Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଦିତ୍ୟ ଆଲୁମିନା ରିଫାଇନାରୀ ଓ ସେଞ୍ଚୁରିଅନ ୟୁନିଭର୍ସିଟି ମଧ୍ୟରେ ଚୁକ୍ତିନାମା: ନୂତନ ପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ର…
କାଶୀପୁର ରୁ ବୈକୁଣ୍ଠ ଦୁରିଆ – ଆଦିତ୍ୟ ବିରଲା ଗ୍ରୁପର ଏକ ଅଂଶ ଭାବରେ କାର୍ଯ୍ୟରତ ଆଦିତ୍ୟ ଆଲୁମିନା ରିଫାଇନାରୀ କଂସାରୀଗୁଡା, ତାଙ୍କ କର୍ପୋରେଟ ସୋସିଆଲ୍ ରେସପନ୍ସିବିଲିଟି (CSR) ଅଭିଯାନର ଅଂଶ ଭାବରେ, ଏବେ ସ୍ୱାସ୍ଥ୍ୟ ଓ ପଶୁ ସୁରକ୍ଷା ମାନକୁ ଅଧିକ ମଜବୁତ କରିବାକୁ ଦୃଢ଼ ପଦକ୍ଷେପ…
ସମ୍ ହସ୍ପିଟାଲ୍ରେ ଚତୁର୍ଥ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା ସମ୍ପନ୍ନ
ଭୁବନେଶ୍ୱର, ସେପ୍ଟେମ୍ବର ୮: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରେ ସୋମବାର ଜଣେ ୫୨ ବର୍ଷୀୟ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ ଯକୃତ ବାହାର କରାଯାଇ ଭୁବନେଶ୍ୱରର ଅନ୍ୟ ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ…
ଝାଡ଼ରୁ ଆବିର୍ଭୂତ ମାଆ ଝାଡ଼େଶ୍ୱରୀ
ପୁରୀ, (ଅନିମେଶ ପଟ୍ଟନାୟକ): ଆଦିମ କାଳରେ ଶ୍ରୀକ୍ଷେତ୍ର ଥିଲା ଝାଡ଼ (ଝାଉଁ) ଜଙ୍ଗଲରେ ପରିପୂର୍ଣ୍ଣ । ଲୋକ କଥା ଅଛି ଏକ ଐଶ୍ୱରୀୟ ବା ଆଲୌକିକ ଶିକ୍ତି ଏହି ଜଙ୍ଗଲର ଅଧତ୍କାରିଣୀ ଥିଲେ । ଝାଡ଼ରୁ ଆବିର୍ଭୂତ ହୋଇଥିବାରୁ ପରବର୍ତ୍ତୀ ସମୟରେ ଏହି ପୀଠ ମାଆ ଝାଡ଼େଶ୍ୱରୀ ନାମରେ ବ୍ୟାପ୍ତ…
ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ ଟିମ୍ରେ କଣାସରୁ ରମାକାନ୍ତ ମଙ୍ଗରାଜ
ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲାର କଣାସ ବ୍ଲକରୁ କଂଗ୍ରେସ ନେତା ରମାକାନ୍ତ ମଙ୍ଗରାଜଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସୋସିଆଲ ମିଡିଆ ଟିମ୍ରେ ସାମିଲ କରାଯାଇଛି। ସୋସିଆଲ ମିଡିଆ ଅଧ୍ୟକ୍ଷ ସତ୍ୟଜିତ ଗମାଙ୍ଗ, ସମ୍ପ୍ରତି ବିଭିନ୍ନ ପ୍ଲାଟଫର୍ମରେ ଏଆଇସିସି ଏବଂ ପ୍ରଦେଶ…
ନୀଳାଦ୍ରି ବ୍ୟାୟାମ ଗୋଷ୍ଠୀ ପକ୍ଷରୁ ଗୁରୁ ପୂଜନ ଉତ୍ସବ ପାଳନ
ପୁରୀ, ୭/୯ – ନୀଳାଦ୍ରି ବ୍ୟାୟାମ ଗୋଷ୍ଠୀ ପକ୍ଷରୁ ସ୍ଥାନୀୟ ଗୋପୀନାଥପୁର ଠାରେ ଭକ୍ତି ଏବଂ ଉତ୍ସାହର ସହିତ ଗୁରୁ ପୂଜନ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ, ଗୋଷ୍ଠୀର ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ସ୍ୱରୂପ ଚନ୍ଦନ ଏବଂ ଫୁଲ ଦେଇ ସମ୍ମାନିତ କରାଯାଇଥିଲା ।
