Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଞ୍ଜେଇ ବେପାରୀ କୁ ମୁଳପୋଛ୍ କରିବା ପକ୍ଷରେ ଭଞ୍ଜନଗର ପୋଲିସ୍
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ପୋଲିସ୍ କବଜାରେ ସବୁ ଗଞ୍ଜେଇ ମାଫିଆ ମହଲରେ ହଇଚଇ ହେବାକୁ ଲାଗିଲାଣି। କ୍ରମାନୁଗତ ଭାବେ ଭଞ୍ଜନଗର ର ବିଭିନ୍ନ ଜାଗାରେ ଚୋରା ଗଞ୍ଜେଇ ବେପାରୀ ମାନଙ୍କୁ ଗିରଫ କରିବାରେ ଭଞ୍ଜନଗର ପୋଲିସ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଚାଲିଛି । ଭଞ୍ଜନଗର ଥାନା…
ଶ୍ରୀକ୍ଷେତ୍ରରେ ପ୍ରଥମ ଥର ନୂଆଁଖାଇ ଭେଟଘାଟ
ପଶ୍ଚିମ ଓଡ଼ିଶା ଓ ଜାପାନ କଳାକାରଙ୍କ ନୃତ୍ୟରେ ଦୁଲୁକିଲା ମଞ୍ଚ
ପୁରୀ,(ଅନିମେଶ ପଟ୍ଟନାୟକ): ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ ଭେଟଘାଟ ପ୍ରଥମ କରି ଶ୍ରୀକ୍ଷେତ୍ରର ସଂସ୍କୃତି ଭବନ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁରରୁ ଆସିଥିବା ସାଂସ୍କୃତିକ ଅନୁଷ୍ଠାନ…
ରାଜ୍ୟରେ ସାର ନିଅଣ୍ଟ ସମସ୍ୟା, ନବୀନଙ୍କ ଚିଠି ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା: ବିଜେଡି
ନବୀନଙ୍କ ଚିଠି ପରେ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ସ୍ପଷ୍ଟ
ରାଜ୍ୟ ସରକାରଙ୍କ ପଦକ୍ଷେପ ବିଳମ୍ବରେ ନିଆଯାଇଛି
ରାଜ୍ୟ ସରକାରଙ୍କ ପଦକ୍ଷେପ ସମୁଦ୍ରକୁ ଶଙ୍ଖେ
ଭୁବନେଶ୍ୱର, ୩୧/୦୮/୨୦୨୫: ବିଜୁ ଜନତା ଦଳ ଓଡ଼ିଶାରେ ସାର ଯୋଗାଣ ପରିସ୍ଥିତି ସମ୍ପର୍କରେ…
ବଲାଙ୍ଗୀର: ସ୍ୱାୟତ୍ତ ଶାସନ ଦିବସ ସମାରୋହ ଆୟୋଜିତ
ବଲାଙ୍ଗୀର: ଆଜି ଆମର ବଲାଙ୍ଗୀର ର ଭୀମଭୋଇ ମେଡିକାଲ କଲେଜ ର ଅଡିଟୋରିୟମ ଠାରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଆୟୋଜିତ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ବଲାଙ୍ଗିର ଶ୍ରୀଯୁକ୍ତ_କଳିକେଶ_ନାରାୟଣ_ସିଂଦେଓ ସମ୍ମାନିତ ଅତିଥି ଭାବରେ ପୌର ପରିଷଦର ଅଧ୍ୟକ୍ଷା…
ସାର କଳାବଜାରୀ ନେଇ ଚେତିଲେ ଚାଷୀ, ଚଢା ଦରରେ ସାର ବିକ୍ରିକୁ ନେଇ ରାଜରାସ୍ତା ଅବରୋଧ
ମାଲକାନଗିରି/ ଲକ୍ଷ୍ମୀକାନ୍ତ ତ୍ରିପାଠୀ(କାଲିମେଳା) : ସାରା ଜିଲ୍ଲାରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ସାର କଳାବଜାର, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁ ନଥିବାରୁ ଚାଷୀକୁଳ ହନ୍ତସନ୍ତ ହେଉଛନ୍ତି । ବିଭିନ୍ନ ସ୍ଥାନରେ ବିଶେଷ କରି ଦୁର୍ଗମଗ୍ରାମାଞ୍ଚଳରେ ସାର ସମସ୍ୟା…
ଓଡଗାଁରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ
ରାମ ସାଗରରେ ବୋଟିଂ ବ୍ୟବସ୍ଥା ସହିତ ମ୍ୟୁଜିକ ଫାଉଣ୍ଟେନର ଲୋକାର୍ପଣ
ଓଡଗାଁ,୩୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ଅବସରରେ ପ୍ରାତଃ ରାମଧୁନ ସହିତ ଗାନ୍ଧୀ, ଗୋପବନ୍ଧୁ ଭଳି…
ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ସମ୍ପର୍କିତ ସଚେତନତା ଶିବିର
ଓଡଗାଁ, ୩୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣିପାଟଣା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଓଡ଼ଗାଁ ଅଦାଲତର ତାଲୁକ ଆଇନ ସେବା ଆନୁକୂଲ୍ୟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ସଂଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଓ…
ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ।
କାକଟପୁର -୩୧/୦୮, ଉତ୍କଳ ସଂଗ୍ରାମୀ ସ୍ମୃତି କମିଟି କାକଟପୁର, ଅସ୍ତରଙ୍ଗ,ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ସ୍ଥାୟୀ ସଭାପତି ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ରାମ କୃଷ୍ଣ ସରସ୍ବତୀ ଶିଶୁ ମନ୍ଦିର, କାକଟପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି।…
ପଟ୍ଟାମୁଣ୍ଡାଇରେ ପରକୀୟା ପ୍ରୀତିର କରୁଣ ପରିଣତି ,କ୍ୟାବିନରୁ ଗଳିତ ମୃତଦେହ ଉଦ୍ଧାର ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ପଟ୍ଟାମୁଣ୍ଡାଇ ସହରରେ ପରକୀୟା ପ୍ରୀତିର କରୁଣ ପରିଣତିରୁ ଏକ ଦୁର୍ଭାଗ୍ୟଜନକ ଘଟଣା ପ୍ରକାଶିତ ହୋଇଛି। ପଟ୍ଟାମୁଣ୍ଡାଇ ସହର ଏଲ୍ଆଇସି ଅଫିସ ସମ୍ମୁଖରେ ପୌରପରିଷଦ ଭେଣ୍ଡିଂଜୋନ ର ୩୧ ନମ୍ବର କ୍ୟାବିନ ଭିତରୁ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ।ସୂଚନା…
ଗୁଣପୁରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ।
ସହର କୁ ସ୍ୱଚ୍ଛ ସବୁଜ ଓ ସୁନ୍ଦର ସହ ପଲିଥିନ ମୁକ୍ତ ସହର ଗଠନ କରିବାକୁ ଆହ୍ବାନ ।
ସହରକୁ ନୂଆ ବାଇପାସ ରାସ୍ତା ଓ ବଂଶଧାରା ନଦୀ ଉପରେ ଦ୍ଵିତୀୟ ସେତୁ ନିର୍ମାଣ ପାଇଁ ସରକାର ଙ୍କ ପାଖରେ ଦାବୀ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା:୩୧-୦୮-୨୦୨୫ରିଖ ଦିନ ରାୟଗଡ଼ା…