Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୁରୁକୂଳ ପରମ୍ପରାରରେ ଭାରତୀୟ ଶିକ୍ଷା ପଦ୍ଧତି ଅନନ୍ୟ ।
ଝାରସୁଗୁଡା ଜିଲ୍ଲା ସ୍ତରୀୟ ଶିକ୍ଷକ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର - ୨୦୨୪ ସମାରୋହ ଅନୁଷ୍ଠିତ ।
ଶିକ୍ଷକଙ୍କ ନୀତିବାଣୀ, ଉପଦେଶ ଓ ଜୀବନଶୈଳୀ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅନୁକରଣ ହେବା ବିଧେୟ ବୋଲି ବିଧାୟକଙ୍କ ଆହ୍ୱାନ ।
ଝାରସୁଗୁଡ଼ା ତା୦୫/୦୯ - ଝାରସୁଗୁଡ଼ା ଜିଲ୍ଲା…
ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ପାଳିତ
ପୁରୀ ,୫/୯: ପବିତ୍ର ଗୁରୁଦିବସ ଅବସରରେ ପୁରୀ ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ,ଓଡ଼ିଶା ସରକାରଙ୍କ ତରଫରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବ ଓ ସମଗ୍ର ଶିକ୍ଷା, ପୁରୀଙ୍କ ଆନୁକୁଲ୍ୟରେ ସଦ୍ଭାବନା ଗୃହ ଠାରେ ଆୟୋଜିତ…
ସପିଙ୍ଗମଲ ଯୋଗୁ ବଡଦାଣ୍ଡ ଜାମ, ୪ ବାଇକ ଆରୋହୀ ଆହତ
ପୁରୀ,୫/୯: ବଡଦାଣ୍ଡରେ ଖୋଲିଛି ଅନେକ ସପିଙ୍ଗମଲ । ଅଧିକାଂଶ ର ପାର୍କିଂ ବ୍ଯବସ୍ଥା ନାହିଁ । ଅଗ୍ନି ନିରାପତ୍ତା ବ୍ଯବସ୍ଥା ନାହିଁ । ବଡଦାଣ୍ଡକୁ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରାଯାଉଛି । ବଡଦାଣ୍ଡ ମଝି ବାଡ ଯୋଗୁ ବାମପାର୍ଶ୍ୱରେ ଗାଡି ଯାଉଛି । ବାମରୁ ଡାହାଣକୁ ବୁଲିବା ପାଇଁ ମଝିରେ…
ଶିକ୍ଷକତା ଏକ ବୃତ୍ତି ନୁହେଁ, ଯୋଗ୍ୟତା : ଅରୁଣ
ଓଡ଼ଗାଁରେ ପାରମ୍ପରିକ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ
ଓଡ଼ଗାଁ,୫।୯(ଶ୍ରୀକାନ୍ତ କୁମାର ମିଶ୍ର): ଶିକ୍ଷକତା ଏକ ଯୋଗ୍ୟତା । ତେବେ ଅନ୍ୟାନ୍ୟ ଯୋଗ୍ୟତା ଠାରୁ ଏହା ସ୍ବତନ୍ତ୍ର । ଜଣେ ଶିକ୍ଷକ ଗଢିପାରେ ଡାକ୍ତର, ଇଞ୍ଜିନିୟର, ଆଇଏଏସ୍, ଓଏଏସ୍ ଭଳି ଅନେକ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତିତ୍ଵ ।…
ବରକନ୍ୟା ଝରଣାରୁ ଗାଡ଼ି ଚୋରୀ,ଗ୍ରାମବାସୀଙ୍କ ଦ୍ବାରା ୨ ଅଟକ,
ଆରଡା ଗ୍ରାମବାସୀ ପୋଲିସ ମୁହାଁମୁହିଁ
ଓଡ଼ଗାଁ,୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତର ଚର୍ଚ୍ଚିତ ବରକନ୍ୟା ଝରଣା ସମସ୍ତଙ୍କ ପାଇଁ ପରିଚିତ ହୋଇଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣ ତଥା ଜିଲ୍ଲା ଏବଂ ରାଜ୍ୟର ବିଭିନ୍ନ ଅଂଚଳରୁ…
