Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୂଜା ବଜାର ଆବଣ୍ଟନ ଓ ବେଆଇନ ହସ୍ତାନ୍ତର ବିରୋଧରେ ପୂଜକ ଓ ସୁଆର ସେବକ ପରିଷଦର ଧାରଣା,
ଖେଚୁଡ଼ି ଭୋଗ ନୀତି ୨ ଘଣ୍ଟା ବିଳମ୍ବ
ଓଡଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ପୁଜକ ଓ ସୁଆର ସେବକ ପରିଷଦ ମଙ୍ଗଳବାର ବିଭିନ୍ନ ପୂର୍ବ ଅଭିଯୋଗର ନିରାକାରଣରେ ବିଳମ୍ବ ହେବାକୁ ନେଇ ହଠାତ୍ ଧାରଣାରେ ବସିଥିଲେ । ଫଳରେ ସକାଳ ୧୦…
ବେଆଇନ ଚୋରା ବାଲି ବୋଝେଇ ୫ ହାଇବା ଓ ଡ୍ରାଇଭର ଅଟକ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ତହସିଲ ଅନ୍ତର୍ଗତ କର୍ଲାପଡା ଫାଣ୍ଡି ନିକଟରେ ହାଇବା (ଟ୍ରକ) କୁ କାବୁ କରୁଛି ଖଣି ବିଭାଗ ଚାନ୍ଦୋତରା ନଦୀରୁ ଦୀର୍ଘ ମାସ ମାସ ଧରି ବଲାଙ୍ଗୀର ଜିଲ୍ଲାର ଜଣେ ଠିକାଦାର ଉକ୍ତ ବାଲିଘାଟ ରୁ ପ୍ରତିଦିନ ଲକ୍ଷ…
ଗ୍ରାମ ପଂଚାୟତ ସ୍ତରୀୟ ପରିପୂର୍ତ୍ତି ସଚେତନତା କର୍ମଶାଳା
ଓଡଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣିପାଟଣା ସଭାଗୃହରେ ଗ୍ରାମ ପଂଚାୟତ ସ୍ତରୀୟ ପରିପୂର୍ତ୍ତି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୟାଗଡ଼ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଲୋହିତ ନନ୍ଦ, ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ…
ସମବାୟ ସମିତି ଆଇନିର ବିରୁଦ୍ଧାଚରଣ,ସମ୍ପାଦକଙ୍କ ବହିସ୍କାର ଦାବି
ଓଡ଼ଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଓଡ଼ଗାଁ ଶାଖା ଅନ୍ତର୍ଗତ ହନୁମନ୍ତିଆ ପ୍ରାଥମିକ କୃଷି ସମବାୟ ସମିତିର ଭାରାପ୍ରାପ୍ତ ସମ୍ପାଦକ ସନ୍ତୋଷ କୁମାର ନାୟକ ସ୍ତ୍ରୀ ରୁନାରାଣୀ ନାୟକ ଏବଂ ନିଜ ଭାଇ ପ୍ରମୋଦ କୁମାର ନାୟକଙ୍କୁ ସମବାୟ ନିର୍ବାଚନ…
ସେପ୍ଟମ୍ବର ୧୧ ତାରିଖ “ଘୁମୁସର ଦିବସ” ପାଳନ ପାଇଁ ପ୍ରସ୍ତୁତି ବୈଠକ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଆଜି ମଧ୍ୟାହ୍ନ ଅର୍ଥାତ୍ ୧୨ ତାରିଖ ମଙ୍ଗଳ ବାର ୨୦୨୫ ମଧ୍ୟାହ୍ନ ସମୟ ରେ ଭଞ୍ଜନଗର ସ୍ଥିତ ରେଡ୍ କ୍ରସ୍ ରୋଡ଼ ଖାଲାସିସାହି ନାୟକ ଭବନ ଠାରେ ଘୁମୁସରବିକାଶ ପରିଷଦ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିବା ଉକ୍ତ ପରିଷଦର ସମ୍ପାଦକ ଠାରୁ ସୁଚନା ମିଳିଛି। ଉକ୍ତ…
ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଜାତୀୟ ପତାକା ତିଆରି କରି ଆମେ ଗର୍ବିତ
https://youtu.be/DaN8ilj7TGg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଆମେ ସାମିଲ ହୋଇ ବେଶ ଖୁସି ଅଛୁ। ତ୍ରିରଙ୍ଗା ପତାକା ସିଲାଇ ଆମେ ଦେଶ ପାଇଁ ଏକନ କର୍ମକାରୀ ହେବାର ସୁଯୋଗ ପାଇଛୁ , ସେଥିପାଇଁ ଆମେ ଗର୍ବିତ , ତେଣୁ ଏଥିପାଇଁ ଆମେ…
ବାଲୁଗାଁ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ
ବାଲୁଗାଁ: (ସେକ କୌସର ):କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ଆଜି ବାଲୁଗାଁ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆଜି ସଂସ୍କୃତ ସପ୍ତାହ ଉଦଯାପିତ ହୋଇଯାଇଛି l ଦେବଭାଷା ସଂସ୍କୃତର ଲୋକପ୍ରିୟତା ପାଇଁ ସବୁ ଅନୁଷ୍ଠାନ କାର୍ଯ୍ୟ କରିବା ଉଚିତ…
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଲେ
ସ୍ୱଚ୍ଛ ରେଳ ପରିସର ପାଇଁ ସାମୂହିକ କାର୍ଯ୍ୟ ପାଇଁ ଆହ୍ୱାନ
ଭୁବନେଶ୍ୱର, ୧୨ ଅଗଷ୍ଟ ୨୦୨୫: ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ପୂର୍ବ ତଟ ରେଳପଥ ମୁଖ୍ୟାଳୟ ପରିସରରେ ସ୍ୱଛତା ଅଭିଯାନର ନେତୃତ୍ୱ ନେଇଥିଲେ, ଯାହା ସ୍ୱଚ୍ଛ ଭାରତ ଅଭିଯାନ ପ୍ରତି ଜୋନର ଦୃଢ଼…
ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ
ରାୟଗଡା : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୧୨.୦୮.୨୦୨୫ ରିଖ ମଙ୍ଗଳବାର ଦିନ ସକାଳ…
ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ ଅଶୋକ କଲ୍ୟାଣ ମଣ୍ଡପ ଠାରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର ଅନୁଷ୍ଠିତ ।
ରାୟଗଡ଼ : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ମିଳିତ ସମନ୍ଵୟରେ ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ ଦିବା ୧୦.୦୦ ଘଟିକା ସମୟରେ ଗାନ୍ଧୀ ପାର୍କ ନିକଟସ୍ଥ ଅଶୋକ କଲ୍ୟାଣ ମଣ୍ଡପ ଠାରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ”…