Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିର ରୋହନ ଜାତୀୟ ଅଣ୍ଡର-୧୯ କ୍ରିକେଟ ଟିମରେ ସାମିଲ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବକ୍ସିସାହିରେ ରହୁଥିବା ଡ. ଶଙ୍କର ପ୍ରସାଦ ବକ୍ସିଙ୍କ ପୌତ୍ର ରୋହନ ବକ୍ସି ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମରେ ସାମିଲ ହୋଇଛନ୍ତି। ସେ ଆସନ୍ତା ମାସରେ ଚଣ୍ଡିଗଡ ଠାରେ ଜାତୀୟ ସ୍କୁଲ ସ୍ତରୀୟ ପ୍ରତିଯୋଗିତାରେ…
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ତରଫରୁ ଶିଶୁ ଚାଲାଣ ବିରୋଧରେ ଗୋଷ୍ଠୀ ସଚେତନା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶୁକ୍ରବାର) ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ତରଫରୁ ଆତାରସିଙ୍ଗ ପଞ୍ଚାୟତର , ନୂଆଗଡ ବ୍ଲକ ଓ ରାମଗିରି ପଞ୍ଚାୟତ , ରା.ଉଦୟଗିରି ବ୍ଲକ ଠାରେ ଶିଶୁ ଚାଲାଣ ବିରୋଧରେ ଗୋଷ୍ଠୀ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…
ଜି ଆଇ ଆଇ ଟି ବିଶ୍ବବିଦ୍ୟାଳୟରେ ଦୁଇଦିନିଆ ଖାଦ୍ୟ ପାଇଁ ଜୀବନ ହ୍ୟାକାଥନ ୧.୦ ଉଦଘାଟିତ
ଗୁଣୁପୁର -୧୯/୯/୨୫- ଆଜି ସ୍ଥାନୀୟ ଜି ଆଇ ଆଇ ଟି ବିଶ୍ବବିଦ୍ୟାଳୟରେ ଦୁଇଦିନିଆ ଜୀବନ ପାଇଁ ଖାଦ୍ୟ ହ୍ୟାକାଥନ-୧.୦ ମହାଆଡ଼ମ୍ବରରେ ଉଦଘାଟନ ହୋଇଯାଇଛି। ବିଶ୍ବବିଦ୍ୟାଳୟର ବାଇରାକ ଇ- ୟୁବା କେନ୍ଦ୍ର ଓ ବାୟୋ ଟେକ୍ନୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର ସ୍କୁଲ…
ଉଦ୍ୟୋଗୀ ସଶକ୍ତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ବିବିଧତା ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି ଟିପିସିଓଡିଏଲ୍
ଟିପିସିଓଡିଏଲର ଉଦ୍ୟମୀ ସଶକ୍ତିକରଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ପଦ୍ମଶ୍ରୀ ରବି କୁମାର ନାରା
ଭୁବନେଶ୍ୱର, ସେପ୍ଟେମ୍ବର ୧୯: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ଦ୍ୱାରା ଏମଡିସି ଭୁବନେଶ୍ୱରରେ ଏକ ବିଶେଷ…
ବେଦାନ୍ତ ଆଲୁମିନିୟମ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଗ୍ନି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି
ଝାରସୁଗୁଡ଼ା, ଓଡିଶା; : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଅଗ୍ନି ଜାଗୃକ୍ତ ତାଲିମ ପଦକ୍ଷେପ ଅଧୀନରେ ସରବାହାଲର ସରକାରୀ ହାଇସ୍କୁଲରେ ଏକ ବ୍ୟାପକ ଅଗ୍ନି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ଅଧିବେଶନରେ ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଏବଂ…
କର୍ପୋରେଟର ଙ୍କ ଘର ଉପରେ ବୋମାମାଡ।
ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ସ୍ଥିତ କର୍ପୋରେଟର ସନ୍ତୋଷ କୁମାର ସେଠୀ ଙ୍କ ଘର ଉପରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ମୋଟରସାଇକେଲ ରେ ଆସି ବୋମାମାଡ କରିଥିବା ସିସିଟିଭି ଫୁଟେଜ ରୁ ଜଣାପଡିଛି। ବୋମାମାଡ ରେ ସନ୍ତୋଷ ଘର ବାହାର ପଟେ କିଛି କ୍ଷତି ହୋଇଥିବା…
ଜୀବନବ୍ୟାପୀ ଫଟୋଗ୍ରାଫି ସମ୍ମାନରେ ବିମ୍ବାଧର ସମ୍ମାନିତ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୫ ବର୍ଷ ହେବ ଏରସମା ବଜାରରେ ବିମ୍ବା ଷ୍ଟୁଡିଓ ନାମରେ ଷ୍ଟୁଡିଓ କରି ବିମ୍ବାଧର ଆଜି ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଜୀବନବ୍ୟାପୀ ଫଟୋଗ୍ରାଫି କଳାରେ ସେ ଜଣେ ଅନନ୍ୟ ବ୍ୟକ୍ତିତ୍ଵ ଅଟନ୍ତି । କାରଣ…
ବିପଦ ସଙ୍କୁଳ ଅବସ୍ଥାରେ ବଳେଇପୁରୁ ଚକୁଳିଆ ଏନ୍.ଏଚ୍ ୫୫ ଜାତୀୟ ରାଜପଥ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) :ଏରସମା ବ୍ଲକ୍ ବଳେଇପୁରୁ ପଞ୍ଚାୟତ ଅନ୍ତର୍ଗତ ବନିପାଟ ଏନ୍.ଏଚ୍ ୫୫ ଜାତୀୟ ରାଜପଥ ଶୋଚନୀୟ ଅବସ୍ଥାରେ ରହିଛି । ରାଜପଥ ଅସୁରକ୍ଷିତ ଅବସ୍ଥାରେ ଥିବାବେଳେ ତାହାର ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହି ରାଜପଥ ୪ ବର୍ଷ ତଳେ…
ମହିଳା ସ୍ନାତକ ମହାବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ଦ୍ବାରା ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ଥାନ ଯଥା :- ମହାବିଦ୍ୟାଳୟ ପରିସର , ନୂତନ ମହାବିଦ୍ୟାଳୟ ପରିସର , ସଂଖ୍ୟାଲଘୁ ଛାତ୍ରୀ ନିବାସ…
ଅଯୋଧ୍ୟା-ବାରଣାସୀ ତୀର୍ଥ ଯାତ୍ରା ରେ ଯୋଗଦେଲେ ଗଜପତିର ୭୨ ଜଣ ବରିଷ୍ଠ ନାଗରିକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଯୋଧ୍ୟା-ବାରଣସୀ ତାର୍ଥଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି, ଜିଲ୍ଲାପରିଷଦ, ଗଜପତି ଶ୍ରୀଯୁକ୍ତ ଜି. ତିରୁପତି ରାଓ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହନଗା , ଅଧ୍ୟକ୍ଷା,…