Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସେଣ୍ଟ୍ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍ ଠାରେ ସମ୍ବଲପୁରୀ ଦିବସ ପାଳନ
ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଡୁଙ୍ଗୁରିପାଲିରେ ସେଣ୍ଟ୍ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍ ଠାରେ ବିଶିଷ୍ଟ ସ୍ବାଧୂନତା ସଂଗ୍ରାମୀ ସମ୍ବଲପୁରୀ ଭାଷା ର ଜନକ କବି ସ୍ବର୍ଗତ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଦିବସ କୁ ସ୍ମୃତି ଚାରଣ କରିବା ପାଇଁ ସମ୍ବଲପୁରୀ…
ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ସମ୍ବଲପୁରୀ ଦିନ ପାଳିତ ।
ପଦ୍ମପୁର:- ଆଜି ହେଉଛି ସୋନପୁରର ବରପୁତ୍ର ତଥା କୋଶଲି ଭାଷା ସାହିତ୍ୟ ସଂସ୍କୃତି ର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମଦିନ । ବିଶିଷ୍ଟ କବି, ଲେଖକ ତଥା ଭାଷାବିତ୍ ସମ୍ବଲପୁରୀ ଭାଷାକୁ ପରିଚୟ ଦେଇଥିବା ସେଇ ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମ ଦିନକୁ ଆଜି…
ଶକ୍ତିଶ୍ରୀ : ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତିଅପାଙ୍କୁ ମନୋନୀତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର/୧ ଅଗଷ୍ଟ, ୨୦୨୫: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ “ଶକ୍ତିଶ୍ରୀ କାର୍ଯ୍ୟକ୍ରମ”କୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଗତ ଜୁଲାଇ ୧୮ ତାରିଖରେ…
ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆଙ୍କାକ୍ଷା ହାଟ ଉଦଘାଟନ
ସାମ୍ବାଦିକଙ୍କୁ ଅସମ୍ମାନ, ଅଧାରୁ ଚାଲିଗଲେ
ନୟାଗଡ଼(ବିଶ୍ଵଜିତ ନାୟକ) :- ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିଡୟମ୍ ପ୍ରାଙ୍ଗଣରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣତା ଅଭିଯାନ ସମ୍ନାନ ସମାରୋହ ଓ ଆଙ୍କାକ୍ଷା ହାଟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ…
ରୋଟାରୀ କ୍ଲବ ଅଧିଷ୍ଠାନ ଉତ୍ସବ: ବସିରନ ସଭାପତି, ଅବିନାଶ ସମ୍ପାଦକ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ରୋଟାରୀ କ୍ଲବର ୩୬ ତମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ରୋଟାରିଆନ୍ ସନ୍ତୋଷ କୁମାର ଜେନା ଯୋଗ ଦେଇଥିଲେ।…
ସମ୍ପୂର୍ଣ୍ଣତା ଅଭିୟାନ ସମ୍ମାନ ସମାରୋହ ରାୟଗଡାରେ ଆୟୋଜିତ – ଏକତ୍ର ଉଦ୍ୟମର ସମ୍ମାନ
ରାୟଗଡା, ଅଗଷ୍ଟ :-୧/୦୮-ଜିଲ୍ଲାରେ ତିନି ମାସ ଧରି ଚାଲିଥିବା ସମ୍ପୂର୍ଣ୍ଣତା ଅଭିୟାନର ସଫଳତାରେ ଅଗ୍ରଗାମୀ ଭୂମିକା ନିବାହ କରିଥିବା ଜିଲ୍ଲା ଅଧିକାରୀ, ବ୍ଲକ୍ ଟିମ୍, ଅଗ୍ରଭାଗର କର୍ମଚାରୀ ଓ ବିଭିନ ଦାବିଦାର ମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ବିଶେଷ "ସମ୍ମାନ ସମାରୋହ" ଆୟୋଜିତ…
ଆଦିତ୍ୟ ଆଲୁମିନା ରିଫେନେରୀ ଆନୁକୁଲ୍ୟ ରେ କଂସାରୀଗୁଡା ଠାରେ ଆଶା କିରଣ ପ୍ରକଳ୍ପ ର ଶୁଭ ଉଦଘାଟନ
କାଶୀପୁର ରୁ ବୈକୁଣ୍ଠ ଦୁରିଆ- ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂସାରୀଗୁଡା ଠାରେ ନିର୍ମାଣ ହେବାକୁ ଯାଉଥିବା ଆଦିତ୍ୟ ଆଲୁମିନା ରୀଫେନେରି ପ୍ରକଳ୍ପ ସହାୟତାରେ ପ୍ରକଳ୍ପ ଅଞ୍ଚଳ ର ବିଭିନ୍ନ ଗ୍ରାମରେ ସି ଏସ ଆର ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ହାତକୁ ନେଇ ଅଞ୍ଚଳ ରେ ଶିକ୍ଷା…
ସାମ୍ବାଦିକଙ୍କ ଦ୍ଵାରା ଜନସେବା ଉଦଘାଟିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ଗୁରୁବାର ଦିନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବେଲଗୁଣ୍ଠା ରୋଡ଼ ପେଟ୍ରୋଲ ଟାଙ୍କି ନିକଟ ମୁଖ୍ୟ ସଡ଼କରେ ଏକ ନୂତନ ଜନସେବା କେନ୍ଦ୍ର ଆରମ୍ଭ ହୋଇଛି। ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ର ଵିଧିବଦ୍ଧ ଭାବେ ପୂଜା ଅର୍ଚ୍ଚନା କରି ଜନସେବାକେନ୍ଦ୍ରକୁ ଉଦଘାଟନ…
ଧର୍ମପରାୟଣା ମହିଳାଙ୍କ ପରଲୋକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ଗୌଡ଼ଙ୍କ ଧର୍ମପତ୍ନୀ ରେବତୀ ଗୌଡ଼(୭୦)ଙ୍କ ପରଲୋକ ଘଟିଛି I ରେବତୀ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡ଼ିତ ଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ…
ଗାମୁଛାରେ ଫାଶୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସ୍ଥିତ ଜଗନ୍ନାଥପାଟଣା ସାହି ରେ ଜଣେ ମହିଳା ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି I ଖବର ନେବାରେ ଜଣା ପଡିଛି ଯେ ରାଧିପଲ୍ଲୀ ଗ୍ରାମର ଅରକ୍ଷିତ ସେଠୀଙ୍କ ଝିଅ ଝିଲି ସେଠୀ (୩୪) ସୋରିଷମୁଳି ଗ୍ରାମର ଅଜୟ କୁମାର ସେଠୀ( ୩୬) କୁ…