ସାଇବର ଠକ ପ୍ରଧାନ ଶିକ୍ଷକଙ୍କ ଠାରୁ ଲୁଟିନେଲେ ୩ ଲକ୍ଷ ୭୪ ହଜାର ଟଙ୍କା।
କେନ୍ଦୁଝର,ତା ୫/୯- ଯେତେ ସଚେତନ ହେଲେ ମଧ୍ୟ ସଇବାର ଠକ ଲୁଟିବା ବନ୍ଦ କରୁନାହାନ୍ତି। ବ୍ୟବସ୍ଥା ଡାଳେ ଡାଳେ ଗଲା ବେଳେ ଏମାନେ ପତ୍ରେ ପତ୍ରେ କାରବାର କରୁଛନ୍ତି। ସୂଚନା ମିଳିଛି କି ପାଟଣା ସରକାରୀ ସ୍କୁଲ ପ୍ରଧାନ ଶିକ୍ଷକ କମଳାକାନ୍ତ ପତିଙ୍କ ପାଖକୁ ଏକ ଅଜଣା ନଂରୁ ୨୪୭ ଟଙ୍କା ଡିପୋଜିଟ…
ବିଜେପୁର ରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଗୁରୁଦିବସ ସମାରୋହ
ବିଜେପୁର : ସମାଜରେ ସୁମଣିଷ ଗଠନ କରିବାରେ ଗୁରୁଙ୍କ ଭୂମିକା ସର୍ବୋପରି। କେବଳ ଉଚ୍ଚ ଶିକ୍ଷାରେ ପହଞ୍ଚାଇବା କିମ୍ବା ବଡ଼ ପଦବୀରେ ବସାଇବା ହିଁ ଶିକ୍ଷକଙ୍କ କାର୍ଯ୍ୟ ନୁହେଁ, ବରଂ ବର୍ତ୍ତମାନ ସମାଜରେ ଶ୍ରେଷ୍ଠ ମଣିଷ ପ୍ରସ୍ତୁତ କରିବା ପାଇଁ ଗୁରୁଙ୍କ ପରାମର୍ଶ ଓ ପାଠଦାନ ଅତ୍ୟାବଶ୍ୟକ। ବରଗଡ଼…
ସାପ କାମୁଡ଼ାରେ ପିଉସା ଝିଆରୀଙ୍କ ମୃତ୍ୟୁ।
କେନ୍ଦୁଝର,ତା୫/୯- କେନ୍ଦୁଝର ସାରା ବର୍ଷା ଏବେ ଚାଲିଛି ତେଣୁ ଲଗାଣ ବର୍ଷା ଲାଗି ସାପ ସରୀସୃପ ମାନେ ଏଣେତେଣେ ବୁଲି ଘରେ ଆଶ୍ରୟ ଲାଗି ପଶିଆସୁଛନ୍ତି। ତେବେ କୁଡୁମୀ ଲୋକଙ୍କ କରମା ନାଚ ଦେଖି ପିଉସା ଝିଆରୀ ଘରେ ଶୋଇଥିବା ବେଳେ ସେମାନଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଏହି ଘଟଣା ଘଟଗାଁ…
ହଜରତ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଇଦ ଏ ମିଲାଦୁନ ନବୀ ପାଳିତ
କେନ୍ଦୁଝର,ତା୫/୯- କେନ୍ଦୁଝର ପୁରୁଣାସହର ଜୁମ୍ମା ମସଜିଦରେ ଇସଲାମ ଧର୍ମାବଲମ୍ବୀ ମୁସଲମାନ ଭାଇ ଭଉଣୀ ମାନଙ୍କ ଦ୍ୱାରା ଇଦ ଏ ମିଲାଦୁନ ନବୀ ଉଲ୍ଲାସ ସହିତ ପାଳିତ ହୋଇଯାଇଛି।ଏହି ଅବସରରେ ଜୁମ୍ମା ମସଜିଦ ଇମାମଙ୍କ ଦ୍ୱାରା ହଜରତ ମହମ୍ମଦଙ୍କ ଜନ୍ମ ବୃତ୍ତାନ୍ତ କର୍ମ ଜୀବନୀ ଓ ମାନବୀୟ କାର୍ଯ୍ୟର…
କିଡ୍ସ ଗୀ- ପବ୍ଲିକ ସ୍କୁଲ,ଗୁଣୁପୁରରେ ଗୁରୁଦିବସ ଉତ୍ସବ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁରର କିଡ୍ସ ଗୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଗୁରୁଦିବସ ଅତ୍ୟାଡମ୍ବର ସହକାରେ ପାଳନ କରାଗଲା।ଏହି କାର୍ଯ୍ୟକ୍ରମର ପରିଚାଳନା ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ କରିଥିଲେ।କାର୍ଯ୍ୟକ୍ରମରେ ଗୁରୁଜୀ ଓ ଗୁରୁମାମାନଙ୍କୁ ବୈଦିକ ରୀତିରେ…