Browsing Category

ରାଜ୍ୟ

ଡକ୍ଟର ବି କେ ମିଶ୍ର ଇମ୍ଫା ର ଅଣ-କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ

ଭୁବନେଶ୍ୱର, ୩୧ ଜୁଲାଇ, ୨୦୨୫: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା), ଦେଶର ପ୍ରମୁଖ ଫେରୋ ଆଲୟଜ୍ ଉତ୍ପାଦକ ଡକ୍ଟର ବି କେ ମିଶ୍ରଙ୍କୁ କମ୍ପାନୀର ଅଣ-କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି। ଡକ୍ଟର ବି କେ ମିଶ୍ର ଏନ ଆଇ ଟି ରାଉରକେଲା ର ଜଣେ…

ସମ୍ବଲପୁରୀ ଦିନ

ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସମ୍ବଲପୁରୀ ଭାଷା ର ଜନକ କବି ସ୍ବର୍ଗତ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଦିବସ କୁ ସ୍ମୃତି ଚାରଣ କରିବା ପାଇଁ ୨୦୧୦ ମସିହା ରୁ ପ୍ରତି ବର୍ଷ ଅଗଷ୍ଟ ୧ ତାରିଖ କୁ ସମ୍ବଲପୁରୀ ଦିନ ରୂପରେ ପାଳନ କରାଯାଉଛି l ସ୍ବର୍ଗତ ବହିଦାର ଙ୍କ ଜନ୍ମ ୧୯୧୩ ମସିହାରେ ସୋନପୁର…

ପୁରୀରୁ ସଂସ୍କୃତ ବଞ୍ଚାଅ ଅଭିଯାନର ପଦଧ୍ୱନୀ

ପୁରୀ, ୩୧/୭: ସଂସ୍କୃତ ଆମ ଆଦ୍ୟ ଭାଷା । ଆଜିର ଆଧୁନିକ ଦୁନିଆରେ ସଂସ୍କୃତ ଭାଷା ଧିରେ ଧିରେ ଲୋପ ପାଇବାରେ ଲାଗିଛି । ଏ ନେଇ ଗୁରୁବାର ଅପରାହ୍ନ ୩ଟାରେ ପୁରୀରୁ ସଂସ୍କୃତ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏକ ପଦଯାତ୍ରାର ଆରମ୍ଭ କରାଯାଇଛି । ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ନିଖିଳ ଓଡ଼ିଶା…

ଜିଲ୍ଲା ପ୍ରଶାସନ ଓ ଗ୍ରାମ ତରଙ୍ଗ ମଧ୍ୟରେ ନିଯୁକ୍ତି ଭିତ୍ତିକ ଚୁକ୍ତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ , ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ ଓ ଗ୍ରାମ ତରଙ୍ଗ ମଧ୍ୟରେ ନିଯୁକ୍ତି ଭିତ୍ତିକ ତାଲିମ୍ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଅଛି। ଏଥିରେ ଜିଲ୍ଲା ତଥା ରାଜ୍ୟର ୧୮୦ ଜଣ 10th / +2/ITI / Diploma ପାସ୍ ହୋଇଥିବା…

ଅଧ୍ୟକ୍ଷଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା:

ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ବରଗଡ ଜିଲ୍ଲା ଅତାବିରା ବ୍ଳକ ସ୍ଥିତ ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଭୋଇଙ୍କ ଚାକିରି ଜୀବନ କାର୍ଯ୍ୟକାଳ ସମାପ୍ତ ହେତୁ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା ।ମହାବିଦ୍ୟାଳୟ ପ୍ରଫେସର ଅଶୋକ କୁମାର ମହାନ୍ତିଙ୍କ…

ସୁବର୍ଣ୍ଣପୁର ଜିଲ୍ଲାର ୭୯ତମ ସ୍ବାଧିନତା ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ସୁବର୍ଣ୍ଣପୁର, ଶାସକ ପ୍ରଶାସକ( ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାସ୍ତରୀୟ ୭୯ତମ ସ୍ବାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ.ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି…

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ମହାବିଦ୍ୟାଳୟ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଅଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ସରୋଜ କୁମାର ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ ମହାବିଦ୍ୟାଳୟ ର ବରିଷ୍ଠ ଗ୍ରନ୍ଥାଗାରୀକ ଦୁର୍ବାଦଳ…

ଉପ-ଜିଲ୍ଲାପାଳ ଙ୍କୁ ନୂତନ ଧାନ ବିକ୍ରି ପଞ୍ଜିକରଣ ପ୍ରସଙ୍ଗରେ ଦାବିପତ୍ର

ବିଜେପୁର :-ରାଜବୋଡାସମ୍ବର କୃଷକ ସଂଗଠନ ପ୍ରତିନିଧି ମଣ୍ଡଳୀ ଏବଂ ଉପ-ଜିଲ୍ଲାପାଳ ସହିତ ଏକ ଘଣ୍ଟା ଧରି ନୂତନ ଧାନ ବିକ୍ରି ପଞ୍ଜିକରଣ ପ୍ରସଙ୍ଗରେ ଆଲୋଚନା ହୋଇଅଛି। ସଂଗଠନ ତରଫରୁ ଏହି ନୂତନ ପଞ୍ଜିକରଣ ବ୍ୟବସ୍ଥା ରେ ଅନେକ ତ୍ରୁଟି ବା ଅସମ୍ଭବ ଆବଶ୍ୟକ କାଗଜପତ୍ର ଦରକାର ପଡୁଥିବା ଅଭିଯୋଗ…

ଶିକ୍ଷକ ଅଭାବ ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଏସ ଏମ ସି

ଓଡ଼ଗାଁ,୩୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବିନାୟକପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୮୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷକଙ୍କ ଦ୍ବାରା ଶିକ୍ଷାଦାନ କରାଯାଇଥାଏ । ବାଲବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ…

ଓଡ଼ଗାଁ ବ୍ଳକ ୭ ଶିକ୍ଷକ ଏବଂ ଜଣେ ଅଣଶିକ୍ଷକଙ୍କ ଅବସର

ଓଡ଼ଗାଁ,୩୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶିକ୍ଷା ମଣ୍ଡଳରୁ ଗୁରୁବାର ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀଙ୍କ ସହିତ ୭ ଜଣ ଶିକ୍ଷକ ଏବଂ ଜଣେ ଅଣଶିକ୍ଷକ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ତେବେ ଅତିରିକ୍ତ ଏବିଓ କମଳିନୀ ବେହେରା, ସରକାରୀ ଉଚ୍ଚପ୍ରାଥମିକ…