Browsing Category

ରାଜ୍ୟ

ଜିଲ୍ଲାସ୍ତରୀୟ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ରବି ୨୦୨୫-୨୬ର ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଆଜି ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ…

ପୁରୁଷୋତ୍ତମପୁର ଭାଜପା ନଗର ସଭାପତି ଚୟନ ନିମନ୍ତେ ବୈଠକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଘୁମୁସର ଆସ୍କା ସଭାପତି ଶ୍ରୀ ବିଜୟ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ଘୁମୁସର ଜିଲ୍ଲା ସଭାପତି ତଥା ବର୍ତ୍ତମାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପୃଥୀବିରାଜ ମହାପାତ୍ରଙ୍କ ନେତୃତ୍ବରେ ପୂର୍ବତନ ମଣ୍ଡଳ ସଭାପତି ମନୋଜ କୁମାର ମହାପାତ୍ର , ଯୋଗୀନ୍ଦ୍ର…

ଜିଲ୍ଲା ସ୍ତରୀୟ ରବି ୨୦୨୫-୨୬ ର ସି.ଏମ୍ କିଷାନ ସହାୟତା ରାଶି ପ୍ରଦାନ

ଜଗତସିଂହପୁର,ତା ୨୭.୦୮.୨୦୨୫ :ସୁମନ୍ତକୁମାର ଦାସ: ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ବର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆଜି ଆୟୋଜିତ ହୋଇଛି । ଏହି ଅବସରରେ…

ଶ୍ରୀମନ୍ଦିରରୁ ପୁଣି ଧରାହେଲା ଚଷମା କ୍ୟାମେରା; ଜଣେ ବଙ୍ଗୀୟ ଅଟକ

ପୁରୀ,୨୭ /୮ - ପୁଣି ଶ୍ରୀମନ୍ଦିର ଭିତରୁ ଜଣେ ବଙ୍ଗୀୟ ଭକ୍ତଙ୍କ ଚଷମାରେ ସଂଯୁକ୍ତ ହୋଇଥିବା ଗୁପ୍ତ କ୍ୟାମେରାକୁ ଧରିଛି ପୋଲିସ । ବଙ୍ଗୀୟ ଭକ୍ତ ଜଣକକୁ ଅଟକ ରଖିଛି ସିଂହ ଦ୍ବାର ପୋଲିସ । ସେହି ଭକ୍ତ ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ର ଅରୂପ ରାୟ(୩୧) ବୋଲି ଜଣାପଡିଛି । ବୁଧବାର ଏହି…

କେନ୍ଦ୍ରାପଡ଼ାର ବୁଢୀ ବିଲାସୁଣି ମନ୍ଦିରରେ ନଗର ମଣ୍ଡଳର ବୈଠକ ଅନୁଷ୍ଠିତ ।

କେନ୍ଦ୍ରାପଡ଼ା: (ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ବୁଢୀ ବିଲାସୁଣି ମନ୍ଦିର ପ୍ରାଙ୍ଗଣରେ ନଗର ମଣ୍ଡଳର ପ୍ରସ୍ତୁତି ବୈଠକ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୧୨୫ ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ କେନ୍ଦ୍ର କରି ବିଜେପି ଦ୍ୱାରା ଆୟୋଜନ କରାଯାଇଥିଲା ।ବୈଠକରେ…

ଜିଲ୍ଲାର ୪୩୯୮୩ଜଣ ଚାଷୀଙ୍କୁ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ ।।

ଝାରସୁଗୁଡ଼ା ତା୨୭/୦୮-କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଅବ୍ୟବହିତ ଦିବସରେ ଆଜି ଗଣେଶ ଚତୁର୍ଥୀ ଅବସରରେ ଜିଲ୍ଲାର ୪୩୬୨୬ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସିଏମ୍ କିଷାନ ସମ୍ମାନ ନିଧି ସହାୟତା ରାଶି ପ୍ରଦାନ କରାଯାଇଛି। ଏଥି ସହିତ ଜିଲ୍ଲାର ୩୫୭ଜଣ ଭୂମିହୀନ ଚାଷୀଙ୍କୁ ମଧ୍ୟ ଯୋଜନା…

ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଫାଇଲେରିଆ ସଚେତନତା ଅଭିଯାନ ଆୟୋଜନ କରିଛି

ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡା ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବରେ ଏକ ୧୦ ଦିନିଆ ଫାଇଲେରିଆ ସଚେତନତା ସ୍ୱାସ୍ଥ୍ୟ ଅଭିଯାନ ଆୟୋଜନ କରିଥିଲା, ଯାହା ଜିଲ୍ଲା ସାରା ପ୍ରାୟ ୨.୭ ଲକ୍ଷ ଲୋକଙ୍କ ପାଖରେ ପହଂଚିପରିଥିଲା। ଏହି କ୍ଷେତ୍ରରେ…

ଅନୁଗୋଳ ଓ ଢେଙ୍କାନାଳରେ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ଓ ଶୁଭାରମ୍ଭ

ସାମାଜିକ ଭିତ୍ତିଭୂମିର ବିକାଶ ଲୋକଙ୍କ ଜୀବନଯାପନକୁ ସୁଗମ କରିବ- ଧର୍ମେନ୍ଦ୍ର ପ୍ରଧାନ • ସନ୍ତ୍ରି ଛକରୁ ମହିଧର ଦେଇ ହାତୁରା ପର୍ଯ୍ୟନ୍ତ ୨୦ କିମି ବ୍ୟାପୀ ସୌରଶକ୍ତି ପରିଚାଳିତ ରାସ୍ତା ଆଲୋକୀକରଣ ପାଇଁ ଭୂମିପୂଜନ • ଏନଏଚ୍ -୫୫ର ଇଟାପଠାରୁ ନୂଆହତା ପର୍ଯ୍ୟନ୍ତ ୩ କିମି ବ୍ୟାପୀ…

ମୟୁରଭଞ୍ଜକୁ ବିଶ୍ୱ ଖଣି ମାନଚିତ୍ରରେ ସ୍ଥାପିତ କରିଥିଲେ ସାର୍ ଦୋରାବଜୀ ଟାଟା

ସାର୍ ଦୋରାବଜୀ ଟାଟାଙ୍କ ୧୬୬ତମ ଜୟନ୍ତୀ ଭୁବନେଶ୍ୱର, ୨୬/୦୮/୨୦୨୫- ଇତିହାସ ପ୍ରାୟତଃ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କୁ ଉଜାଗର କରେ; ପରଦା ପଛରେ କାମ କରୁଥିବା କର୍ମଚାରୀଙ୍କର ସମର୍ପିତ ପ୍ରୟାସଗୁଡିକ ଅନେକ ସମୟରେ ଅଣଦେଖା ହୋଇଯାଏ । ସାର୍ ଦୋରାବଜୀ ଟାଟା ଏହାର ଏକ ଅନନ୍ୟ ଉଦାହରଣ, ଜଣେ…

ଗ୍ରୀନ ୱାର୍ଲଡର ମିଶନ ଗ୍ରୀନ ଡ୍ରାଇଭ : ୱାର୍ଡ ନଂ 62 ରେ ବିଶାଳ ଚାରାରୋପଣ କାର୍ଯ୍ୟକ୍ରମ

 ଭୁବନେଶ୍ୱର,26/8 : ମିଶନ ଗ୍ରୀନ ଡ୍ରାଇଭ ଅନ୍ତର୍ଗତ ଆଜି ୱାର୍ଡ ନଂ 62 ପୋଖରିପୁଟ ଅଂଚଳରେ "ଗ୍ରୀନ ୱାର୍ଲଡ " ଆନୁକୁଲ୍ୟରେ ଦୁଇ ଶହ ଚାରାରୋପଣ କରାଯାଇଛି l ମୁଖ୍ଯ ଅତିଥି ଭାବ ରେ  ମେଡିସିନ୍ ଡକ୍ଟର   ଶ୍ରୀ ସାହୁ ,ପୁର୍ବତନ କର୍ପୋରେଟର ତଥା ଗ୍ରୀନ ୱାର୍ଲଡର ସଂପାଦକ ଓ ସହସଂପାଦକ ହୃଦୟ…