Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଓଡ଼ଗାଁ ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା
ଓଡ଼ଗାଁ,୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଏବଂ ଓଡ଼ଗାଁର ଗୈାରବ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଶତ୍ରୁଘ୍ନ ପାଣିଗ୍ରାହୀଙ୍କୁ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ସହିତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ…
କ୍ଷତ୍ରିୟବରପୁରଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଏଡ଼ସ୍ ସଚେତନତା କର୍ମଶାଳା ଅନୁଷ୍ଠିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)-ସ୍ଥାନୀୟ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ତରଫରୁ ଏଡ଼ସ୍ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାରାଜା କୃଷ୍ଣ ଚନ୍ଦ୍ର…
ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ
ଭୁବନେଶ୍ୱର, ୨୦/୦୯: ପ୍ରସିଦ୍ଧ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୪୧ ଜଣ ଗବେଷକ ସ୍ଥାନ ପାଇଛନ୍ତି । ୨୦୨୫ ନିମନ୍ତେ ଆମେରିକାର ଏହି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ…
ସେବା ପର୍ବ – ୨୦୨୫ ପାଳନ ଅବସରରେ ବିକଶିତ ଭାରତ ଥିମ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା. ୨୦.୦୯.୨୦୨୫ – ସେବା ପର୍ବ – ୨୦୨୫ ପାଳନ ଅବସରରେ ଆଜି ସ୍ଥାନୀୟ ପି. ଏମ୍. ଶ୍ରୀ. ମ୍ୟୁନିସିପାଲିଟି ହାଇ ସ୍କୁଲ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ବୃତ୍ତିଗତ ଚିତ୍ରକର, ବିଦ୍ୟାଳୟ , ମହାବିଦ୍ୟାଳୟ ସ୍ତରୀୟ…
ଆଦିବାସୀ କୁଡୁମୀ ସମାଜ କଲା ରେଲ ଟେକା ଆନ୍ଦୋଳନ
କେନ୍ଦୁଝର/ଦିଲୀପ ସାହୁ - ଆଦିବାସୀ କୁଡୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ପାଇଁ ଆଦିବାସୀ କୁଡୁମୀ ସମାଜର ମୂଲ ଖୁଣ୍ଟି ମୂଲ ମାନତା ଅଜିତ୍ ପ୍ରସାଦ ମହତୋଙ୍କ ଆହ୍ବାନରେ କେନ୍ଦୁଝର ଜିଲ୍ଲା ନରଣପୁର ରେଳ ଷ୍ଟେସନ୍ ଠାରେ ଚିତ୍ତ ରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ରେଲ…
କଳାହାଣ୍ଡିରେ ସିକଲ୍ ସେଲ୍ ଏବଂ ଥାଲାସେମିଆ ରୋଗର ପ୍ରାରମ୍ଭିକ ଚିହ୍ନଟକୁ ଆଗକୁ ବଢ଼ାଇବା ପାଇଁ ବେଦାନ୍ତ ଆଲୁମିନିୟମ୍…
ଭୁବନେଶ୍ୱର, ୨୦.୦୯.୨୫: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, କଳାହାଣ୍ଡି ଜିଲ୍ଲାରେ ସିକଲ୍ ସେଲ୍ ରୋଗ (SCD) ଏବଂ ଥାଲାସେମିଆ ସ୍କ୍ରିନିଂର ପ୍ରାରମ୍ଭିକ ଚିହ୍ନଟକୁ ସୁଦୃଢ଼ କରିବା ପାଇଁ ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ ଓଡ଼ିଶା ସରକାରଙ୍କ…
ବର୍ଣ୍ଣବୋଧ ଶିକ୍ଷା ର ପ୍ରସାର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):ଛୋଟ ପିଲାଟି ଯେବେ ତାର ପ୍ରଥମ ଶିକ୍ଷା ଆରମ୍ଭ କରେ ତେବେ ପ୍ରଥମ ଶିକ୍ଷାଦାନ ର ବହି ଛବିଳ ମଧୁ ବର୍ଣ୍ଣବୋଧ ହୋଇଥାଏ l ଏହି ବହି ଚପଳମତି ପିଲା ଟିକୁ ପ୍ରାଥମିକ ଶିକ୍ଷା ଦେବା ରେ ସହାୟକ ହୋଇଥାଏ l ଆଜି ର ଶିକ୍ଷା ବ୍ୟବସ୍ଥା ରେ କୁନି କୁନି ପିଲା…
ରାୟଗଡ଼ା ଜିଲାରେ ୧୦ ଟି ବାଲି ଉତ୍ସ ବନ୍ଦ ଅଛି,ନୂଆରେ ୮ଟି ଟେଣ୍ଡର ହେବ
ବିଧାନ ସଭାରେ ଗୁଣପୁର ବିଧାୟକଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀଙ୍କ ଉତ୍ତର
ବକେୟା ଆଦାୟ କରିବାରେ ରାୟଗଡା ଜିଲ୍ଲା ପଛରେ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡା ଜିଲ୍ଲାରେ ମୋଟ ୩୫ ଟି ବାଲି ଉତ୍ସ ମଧ୍ୟରୁ ବିଭିନ୍ନ କାରଣରୁ ୧୦ ଟି ବନ୍ଦ ରହିଛି। ନୂଆରେ ଆଉ ୮ ଟି ବାଲି ଉତ୍ସର ଟେଣ୍ଡର…
ସେବା ପର୍ବ- ୨୦୨୫ ଅବସରରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା
ନବରଙ୍ଗପୁର ତା ୨୦.୯.୨୦୨୫:ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୦୨ ତାରିଖ ପର୍ଯ୍ୟନ୍ତ ସମୟକୁ "ସେବା ପର୍ବ " ଭାବେ ସାରା ଦେଶରେ ପାଳନ କରାଯାଉଅଛି l ସେହିପରି , ଓଡିଶାରେ ମଧ୍ୟ ଓଡ଼ିଆ ଭାଷା,ସାହିତ୍ୟ ଏବଂ ସଂସ୍କୃତି ବିଭାଗ ,…
ପଟ୍ଟାମୁଣ୍ଡାଇରେ ଅବୈଧ ଦୋକାନ ଉଚ୍ଛେଦ
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ପ୍ରଶାସନ ତରଫରୁ ଉଚ୍ଛେଦ ପ୍ରକିୟା ଆରମ୍ଭ କରାଯାଇଛି। ସରକାରୀ ଜମି ଉପରେ ଦୀର୍ଘଦିନ ଧରି ବସିଥିବା ଅବୈଧ ଦୋକାନୀ ମାନଙ୍କୁ ହଟାଇବା ପାଇଁ ଏହି…