Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାପ କାମୁଡା ରେ 4ବର୍ଷ ର ଶିଶୁ ମୃତ ।
କେନ୍ଦ୍ରାପଡା(ପ୍ରଫୁଲ୍ଲ କୁମାର ମଲ୍ଲ): ବ୍ରହ୍ମଣୀ ନଦୀ ବନ୍ୟା ଜଳ ବନ୍ଦୀରେ ଲୋକେ କୁମ୍ଭୀର ଓ ସାପ ର ଭୟରେ ଆତଙ୍କିତ ଥିବାବେଳେ ଘଟିଛି ହୃଦୟ ବିଦାରକ ଘଟଣା ! ବିଷଧର ସାପ କାମୁଡ଼ାରେ ଚାଲିଗଲା ୪ବର୍ଷ ଶିଶୁ ପୁତ୍ରର ଜୀବନ ! ମୃତ ଶିଶୁ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଂଚାୟତ ତେଲିପାଟଣା…
ଦେଓଗାଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଅହୋରାତ୍ର ଧାରଣା ନିଷ୍ପତ୍ତି
ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାଓଡ଼ଗାଁ ବ୍ଳକ ପାଣ୍ଡେରିପଡା ଗ୍ରାମପଞ୍ଚାୟତ ଦେଓଗାଁ ଗ୍ରାମବାସୀ ସେପ୍ଟେମ୍ବର ମାସ ୧ ତାରିଖ ସୋମବାର ଠାରୁ ଅଟକି ରହିଥିବା ଗ୍ରାମ ରାସ୍ତା ନିର୍ମାଣ କାର୍ଯ୍ୟ ହେବା ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ…
ଓଡ଼ଗାଁ ବନାଞ୍ଚଳରେ ୧୦ ଟିକିଆ ହାତୀପଲର ପ୍ରବେଶ
ବନ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ
ଓଡ଼ଗାଁ,୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନ ଖଣ୍ଡ ଗୋଚ୍ଛା ସଂରକ୍ଷିତ ଜଙ୍ଗଲ ପଞ୍ଚିରିଡା ବନାଞ୍ଚଳରୁ ଓଡ଼ଗାଁ ବନାଞ୍ଚଳ ମଧ୍ୟରେ ୧୦ ଟିକିଆ ହାତୀପଲଙ୍କ ପ୍ରବେଶ ସୂଚନା ପାଇବା ପରେ ଓଡ଼ଗାଁ ରେଞ୍ଜରଙ୍କ ପରାମର୍ଶକ୍ରମେ…
ସିଏଜି ରିସର୍ଚ୍ଚ ଫାଉଣ୍ଡେସନ୍ ତରଫରୁ ରାଜ୍ୟସ୍ତରୀୟ ଆଲୋଚନା
“ଓଡିଶା: ସମ୍ବଳରେ ଧନୀ, ସମସ୍ତ ପ୍ରକାର ମାନଦଣ୍ଡରେ ପଛୁଆ କାହିଁକି – ଏଥି ପାଇଁ କିଏ ଦାୟୀ ? ଆଗାମୀ ଦିନରେ କ'ଣ କରାଯିବା ଆବଶ୍ୟକ?”
“ସାମାଜିକ ନ୍ୟାୟରେ ଓଡ଼ିଶା ପଛରେ ପଡ଼ିଯାଉଛି କି?” ଶୀର୍ଷକରେ ପ୍ରବନ୍ଧ ପ୍ରତିଯୋଗିତା ପୁରସ୍କାର ବଣ୍ଟନ ସମାରୋହ
ଭୁବନେଶ୍ୱର, ୩୦ ଅଗଷ୍ଟ…
କେନ୍ଦ୍ରାପଡ଼ାରେ ବନ୍ଧୁକ ସହ ଯୁବକ ଅଟକ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଗୁପ୍ତି ଘାଟ ନିକଟରେ ଆଜି ଜଣେ ସନ୍ଦିଗ୍ଧ ଯୁବକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଥିବା ଘଟଣା ଉଦ୍ଭାସିତ ହୋଇଛି । ସୂଚନା ଅନୁସାରେ, ସେହି ଯୁବକଙ୍କୁ ଅସାମାନ୍ୟ ଚାଲିଚଳନରେ ଦେଖି ସ୍ଥାନୀୟ ଲୋକ ମାନେ ସନ୍ଦେହ…
ବେଲଗୁଣ୍ଠାରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର୍ ସମ୍ପର୍କିତ ତାଲିମ୍ ଶିବିର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ସ୍ଥାପିତ ନିର୍ଯ୍ୟାତିତା ମହିଳାଙ୍କ ପାଇଁ ଏକକାଳୀନ ସମାଧାନ କେଂଦ୍ର ସଖୀ-ୱାନ୍ ଷ୍ଟପ୍ ସେଣ୍ଟର୍ ସମ୍ପର୍କରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋବରା ଗୋଷ୍ଠୀ…
ନାଟଙ୍ଗା ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତିଯୋଗିତା ଉଦ୍ଘାଟିତ
ଜିଲ୍ଳା ସ୍ତରୀୟ ପ୍ରତିଯୋଗୀଙ୍କୁ ଦିଆଯିବ ସ୍ଵତନ୍ତ୍ର ତାଲିମ୍ : ବିଇଓ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ତୃଣମୂଳ ସ୍ତରରୁ କ୍ରୀଡ଼ା ତଥା କ୍ରୀଡାବିତ୍ ଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ନାଟଙ୍ଗା ଦୀନବନ୍ଧୁ…
ଜାତୀୟ କ୍ରୀଡା ଦିବସରେ ପ୍ରଥମ ରାଜ୍ୟସ୍ତରୀୟ ସଙ୍ଗୀତ ଯୋଗାସନ ପ୍ରତିଯୋଗିତା
ପୁରୀ, (ଅନିମେଶ ପଟ୍ଟନାୟକ): ଜାତୀୟ କ୍ରୀଡା ଦିବସ ୨୦୨୫ ଉପଲକ୍ଷେ ଝାଡେଶ୍ୱରୀ କ୍ଲବ, ଶ୍ରୀ ମା ଯୋଗ ମନ୍ଦିର ଏବଂ ହେଲଥ ପଏଣ୍ଟ ର ସହଯୋଗରେ ଝାଡେଶ୍ୱରୀ କ୍ଲବ ପ୍ରାଙ୍ଗଣରେ ଏକ ଐତିହାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ପାଇଁ ରାଜ୍ୟସ୍ତରରେ ସଙ୍ଗୀତ ଯୋଗାସନ ପ୍ରତିଯୋଗିତାର…
କୁକୁର ମୁହଁରେ ଶିଶୁ ଭ୍ରୁଣ;
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଏକ ଚାରି ପାଞ୍ଚ ମାସର ଶିଶୁ ଭ୍ରୁଣକୁ କୁକୁର ଟାଣି ନେଉଥିବା ଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ଥାନା ଅଞ୍ଚଳରେ I ସୂଚନା ପ୍ରକାରେ ଶୁକ୍ରବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ଛକ ନିକଟରେ ଏକ…
ଅଞ୍ଚଳା ରେ ନୂଆଁଖାଇ ଭେଟଘାଟ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୦/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମ ର ମା ଠାକୁରାଣୀ ଗଣେଶ ପୂଜା ମଣ୍ଡପ ପରିସରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ର ପୂଜକ ଧନୁର୍ଜୟ ପୂଜାରୀ ଗ୍ରାମ ଦେବାଦେବୀ ଙ୍କ ନିକଟରେ…