Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟିପିସିଓଡିଏଲ୍ର ପ୍ରୋଜେକ୍ଟ ଦକ୍ଷ ଓ ଓଡ଼ିଶା ଗ୍ରିନ୍ ଜବ୍ସ ଏକାଡେମୀ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ସଶକ୍ତ…
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଏହାର ଅଭିନବ ସିଏସ୍ଆର୍ ଅଭିଯାନ ପ୍ରୋଜେକ୍ଟ ଦକ୍ଷ ଓ ଓଡ଼ିଶା ଗ୍ରିନ୍ ଜବ୍ସ ଏକାଡେମୀ ଜରିଆରେ ଜୀବନରେ ରୂପାନ୍ତରଣ ଆଣୁଛି। ଏହି କାର୍ଯ୍ୟକ୍ରମ…
ସ୍ଵାଧୀନତା ଦିବସ ପାଳନ ଅବସରରେ ଜେ କେ କାଗଜ କଳ ତରଫରୁ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ
ରାୟଗଡା: ସ୍ଵାଧୀନତା ଦିବସ ପାଳନ ଅବସରରେ ଜେ କେ କାଗଜ କଳ ତରଫରୁ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର 65 ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇ ଥିଲେ। ପ୍ରଥମେ 6 ଟି କ୍ଳଷ୍ଟର ରେ ପ୍ରତିଯୋଗିତା ଏହି ବକ୍ତୃତା ପ୍ରତିଯୋଗିତା…
ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଧରାକୋଟ୍ ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି I ସ୍ଥାନୀୟ ସିଙ୍ଗିପୁର ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ…
ବେଲଗୁଣ୍ଠା କଂଗ୍ରେସ୍ ପକ୍ଷରୁ ବୃହ ଶନିପତି ପୂଜା ଏବଂ ବ୍ଳକ୍ ଓ ଏନ୍ଏସି ସଭାପତି ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା କଂଗ୍ରେସ୍ ପକ୍ଷରୁ ସ୍ଥାନୀୟ ମାଆ ବ୍ରାହ୍ମଣୀ ଦେବୀ ପୀଠରେ ବୃହ ଶନିପତି ପୂଜା ଅନୁଷ୍ଠିତ ହୋଇଛି I ଏହି ଅବସରରେ ସୋରଡା ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା I ବୈଠକରେ ଆଗାମୀ ଦିନରେ କଂଗ୍ରେସ୍ କୁ…
ଭଞ୍ଜନଗର ରେ ପାଳନ ହେଲା “ବିଭାଜନ ବିଭୀଷିକା” ସ୍ମୃତି ଦିବସ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ନାଗରିକଙ୍କ ମଧ୍ୟରେ ଜାତୀୟତା ଭାବ ଏବଂ ଏକତାର ଭାବନା ସୃଷ୍ଟି କରିବା, ଦେଶପ୍ରେମ, ଜାତୀୟ ସଂହତି ଏବଂ ତ୍ରିରଙ୍ଗା ପ୍ରତି ସମ୍ମାନ ଲକ୍ଷ୍ୟ ନେଇ ସାରା ଦେଶ ପାଳୁଛି ହର ଘର ତ୍ରିରଙ୍ଗା ଯାତ୍ରା। ଏହି କ୍ରମରେ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଗାଁ ଠୁ ସହର ସବୁଠି…
ଓଡ଼ଗାଁ କଲେଜରେ ବିଶ୍ୱ ସଂସ୍କୃତ ଦିବସ ପାଳିତ
ଓଡ଼ଗାଁ,୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ସଂସ୍କୃତ ଦିବସ ବିଭାଗୀୟ ମୁଖ୍ୟ ମୋହନ ଚନ୍ଦ୍ର ଦଳେଇଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜ କିଶୋର ସାହୁ…
ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ, ୩ ଠାକୁରଙ୍କର ହେଲା ମହାସ୍ନାନ
ଓଡ଼ଗାଁ,୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପ୍ରସିଦ୍ଧ ବିଷ୍ଣୁ କ୍ଷେତ୍ର ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନେଇ ପ୍ରମାଣ ପାଇବା ପରେ ଗୁରୁବାର ଅପରାହ୍ନରେ ମନ୍ଦିର ସମସ୍ତ ନୀତି ବନ୍ଦ ରହିବା ସହିତ ଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମନ୍ଦିର…
ଜିଲ୍ଲା ଦିଶା କମିଟି ବୈଠକ; ବିଭିନ୍ନ ଯୋଜନାରର ଅଗ୍ରଗତି ଓ ସଫଳତା ଉପରେ ସମୀକ୍ଷା
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)୧୪।୮( ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଗୁରୁବାର ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା (ଦିଶା)କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ…
“ମ୍ୟାଜିକ ଶୋ “ମାଧ୍ୟମରେ ଫସଲ ବୀମା ପାଇଁ ସଚେତନତା
ଜଗତସିଂହପୁର,ତା ୧୪/୦୮/୨୫ ସୁମନ୍ତ କୁମାର ଦାସ: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉପରେ, ଜଗତସିଂହପୁର ଜିଲ୍ଲା ନାଉଗାଁ ବସ୍ ଷ୍ଟାଣ୍ଡ ରେ ଏକ ସଚେତନତା ମ୍ୟାଜିକ ସୋ ଅନୁଷ୍ଠିତ ହୋଇ ଯାଇଛି। ରିଲିଆନ୍ସ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଦ୍ୱାରା ଆୟୋଜିତ ଉତ୍ସବରେ ଓଡିଶା ର ସୁ ପରିଚିତ ଯାଦୁକର…
କଂଗ୍ରେସ ପକ୍ଷରୁ “ଭୋଟ ଚୋର ଗାଦି ଛାଡ଼” ଦାବିରେ ମଶାଲ ଶୋଭାଯାତ୍ରା
ଜଗତସିଂହପୁର,ତା-୧୪.୦୮.୨୦୨୫/ସୁମନ୍ତ କୁମାର ଦାସ: ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଧେଶରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ "ଭୋଟ ଚୋର ଗାଦି ଛାଡ଼" ଦାବିରେ ଗାନ୍ଧୀ ଛକ…