Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବରଙ୍ଗପୁର ଜିଲ୍ଲାରେ ବୁଲିଲା ବଜ୍ରପାତ ସଚେତନତା ରଥ
ନବରଙ୍ଗପୁର, ୦୪-୦୮-୨୦୨୫ : ଅଶୋକ ସାହୁ, ଶାସକ ପ୍ରଶାସକ ବଜ୍ରପାତରୁ ଜନସାଧାରଣଙ୍କ ସୁରକ୍ଷା ତଥା ଏ ସମ୍ବନ୍ଧୀୟ ସତର୍କତା ଅବଲମ୍ବନ ନିମନ୍ତେ ଆଜି ପୂର୍ବାହ୍ନ ୧୦ ଘଣ୍ଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ବିପର୍ଜୟ ପରିଚାଳନା…
ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଅପରାଧୀଙ୍କୁ କ୍ଲିନଚିଟ୍ ରାଜ୍ୟ ବିଜେପି ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା…
ଦିଲ୍ଲୀ / ଭୁବନେଶ୍ୱର ତା ୩/୮/୨୫ :- ଓଡ଼ିଶାର ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ତିନି ଜଣ ଦୁବୃର୍ତ୍ତ ଅପହରଣ କରି ଜୀବନ୍ତ ପୋଡ଼ିଦେଲେ । ପୁରୀରୁ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ଅଣା ଯାଇଥିଲା ତା ଜୀବନ ବଞ୍ଚାଇବା ପାଇଁ। କିନ୍ତୁ ଗତକାଲି ରାତିରେ ଦିଲ୍ଲୀ …
ରାସ୍ତା କଡ଼ରେ ଥିବା ଚାଳ ଘର ଉପରେ ମାଡ଼ିଗଲା ଆଲୁମିନିୟମ ଟ୍ୟାଙ୍କର ଜଣେ ମୃତ୍ୟୁ,
ରାୟଗଡ଼ା : ରାୟଗଡ଼ା ବ୍ଲକ ଗୁମ୍ମା ଗ୍ରାମପଞ୍ଚାୟତ ଘାଟି ରେ ଦୁର୍ଘଟଣା , ବ୍ରେକ ଫେଲ ଓ ଗୋଟିଏ ଯାତ୍ରୀବାହୀ ବସ କୁ ବଞ୍ଚାଇବାକୁ ଯାଇ ଏହିପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଟ୍ୟାଙ୍କର ନମ୍ବର OD14AB5052 ନାମକ ଟ୍ୟାଙ୍କର ରାସ୍ତା କଡରେ ଥିବା ଗୋଟିଏ ଝୁପୁଡି ଘର ସହିତ ଦୁଇଟି ଦୋକାନ…
200 ଗ୍ରାମ ର ସୁନା ଗହଣା ବେଗ ସହ ସୁନା ବେପାରୀଙ୍କ ଠାରୁ ଅଜଣା ଦୃର୍ବୁତ୍ତ ମାନେ ଝାମ୍ପୀ ଚମ୍ଫଟ ମାରିଲେ
ରାୟଗଡା - ଜେମାଦେଇ ପେଣ୍ଠ ରେଲବାଇ ଷ୍ଟେସନ୍ରେ ଟ୍ରେନ୍ ବୋଗି ଭିତରେ ବସିଥିବା ସୁନା ବେପାରୀ ଙ୍କ ଠାରୁ ୨୦୦ ଗ୍ରାମ୍ ସୁନା ଗହଣା, ଗହଣା ର ଆନୁମାନିକ ମୂଲ୍ୟ 20ଲକ୍ଷ ଟଙ୍କା ହେବ l ପାଞ୍ଚ ଜଣ ଦୁର୍ବୃତ୍ତ ମାନେ ସୁନା ଗହଣା ବେଗ ସହ ଝାଂପି ନେଇ ପଳାଇ ଗଲେ। ଏହିପରି ଅଭାବନୀୟ ଘଟଣା ଘଟିଛି…
ଭଞ୍ଜନଗର ବରିଷ୍ଠ ନାଗରିକ ମାନଙ୍କ ମାସିକ ବୈଠକ ଆଲୋଚନାରେ କ୍ଷୋଭ ପ୍ରକାଶ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଘୁମୁସର ଅଞ୍ଚଳ ବରିଷ୍ଠ ନାଗରିକ ମଞ୍ଚର ଅଗଷ୍ଟ ମାସ ୦୩/୦୮/୨୦୨୫ ରବିବାର ଦିନ ର ବୈଠକ ସ୍ଥାନୀୟ ବନ ବିଭାଗ ବଙ୍ଗଳାରେ ଅନୁଷ୍ଠିତ ହୋଉ ଯାଇଛି । ସ୍ଥାନୀୟ ବିଧାୟକ ମହୋଦୟଙ୍କ ସୁପାରିଶ ରୁ ଏହିବଙ୍ଗଳାରେ ଏହି ବୈଠକ ବସିବା ସମ୍ଭବ ହୋଇ ପାରିଛି,।କିନ୍ତୁ ଏହାର…
