Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜଗତସିଂହପୁର ରେ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ପାଳିତ
ଜଗତସିଂହପୁର,ତା-୩୧-୦୮-୨୦୨୫/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଜଗତସିଂହପୁର ପୌର ପରିଷଦ ଆନୁକୂଲ୍ୟ ରେ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଙ୍କ…
ଜଗତସିଂହପୁର ଜିଲ୍ଲା ଫଟୋ, ଭିଡିଓ ଗ୍ରାଫିକ ଟ୍ରେଡ଼ର୍ସ ଆସୋସିଏସନର ବାର୍ଷିକ ଉତ୍ସବ
ଜଗତସିଂହପୁର,ତା-୩୧-୦୮-୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂପୁର ଜିଲ୍ଲାରେ ଜଗତସିଂହପୁର ଜିଲ୍ଲା ଫଟୋ, ଭିଡିଓ ଗ୍ରାଫିକ ଟ୍ରେଡ଼ର୍ସ ଆସୋସିଏସନର ବାର୍ଷିକ ଉତ୍ସବ ଓ କ୍ୟାନନ କମ୍ପାନୀ ପକ୍ଷରୁ ଏକ କର୍ମଶାଳା ଆସୋସିଏସନର ସଭାପତି ମହେଶ୍ୱର ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏହି…
ଡାବୁଗାଁ ରେ ବୁଲା ଗାଈ ଙ୍କ ଉପଦ୍ରବ , ଦୁର୍ଘଟଣା ଘଟି ୨୦ ଦିନ ରେ ମଲେଣି ୪ ଗାଈ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୧/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଅପରାହ୍ନ ହେଲେ ବୁଲା ଗାଈ ଗୋରୁଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଡାବୁଗାଁ ମୁଖ୍ୟ ତାରିଣୀ ମନ୍ଦିର ଛକ, ଦୈନିକ ବଜାର, ଡଙ୍ଗରିଗୁଡ଼ା ଶିବ ମନ୍ଦିର ଛକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଛକ ନିକଟରେ…
ବେଲଗୁଣ୍ଠା ପ୍ରେସ୍ କ୍ଳବ ତରଫରୁ ବୃକ୍ଷରୋପଣ
ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେଲେ ଗଛ ଲଗାଇ ତାର ଯତ୍ନ ନେବା ଆବଶ୍ୟକ: ସାଂସଦ ପ୍ରତିନିଧି
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଏବଂ ପ୍ରେସକ୍ଲବ ର ମିଳିତ ଉଦ୍ୟମରେ ବେଲଗୁଣ୍ଠା ବିଶ୍ଵନାଥ ବିହାର ରୋଡ଼୍ ଓ ପାଣିଟାଙ୍କି ସାମ୍ନା ରୋଡ ସମେତ ରାସ୍ତା…
ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ ପାଳିତ; ସବୁ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ : ବିଧାୟକ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ ପାଳନ ଅବସରରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଆଜି ଭୋର୍ ପାଞ୍ଚ ଘଣ୍ଟା ତିରିଶି ମିନିଟ୍ ସମୟରେ ରାମଧୂନ୍ ଗାନ କରାଯିବା ସହ ପୂର୍ବାହ୍ଣ ଆଠ…
ଭୋଇପଡା ବାସିନ୍ଦା ମନୋଜ ଭୁଏ ବିରୋଧରେ NAC ଆସିସ୍ଟାଣ୍ଟ ଇଞ୍ଜିନିୟର ଅଜୟ କୁମାର ପାତ୍ରଙ୍କ ଅଭିଯୋଗ
ବିଜେପୁର :-ଆସିଷ୍ଟାଣ୍ଟ ଇଂଜିନିୟର ଅଜୟ କୁମାର ପାତ୍ରଙ୍କ ଅଭିଯୋଗ ଅନୁସାରେ ଆଜି (ତାରିଖ ୩୧ ଅଗଷ୍ଟ ୨୦୨୫,) ବିଜେପୁର NAC ଅଫିସକୁ ଦିନ ୨ଟା ବେଳେ ଭୋଇପଡାର ମନୋଜ ଭୁଏ ନାମକ ଜଣେ ବ୍ୟକ୍ତି ଆସି NAC ଅଫିସର ରଙ୍ଗ ଚିତ୍ରଣ କାମ ସମ୍ପର୍କରେ ବିଲ୍ ମାଗିଥିଲେ। ଅସିସ୍ଟାଣ୍ଟ ଇଞ୍ଜିନିୟର ଅଜୟ…
ବିଜେପୁରରେ ସ୍ୱାୟତ୍ତ ଶାସନ ଦିବସ ପାଳନ
ବିଜେପୁର, ବରଗଡ଼ : ବିଜେପୁର ବିଜ୍ଞାପିତ ଅଂଚଳ ପକ୍ଷରୁ ଆଜି ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବରରେ ପାଳନ କରାଗଲା । କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତିଆ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ସଭାସ୍ଥଳରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…
2000 ଲିଟର ଚୋରା ଦେଶୀମଦ ସହିତ ମହିନ୍ଦ୍ରା ପିକପ୍ ଜବତ
ବାଲେଶ୍ଵର ଖଇରା ବୁଲୁ ଲେଙ୍କା 30/08/2025 ବାଲେଶ୍ଵର ଜିଲ୍ଲା ସୋର ଥାନା ନିକଟସ୍ଥ ଫଟା ଅର୍ଜୁନ ଛକ ନିକଟରୁ ସୋର ଅବକାରୀ ବିଭାଗ ଚଢ଼ାଉ କରି ଏକ OR-01-N-1943 ମାହିନ୍ଦ୍ରା ପିକପ ଭ୍ୟାନ ସହିତ ଭ୍ୟାନ ରେ ଥିବା 2000ହଜାର ଲିଟର ଚୋରା ଦେଶୀ ମଦ ଜବତ କରିଛି ଜବତ କରିବା ସହିତ ଜଣକୁ ଗିରଫ କରି…
ରାଜଗାଙ୍ଗପୁର ରେ ସ୍ୱାୟତ୍ତ ଶାସନ ପାଳନ
ରାଜଗାଙ୍ଗପୁର 31/8/25: ରାଜଗାଙ୍ଗପୁର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ମହା ଆଡମ୍ବର ସହ ପାଳନ କରାଯାଇ ଥିଲା l ଏହି ଅବସର ରେ ପ୍ରାତଃ କାଳ ରେ ରାମ ଧୁନ ସଂଗୀତ ଗାନ କରି ସହର ପରିକ୍ରମା କରା ଯାଇ ଥିଲା l ରାଜଗାଙ୍ଗପୁର ପୁର ସହର ମଧ୍ୟରେ ସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ…
ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବେଳେ ଗୋଷ୍ଠୀ କନ୍ଦଳ,ଖଣ୍ଡା ଚୋଟରେ ଜଣେ ଯୁବକ ଗୁରୁତର
ଓଡଗାଁ,୩୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବସଷ୍ଟାଣ୍ଡ ଗଣେଶ ମନ୍ଦିର ସାମନାରେ ଗଣେଶ ପୂଜା ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଆକଟ କରିବାକୁ ଉଦ୍ୟମ କରୁଥିବା ଓଡ଼ଗାଁ ଏନ୍ଏସି ପାଇକ ସାହିର ପିଣ୍ଟୁ ନାୟକଙ୍କୁ…