Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୪ ଦିନିଆ “ଏକ୍ ପେଡ୍ ମାଁ କେ ନାମ୍” କାର୍ଯ୍ୟକ୍ରମ ଅନୁଷ୍ଠିତ
ବାରିପଦା- ତା- ୨୦/୦୯/୨୦୧୮ ରିଖ ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁକୁ ନେଇ ସାରା ବିଶ୍ୱ ଚିନ୍ତିତ ଯାହାର ଏକ ମାତ୍ର ସମାଧାନ ବୃକ୍ଷ ରୋପଣ I ସେଇ ଧାରାରେ ସାରା ଦେଶରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି I ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ…
ମନମୋହନ ସାମଲଙ୍କୁ ଭେଟିଲା ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଙ୍ଘ
ଭୁବନେଶ୍ୱର : ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଙ୍ଘ ତରଫରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ଟୁଡୁଙ୍କ ସହାୟତାରେ ଗତ ୨୦.୯.୨୦୨୫ ରିଖ ଶନିବାର ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜ୍ୟ BJP ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କୁ ସାକ୍ଷାତ କରି…
ଓଡ଼ିଶାରେ କୁଡୁମି ସେନା ପକ୍ଷରୁ ଏସ ଟି ମାନ୍ୟତା ଦାବିରେ ମୟୂରଭଞ୍ଜ ଜିଲ୍ଲାରେ ରାସ୍ତାରୋକ ଓ ଭଞ୍ଜ ପୁର ଠାରେ ରେଳରୋକ…
ବାରିପଦାରୁ -ଗୌର ଦାସଗିରି: ଚଳିତ ନଭେମ୍ବର ମାସ ୨୧ ତାରିଖରେ ରବିବାର ଦିନ ସକାଳୁ ମୟୁରଭଞ୍ଜର ସଦର ମହକୁମା ବାରିପଦା ଠାରେ ଏସ ଟି ମାନ୍ୟତା ଦାବି ଜୋର ଧରିଛି,କୁଡ଼ୁମି ମହିଳା ରାଜ୍ୟସଭାପତି ସବିତା ମହାନ୍ତଏବଂ ଓଡ଼ିଶା କୁଡୁମି ରାଜ୍ୟ ସଭାପତି ଦିବ୍ୟସିଂହ ମହାନ୍ତ ଙ୍କ ନେତୃତ୍ଵରେ ବାରିପଦା…
ଆଇଆଇଟି ମାଡ୍ରାସରେ ‘ଥିଙ୍କ୍ ଇଣ୍ଡିଆ ଦକ୍ଷିଣପଥ ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
'ଦକ୍ଷିଣପଥ ସମ୍ମିଳନୀ' ଯୁବ ଶକ୍ତି ଓ ବିଶ୍ୱ କଲ୍ୟାଣର ନୂଆ ଦିଗନ୍ତ – ଧର୍ମେନ୍ଦ୍ର ପ୍ରଧାନ
ଚେନ୍ନାଇ, ସେପ୍ଟେମ୍ବର ୨୧, ୨୦୨୫ – ‘ଦକ୍ଷିଣପଥ ସମ୍ମିଳନୀ’ ଭାରତର ଆହ୍ୱାନ ଗୁଡ଼ିକର ସମାଧାନ ପାଇଁ ନୂତନ ଚିନ୍ତାଧାରା ବିକଶିତ କରିବ ଏବଂ ଆମର ଯୁବବର୍ଗଙ୍କୁ ବିଶ୍ୱ କଲ୍ୟାଣର ଉତପ୍ରେରକ ଭାବରେ…
ଭୋଟ ଚୋର ଗାଦି ଛାଡ଼ ପାଇଁ ସ୍ୱାକ୍ଷର କାର୍ଯ୍ୟକ୍ରମ ଆରମ୍ଭ
ଭୁବନେଶ୍ୱର ତା. ୨୧.୯- ସଂସଦର ବିରୋଧି ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଉଠାଇଥିବା ଭୋଟ ଚୋର ଗାଦି ଛାଡ଼ ବିଷୟକୁ ଓଡ଼ିଶାର ପ୍ରତ୍ୟେକ ଦ୍ୱାରରେ ପହଞ୍ଚାଇବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ପରାମର୍ଶକ୍ରମେ ଓଡ଼ିଶା ପ୍ରଦେଶ ଅନୁସୂଚିତ ଜାତି ବିଭାଗ ଆଜି…
ଯୁବବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କର କୌଣସି ରୋଡମ୍ୟାପ୍ ନାହିଁ: ଯୁବ ବିଜେଡି
ଗୋଟିଏ ପଟେ ନିଶାମୁକ୍ତ ଭାରତ ନାରା ଆରପଟରେ ନୂଆ ମଦ ଦୋକାନ ଖୋଲିବା ନିଷ୍ପତ୍ତି
ପୂର୍ବ ସରକାରଙ୍କ ଦ୍ୱାରା କରାଯାଇଥିବା ନିଯୁକ୍ତିର କେବଳ ନିଯୁକ୍ତିପତ୍ର ବିତରଣ କରି ବାହାବା ନେବାକୁ ଅପଚେଷ୍ଟା
କ୍ରୀଡା କ୍ଷେତ୍ରରେ ଯୁବବର୍ଗ ସଂପୂର୍ଣ୍ଣ ନିରାଶ
ଭୁବନେଶ୍ୱର,…
“ସେବା ପକ୍ଷ “ପାଳନ ଅବସରରେ ସଚେତନତା ମାରାଥନ୍ ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ- ୨୧.୦୯.୨୦୨୫,ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୧୭ ସେପ୍ଟେମ୍ୱରରୁ ୨ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ "ସେବା ପକ୍ଷ" ପାଳନ ଅବସରରେ କେନ୍ଦ୍ରାପଡ଼ା ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା…
ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଠାରେ ପୋକସୋ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା } :ଭଞ୍ଜନଗର ଅତିରିକ୍ତ ଜିଲ୍ଲାଦୌରା ଜଜ ତଥା ଅଧ୍ୟକ୍ଷ, ତାଲୁକ ଆଇନ ସେବା କମିଟ ଙ୍କ ଅଧ୍ୟକ୍ଷତାରେ ଆଜି ୨୧ ସେପ୍ଟେମ୍ବର ୨୦୨୫ ରବିବାର ଦିନ ସାବିତ୍ରୀ ମହିଳା ମହାବିଦ୍ୟାଳୟ, ଭଞ୍ଜନଗରରେ ଆଇନ ସଚେତନତା କାର୍ୟକ୍ରମ ଆୟୋଜିତ ହୋଇଥିଲା ।
କାର୍ୟକ୍ରମର ପ୍ରଧାନ…
ଚୋରା କାଠଚାଲାଣ ଜଣେ ଗିରଫ
ରାଜଗାଙ୍ଗପୁର/ତା : ୨୦-୦୯-୨୫.( ବିଷ୍ଣୁ ଭୋମିକ): ରାଜଗାଙ୍ଗପୁର ବନ ଅଞ୍ଚଳରେ କାଠ ଚୋରା ଚାଲାଣ ବହୁ ମାତ୍ରାରେ 1ତ୍ରାରେ ହେଉଥିବା ବେଳେ ଗତକାଲି କୌଣସି ସୂତ୍ରରୁ ବନବିଭାଗ ଖବଉପାଇ ରାଜଗାଙ୍ଗପୁର ବନ ଉପଖଣ୍ଡ ଅଧିକାରୀ ଗୁରୁ ଚରଣ ମଣ୍ଡଳଙ୍କ ନେତୃତ୍ବରେ ମାଲଡ଼ିହି ପଞ୍ଚାୟତର ଗେତୁ ପାଣି…
ମହିଳା ସ୍ନାତକ ମହାବିଦ୍ୟାଳୟର ପ୍ରତିଷ୍ଠାତା ଦିବଂଗତ ତ୍ରିନାଥ ସାହୁଙ୍କର ସ୍ମୃତି ସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏହି ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଦିବଂଗତ ତ୍ରିନାଥ ସାହୁଙ୍କର ୧୬ ତମ ପୂଣ୍ୟତିଥି ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁ ସର୍ବ ପ୍ରଥମେ ତାଙ୍କର ଫୋଟଚିତ୍ରରେ…