ସିର୍ଜିନା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ଦିନ ପାଳିତ।
ପଦ୍ମପୁର-ପଦ୍ମପୁର ଟାଉନ୍ ହଲରେ ସିର୍ଜିନା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ଦିନ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଆନନ୍ଦ ବେହେରାଙ୍କ ସଭାପତିତ୍ଵ ଏହି କାର୍ଯକ୍ରମ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଜିତେନ୍ଦ୍ରୀୟ ନାଥ ଗୁରୁ, ମୁଖ୍ୟ ବକ୍ତା…
ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ।
ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ)- :ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ ସମୟରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ଏହା ଏକ ରେଫର୍ ଡାକ୍ତରଖାନା କହି କ୍ଷୋଭ ପ୍ରକାଶ କରିଛନ୍ତି ୧ ନମ୍ବର ୱାର୍ଡ଼ କାଉନସିଲର ଏସ୍.ଭାସ୍କର ପାତ୍ର । କାଉନସିଲର ଙ୍କ ତରଫରୁ…
ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଜିଲ୍ଲା ଶାଖା ପକ୍ଷରୁ “ସବୁଜାୟନ” କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଜିଲ୍ଲା ଶାଖ ପକ୍ଷରୁ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ (ପଞ୍ଚାୟତ )ରେ "ସବୁଜାୟନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁରାଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀକୃଷ୍ଣ ଚନ୍ଦ୍ର…
ବିଶ୍ବ କଲ୍ୟାଣରେ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ,
ଗଞ୍ଜାମ ଓ ନୟାଗଡ ଜିଲ୍ଲାର ୨୦୮ ବ୍ରାହ୍ମଣଙ୍କ ଯୋଗଦାନ,
ଓଡ଼ଗାଁ,୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଗ୍ରାମରେ ରବିବାର ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ବୈଦିକ ବ୍ରାହ୍ମଣ ମାନଙ୍କୁ ନେଇ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ…
ୠଣ ଖିଲାପ ଅଭିଯୋଗରେ ଘର ନିଲାମ ଘଟଣା,ଗୃହ କର୍ତ୍ତାଙ୍କ ଆମରଣ ଅନସନ ଦ୍ବିତୀୟ ଦିନରେ,
ଓଡ଼ଗାଁ,୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ନିତ୍ୟାନନ୍ଦ ସାହିର ପ୍ରଫୁଲ୍ଲ କୁମାର ସ୍ୱାଇଁ ଋଣ ଖିଲାପ କରିବା ଅଭିଯୋଗରେ ତାଙ୍କ ଘରକୁ ବ୍ୟାଙ୍କ ନିଲାମ କରିବା ପ୍ରତିବାଦରେ ତାଙ୍କର ଆମରଣ ଅନଶନ ଦ୍ୱିତୀୟ ଦିନରେ ଜାରି ରହିଛି । ଖବର ଅନୁସାରେ ଓଡ଼ିଶା ଗ୍ରାମ୍ୟ…