସ୍ଥ ସୋହେଲା ରାସ୍ତା କଡ଼ରେ ୩୦୦ କ୍ଷମତା ବିଶିଷ୍ଟ କଲ୍ୟାଣ ମଣ୍ଡପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କ କରକମଳରେ ସ୍ଥାପିତ ହୋଇଯାଇଛି।…
ଜିଆଇ ଟ୍ୟାଗ୍ ଅପେକ୍ଷାରେ ବେଲଗୁଣ୍ଠାର ପିତ୍ତଳ ମାଛ;ସରକାରୀ ପ୍ରୋତ୍ସାହନ ଅଭାବରୁ ଧିମେଇଛି ଶିଳ୍ପ ; ମୁହଁ ଫେରାଉଛନ୍ତି…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦୀର୍ଘ ତିନି ଶହ ବର୍ଷ ଧରି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠାରେ ତିଆରି ହେଉଛି ବିଶ୍ୱ ପ୍ରସିଦ୍ଧ ପିତଳ ମାଛ I ନିର୍ଜୀବ ପିତଳ ଚଦରରୁ ପ୍ରସ୍ତୁତ ପିତଳ ମାଛ ଜୀବନ୍ତ ମାଛ ଭଳି ପ୍ରତୀୟମାନ ହୋଇ ସାରା ବିଶ୍ୱ ବାସୀଙ୍କୁ ଚକିତ କରିଛି I ମହାମହିମ ରାଜ୍ୟପାଳଙ୍କ ଠାରୁ…
ବାରାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା
ବାସୁଦେବପୁର - ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାରାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ମଙ୍ଗଳ ବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଭାଗ ନେଇ ଥିଲେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଓ ସର୍ବ ମୋଟ ୧୨୦ ଟି ପ୍ରକଳ୍ପ ସ୍ଥାନ ପାଇ ଥିଲା। ଆୟୋଜିତ…
ପାଇକମାଲ ହାଇସ୍କୁଲ ରେ ଅଭିଭାବକ ବୈଠକ ଅନୁଷ୍ଠିତ।
ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ଦ୍ୱିତୀୟ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ କର୍ମୁ ବିଶ୍ଵାଳ, ସୁରଥ କୁମାର ସାହୁ ଓ ଡୋଳାମଣି ମାହାର ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ବୈଠକରେ ୧୦୫ ଜଣ…
ସ୍ଵତନ୍ତ୍ର ବିଦ୍ୟାଳୟ ଆଶା କିରଣ କୁ ପରି ଦର୍ଶନ କଲେ ଜିଲ୍ଲାପାଳ
ନବରଙ୍ଗପୁର, 30/07/2025,ଅଶୋଳ ସାହୁ, ଶାସକ ପ୍ରଶାସକ,ଆଶା କିରଣ ସ୍ଵତନ୍ତ୍ର ବିଦ୍ୟାଳୟକୁ ଅଚାନକ ନବରଙ୍ଗପୁର ଜିଲ୍ଲାପାଳ ପରି ଦର୍ଶନ କରିଥିଲେ। ପ୍ରକାଶ ଥାଉ କି ନବରଙ୍ଗପୁର ଜିଲ୍ଲାରେ ଏହି କିଛି ଦିନ ପୂର୍ବେ ନୂତନ କରି ଜିଲ୍ଲାପାଳ ଭାବରେ ଡଃ ମହେଶ୍ୱର ସ୍ୱାଇଁ, ଆଇ.ଏ.ଏସ ଯୋଗ ଦେଇଛନ୍ତି।…
୭୯ତମ ଉପଖଣ୍ଡ ସ୍ତରୀୟ ସ୍ଵାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଜୟପୁର:୩୦.୦୭.୨୦୨୫–ଅଶୋକ ସାହୁ, ଶାସକ ପ୍ରଶାସକ,୭୯ତମ ସ୍ଵାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆକବରମ୍ ସସ୍ୟା ରେଡ୍ଡୀ, ଉପଜିଲ୍ଲାପାଳ, ଜୟପୁରଙ୍କ ଅଧ୍ୟକ୍ଷତାରେ ଜୟପୁର ପୌରପରିଷଦର ପାରିଷାଦିକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସ୍ଵାଧିନତା ଦିବସ ଆଡମ୍ବରରେ…
ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଗଜପତି ଜିଲ୍ଲା ରାଜ୍ୟସ୍ତରୀୟରେ ସମ୍ମାନ ପାଇଲା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ବର ସ୍ଥିତ ଲୋକ ସେବା ଭବନ ଠାରେ ଆୟୋଜିତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଓ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମର ପର୍ଯ୍ୟାଲୋଚନା କରିବା ପରେ ଉତ୍କୃଷ୍ଟ ଫଳାଫଳ ପାଇଥିବା ଜିଲ୍ଲା ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ…
ପଦ୍ମପୁର ରଜାପଡା ଶ୍ମଶାନ ଘାଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପଦ୍ମପୁର:- ପଦ୍ମପୁର ରଜପଡା ପାଖରେ ନୂତନ ଭାବରେ ନିର୍ମିତ ହୋଇଥିବା ଶ୍ମଶାନ ଘାଟ ରେ ବରିଷ୍ଠ ନାଗରିକ ସଂଘ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର ମିଳିତ ସହଯୋଗ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ସଂଘ ର ସଭାପତି ଶ୍ରୀଯୁକ୍ତ…
ବାଇକ୍ ସହ ଗଞ୍ଜେଇ ଜବତ : ୨ ଗିରଫ୍
ପଦ୍ମପୁର :- ପାଇକମାଲ ଥାନା ଅନ୍ତର୍ଗତ ଖଣ୍ଡିଝରନ ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ ଗୋଟିଏ ବାଇକ୍ (ହୀରୋ ଗ୍ଲାମର ନମ୍ବର ଓ ଡି ୧୭ ଏମ୍ ୦୦୮୯) କୁ ଜବତ କରିଛି ପାଇକମାଲ ପୋଲିସ। ଅଭିଯୁକ୍ତ ମାନେ ବଲାଙ୍ଗିର ଜିଲ୍ଲା କୁଟେନପାଲି ର…