Browsing Category

ରାଜ୍ୟ

ଏନ୍ ଏସ୍ ଏସ୍ ର ସ୍ଵତନ୍ତ୍ର ଶିବିର ଉଦଯାପିତ

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ଡାରୱିନ୍ ମେମୋରିଆଲ୍ ଡିଗ୍ରୀ କଲେଜ, କୁଡୁମୁଲୁଗୁମ୍ମା, ଜିଲ୍ଲା-ମାଲକାନଗିରିର NSS ସହ-ୟୁନିଟ୍ ୧ ପକ୍ଷରୁ ୧୭.୦୯.୨୦୨୫ ରୁ ୨୩.୦୯.୨୦୨୫ ପର୍ଯ୍ୟନ୍ତ ଦଣ୍ଡାଶେଣାଗୁଡାରେ ଆୟୋଜିତ NSS ସ୍ଵତନ୍ତ୍ର ଶିବିରର ସମାପନୀ ସଭା ୨୩.୦୯.୨୦୨୫ ତାରିଖରେ ଆୟୋଜିତ…

ବିଜେପୁର ମହାବିଦ୍ୟାଳୟରେ ସୁସ୍ଥନାରୀ ସଶକ୍ତ ପରିବାର ଅଭିଯାନ ଶିବିର

ବିଜେପୁର :-ବିଜେପୁର ମହାବିଦ୍ୟାଳୟ ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବିଜେପୁର ଆୟୋଜିତ “ସୁସ୍ଥନାରୀ ସଶକ୍ତ ପରିବାର” ମେଗା ସ୍ୱାସ୍ଥ୍ୟ ସେବା ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ…

ରାୟଗଡ଼ା ଏବଂ କଳାହାଣ୍ଡିରେ “ସୁସ୍ଥ ନାରୀ – ସଶକ୍ତ ପରିବାର” ଅଭିଯାନ ଅଧୀନରେ ବେଦାନ୍ତ…

ଭୁବନେଶ୍ୱର, ୨୩.୦୯.୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଭାରତ ସରକାରଙ୍କ "ସୁସ୍ଥ ନାରୀ ସଶକ୍ତ ପରିବାର" ଅଭିଯାନ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ମହିଳା ଏବଂ ପରିବାରକୁ ସ୍ୱାସ୍ଥ୍ୟସେବା ସହାୟତା ପ୍ରଦାନ କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

ରାୟଗଡ଼ା ଏବଂ କଳାହାଣ୍ଡିରେ “ସୁସ୍ଥ ନାରୀ – ସଶକ୍ତ ପରିବାର” ଅଭିଯାନ ଅଧୀନରେ ବେଦାନ୍ତ…

ଭୁବନେଶ୍ୱର, ୨୩.୦୯.୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଭାରତ ସରକାରଙ୍କ "ସୁସ୍ଥ ନାରୀ ସଶକ୍ତ ପରିବାର" ଅଭିଯାନ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ମହିଳା ଏବଂ ପରିବାରକୁ ସ୍ୱାସ୍ଥ୍ୟସେବା ସହାୟତା ପ୍ରଦାନ କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

ବାଘସାଳା କୁମ୍ଭାର ସାହି ରେ ବିଧାୟକ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶଳା ଗ୍ରାମ ର କୁମ୍ଭାର ସାହିରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥଲେ। ପ୍ରଥମେ କୁମ୍ଭାର ମାନଙ୍କ ଜୀବିକା ଉପରେ ପଚାରି ବୁଝିଥିଲେ…

ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଯଶଶ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୫ ତମ ଜନ୍ମଦିନ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଳନ ହେଉଛି ୧୫ ଦିନିଆ ଏକ କାର୍ଯ୍ୟକ୍ରମ "ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ" କାର୍ଯ୍ୟକ୍ରମ…

ଓଡ଼ଗାଁ ଡାକ୍ତରଖାନାରେ ମେଗା ସ୍ବାସ୍ଥ୍ୟ ମେଳା, ୪ ଶହରୁ ଉର୍ଦ୍ଧ୍ବ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା,

ଓଡ଼ଗାଁ,୨୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନିଲାଞ୍ଜନ ଦାସଙ୍କ ତତ୍ବାବଧାନରେ ଅନୁଷ୍ଠିତ ମେଗା ସ୍ବାସ୍ଥ୍ୟମେଳାରେ ବିଭିନ୍ନ ବିଭାଗର ୭ ଜଣ ଡାକ୍ତର ୪ ଶହରୁ ଉର୍ଦ୍ଧ୍ବ ବାଳିକା ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି…

ଫେସବୁକରେ ପ୍ରେମ: ବିଅର ବାର ସାମ୍ନାରେ ହାତାହାତି

ଗୋଟିଏ ଗୋଷ୍ଠୀର ୨ ଆହତ, ବାର ପରିଚାଳକଙ୍କ ଶଳା ଗିରଫ ଓଡ଼ଗାଁ,୨୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସିନେମା ହଲ ଛକ ବିଅର ବାର ସାମ୍ନା ବାହାଡାଝୋଲା ମୂଖ୍ୟ ରାସ୍ତା ଉପରେ ରବିବାର ବିଳମ୍ବିତ ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୋଟିଏ ପକ୍ଷର ୨ ଜଣ…

ଓଡଗାଁରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ

ଓଡ଼ଗାଁ,୨୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ଓ ସ୍କାଉଟ ମାଷ୍ଟର ଏବଂ ଗାଇଡ଼ କ୍ୟାପଟେନ ମାନଙ୍କୁ ନେଇ ଓଡ଼ଗାଁ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ ହୋଇଯାଇଛି । ସୟୁଂକ୍ତ…

ବିଦେଶ ଗସ୍ତ ରୁ ଫେରିଥିବା ନୃତ୍ୟ ଶିଳ୍ପୀଙ୍କୁ ଉଚ୍ଛ୍ବସ୍ଵିତ ସମ୍ବର୍ଦ୍ଧନା

 https://youtu.be/FzKOXeI37ro   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପାରଳା ସହର ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଛାତ୍ରୀ ମାନଙ୍କୁ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା ,…