କିଛି ବର୍ଷ ପୂର୍ବରୁ…
ପିସିସି ସାମାଜିକ ଗଣମାଧ୍ୟମ ଟିମ୍ ଗଠିତ
ଭୁବନେଶ୍ୱର, ତା ୭/୯/୨୫:- ଏଆଇସିସି ଏବଂ ପିସିସିର ନେତାମାନଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାର ଉପଯୁକ୍ତ ପ୍ରସାରଣ ଏବଂ ପ୍ରଚାର ପାଇଁ ରାଜ୍ୟ ସୋସିଆଲ ମିଡିଆ କମିଟିକୁ କ୍ରିୟାଶୀଳ କରିବା ନିମନ୍ତେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ୩୮ ଜଣ ବ୍ୟକ୍ତି ବିଶେଷଙ୍କୁ…
ସଇଁତଳା ଲାଇସେନ୍ସ ପ୍ରାପ୍ତ ମହୁଲି ମଦଭାଟିରେ ଅପମିଶ୍ରଣ କେଲେଙ୍କାରି !
ବଲାଙ୍ଗୀର,(ଶାସକ ପ୍ରଶାସକ): ସାରା ଓଡ଼ିଶାରେ ପ୍ରତିଦିନ ମଦଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକରେ ଥିବା ଗୋଟିଏ ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀ ମହୁଲି ମଦଭାଟିରେ ବିଷାକ୍ତ ଅପମିଶ୍ରଣ କରି ମଦ ତିଆରି ହେଉଥିବାରୁ ଚର୍ଚ୍ଚାରେ ଆସିଛି।…
ସୁନାମୁଦୀରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୁଆଁଖାଇ ଭେଟଘାଟ
ବଲାଙ୍ଗୀର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ) :- ବଲାଙ୍ଗୀର ଜ଼ିଲ୍ଲା ପାଟଣାଗଡ଼ ବ୍ଲକ ଅଧିନସ୍ଥ ସୁନାମୁଦୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ମାନେ ପାରମ୍ପରିକ ନୃତ୍ୟଗୀତ ସହିତ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା କରିଥିଲେ । ଏହି…
ବାଲୁକା କଳାରେ ସଙ୍ଗୀତଜ୍ଞ ଅଭିଜିତଙ୍କ ଆଶୁ ଆରୋଗ୍ଯର ପ୍ରାର୍ଥନା
ପୁରୀ,୭/୯ : ଓଡ଼ିଶାର ସଙ୍ଗୀତ ଜଗତରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଏବେ କୋମାରେ ଚିକିତ୍ସାଧୀନ। ତାଙ୍କର ଆଶୁ ଆରୋଗ୍ଯ ପ୍ରାର୍ଥନା କରି ବାଲୁକା କଳା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।…
ଭାଗବତ ଜନ୍ମଦିନରେ ଭାଗବତ ଟୁଙ୍ଗୀରେ ଉପହାର ନେଇ ପହଞ୍ଚିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):ପବିତ୍ର ଇନ୍ଦୂପୂର୍ଣିମା ଭାଗବତ ଜନ୍ମ ପୁଣ୍ୟ ତିଥିରେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ୍ ତରଫରୁ ବିଭିନ୍ନ ଗାଁ ଗଣ୍ଡାରେ ଥିବା ଭାଗବତ ଟୁଙ୍ଗୀ ପରିକ୍ରମା କରାଯାଇ ନିୟମିତ ଭାଗବତ ପାଠ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଓ ଫୁଲମାଳ ଦିଆଯାଇ…