Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚତୁର୍ଥ ଦିନରେ “ମାଳତୀ ଝୁଲଣ ଯାତ୍ରା”
https://youtu.be/4zIB31uUOAM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ଚାଲିଥିବା "ମାଳତୀ ଝୁଲଣ ଯାତ୍ରା" ଆଜି (ଗୁରୁବାର) ହେଉଛି ଚତୁର୍ଥ…
ଅନ୍ତର୍ଜାତୀୟ ସମବାୟ ବର୍ଷପାଳିତ
ଜଗତସିଂହପୁର, ତା ୭/୦୮/୨୫ ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ ସମବାୟ ମନ୍ତ୍ରାଳୟର ପଦକ୍ଷେପ ଓ ବ୍ୟବସାୟର ବିବିଧତା ସମ୍ପର୍କୀୟ ଏକ କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି…
ଅଗଷ୍ଟ 12 ରେ କୃମିନାଶକ ଦିବସ ପାଳନ ନିମନ୍ତେ ଟାସ୍କ ଫୋର୍ସ କମିଟି ବୈଠକ
ଜଗତସିଂହପୁର, ତା ୭/୦୮/୨୫ ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଓସ୍ୱାନ ଭି ସି ହଲରେ ଜାତୀୟ କୃମିନାଶକ ଦିବସ ର ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲାପାଳ ଜେ. ସୋନାଲ ଅଧ୍ୟକ୍ଷତା କରିଥିଲେ। ଅଗଷ୍ଟ 12 ରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ…
ଦେଶୀ ମଦ ସହ ବାଇକ ଜବତ ଜଣେ ଗିରଫ |
ସୁବର୍ଣ୍ଣପୁର,ଶାସକ ପ୍ରସାଶକ(ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଝାରକଦଳିପାଲି ଠାରେ ଦୀର୍ଘ ଦିନ ଧରି ରନ୍ଧା ମଦ କାରବାର ଚାଲି ଆସୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା | ଅଭିଯୋଗ ପରେ ଅବକାରୀ ବିଭାଗ ଚଢ଼ାଉ କରିଛି | ଚଢ଼ାଉ ରେ ସେହି ଗ୍ରାମର ଶତ୍ରୁଘନ ବରିହା…
ଅବହେଳିତ ଅବସ୍ଥାରେ ଭଞ୍ଜନଗର ମତ୍ସ୍ୟ ଜାଆଁଳା ଉତ୍ପାଦନ କେନ୍ଦ୍ର
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ରାଜ୍ୟରେ ମତ୍ସ୍ୟ ଚାଷୀ ସଂଖ୍ୟା ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏହାଦ୍ବାରା ଅନେକ ଚାଷୀ ସରକାରଙ୍କଠାରୁ କୋଟି କୋଟି ଟଙ୍କାର ସବସିଡି ନେଇ ଲାଭବାନ ହେବାସହ ବ୍ୟବସାୟକୁ ଆଗକୁ ନେଉଛନ୍ତି। ଆଉ କିଛି ଚାଷୀ ଏଥିରେ ବିଫଳ…
ଝିଅର ହତ୍ୟା ଅଭିଯୋଗ ଆଣିଲେ ମାଆ ; ସ୍ୱାମୀ ଏବଂ ଦୁଇ ସଉତୁଣୀ କୋର୍ଟଚାଲାଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)-, ନିଜ ଝିଅକୁ ଝିଅର ସ୍ୱାମୀ ଏବଂ ରକ୍ଷିତା ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ମାଆ I ଅଭିଯୋଗ କାରିଣୀ ହେଉଛନ୍ତି ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ଅଙ୍ଗଦ ନାଇକଙ୍କ ସ୍ତ୍ରୀ ଶାନ୍ତି ନାଇକ (୬୦) I ଶାନ୍ତିଙ୍କ ଅଭିଯୋଗ…
ଘରର କାନ୍ଥ ପଡି ଯୁବକ ମୃତ୍ୟୁ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ପଥରଖଣ୍ଡି ଗ୍ରାମରେ ଏକ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି ନିଜ ଘର କାନ୍ଥ ପଡି ଯୁବକ ମୃତ୍ୟୁ। ମିଳିଥିବା ସୂଚନା ଅନୁଯାଇ ଆଜି ସକାଳେ ଆଠ ଟାରେ ସୁବାଷ ଭୋଏ( ୫୫) ନିଜଘର କାନ୍ଥ ପାଖରେ…
ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକ ସମଲେଇଚୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ସହାୟକ ଉପକରଣ ବଣ୍ଟନ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଡାକ୍ତରୀ ଆକଳନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ…
ଡୁଙ୍ଗୁରିପାଲି ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି
ସୁବର୍ଣ୍ଣପୁର, ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ) ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଡୁଙ୍ଗୁରିପାଲି ମିଳିତ ପକ୍ଷରୁ ମାତୃ ଓ ଶିଶୁ ସାସ୍ଥ୍ୟକେନ୍ଦ୍ର ଡୁଙ୍ଗୁରିପାଲିଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି…
କେନ୍ଦୁଝରଠାରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ସ୍କୁଲ ବସ୍ ସେବାର ଶୁଭାରମ୍ଭ
କେନ୍ଦୁଝର, ଅଗଷ୍ଟ ୦୭, ୨୦୨୫: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ ଏସ୍ ଇଣ୍ଡିଆ) ଏହାର ପ୍ରମୁଖ କର୍ପୋରେଟ୍ ସାମାଜିକ ଦାୟିତ୍ଵବୋଧ (ସିଏସ୍ଆର୍) ପଦକ୍ଷେପ 'ପଢେଗା ଭାରତ' ପ୍ରକଳ୍ପ ଅନ୍ତର୍ଗତ ଠାକୁରାଣୀ ଖଣି ଅଞ୍ଚଳ ନିକଟସ୍ଥ ଡାଲକି, ସେଡିଂ ଏବଂ ଠାକୁରାଣୀ ଗ୍ରାମର ୧୦୦ରୁ…