Browsing Category

ରାଜ୍ୟ

‘ସମାଜ’ ପକ୍ଷରୁ ମେଗା ରକ୍ତଦାନ ଶିବିର, ସ୍ବେଚ୍ଛାକୃତ ଭାବେ ରକ୍ତ ଦେଲେ ୨୨୩

ଭୁବନେଶ୍ବର,୯ା୮: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ସେବା ଓ ସେବକ’ ଅଭିଯାନକ୍ରମରେ ଭୁବନେଶ୍ୱରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲୋକ ସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ‘ୱି ଫର୍ ଭୁବନେଶ୍ୱର’ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ

‘ତ୍ରିରଙ୍ଗା’ ଆମ ଜାତୀୟ ଗୌରବ ଓ ସ୍ୱାଭିମାନ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରରେ 'ତ୍ରିରଙ୍ଗା ପଦଯାତ୍ରା' • ଶହୀଦ ସ୍ତମ୍ଭ, ବୀର ସୁରେନ୍ଦ୍ର ସାଏ ଓ ଗଙ୍ଗାଧର ମେହେରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି • ପଦଯାତ୍ରାରେ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ଯୋଗଦେଲେ ଜନପ୍ରତିନିଧି, ବୁଦ୍ଧିଜୀବୀ, ଯୁବଶକ୍ତି, ଛାତ୍ରଛାତ୍ରୀ ଓ ଜନସାଧାରଣ •  

ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

ଐତିହ୍ୟ, କାରିଗରୀ ଓ ପ୍ରଯୁକ୍ତି ଜରିଆରେ ଋଥ ନିର୍ମାଣର ଚିରନ୍ତନ ପରମ୍ପରାକୁ ଅନୁଭବ ଓ ପାଳନ କରିବାକୁ ତଲ୍ଲିନକାରୀ ଅନୁଭୂତି ୧୩,୭୫୦ରୁ ଅଧିକ ଭକ୍ତଙ୍କୁ ସମର୍ଥ କରାଇଲା ପୁରୀ : ଆଇଟିସିର ଆଶୀର୍ବାଦ ଅଟ୍ଟା ପୁରୀ ରଥ ଯାତ୍ରାରେ ଶହ ଶହ ପୁରାତନ ରଥ ନିର୍ମାଣ ପରମ୍ପରାରେ ଅନୁପ୍ରେରିତ

ସମବାୟ ବ୍ୟାଙ୍କର ୧୦୦ ତମ ସାଧାରଣ ପରିଷଦ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୁରାତନ ସହରାଞ୍ଚଳ ସମବାୟ ବ୍ୟାଙ୍କର ୧୦୦ ତମ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଜଙ୍ଗମ ସାହି ଠାରେ ଥିବା ଏସ.ଏ ଫଙ୍କସନ୍ ହଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି।ବ୍ୟାଙ୍କ ସଭାପତି ଏ. ଗୋପାଲ ରାଓ ଙ୍କ

ଡଙ୍ଗାସିଲ ବାଳିକା ବିଦ୍ୟାଳୟରେ ସରକାରୀ ଚାଉଳ ବିକ୍ରି ଅଭିଯୋଗ

ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲା ଚାଉଳ ନେଇଯାଉଥିବା ଘଟଣା; ତଦନ୍ତ ଦାବି ରାୟଗଡା ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆସୁଥିବା ସରକାରୀ ଚାଉଳକୁ ଅନିୟମିତ ଭାବେ ବାହାରକୁ ନେଇ ବିକ୍ରି

ଜାତୀୟ ପରିବାର ମଙ୍ଗଳ ଯୋଜନାରେ ପ୍ରଶାସନିକ ଅବହେଳା ଅଭିଯୋଗ।

କିଏ ପାଉଛି ସହାୟତା, କିଏ ବର୍ଷ ବର୍ଷ ଧରି ଅପେକ୍ଷାରେ! ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ଗରିବ ଓ ଅସହାୟ ପରିବାରଙ୍କ ଆର୍ଥିକ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଚାଲୁ ରହିଛି। ହେଲେ ଏହି ଯୋଜନାଗୁଡ଼ିକର ସୁଫଳ ପାଇବାରେ ଯୋଗ୍ୟ ହିତାଧିକାରୀମାନେ

ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ି ଯାଉଛନ୍ତି ଛାତ୍ରଛାତ୍ରୀ

ଖରାମାଲ-ଭେରୁଆମୁଣ୍ଡା କଚ୍ଚା ରାସ୍ତାରେ ଘାଇ, ପ୍ରଶାସନର ଦୃଷ୍ଟି ଦାବି ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତାଘାଟରେ ପାଣି ମାଡ଼ିଯାଇ ଯାତାୟାତ ବାଧାପ୍ରାପ୍ତ

ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି

ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷି ବଲାଙ୍ଗୀର,୮ା୮-ରାଜ୍ୟରେ ନୂଆ ସରକାର ଆସିଲା ପରେ ଧାନର ଦର ବଢାଇ ଚାଷିଙ୍କୁ ଖୁସି ଆଣିଦେଇଥିଲା । କିନ୍ତୁ ଦ୍ୱିତୀୟବର୍ଷଠାରୁ ଧାନକିଣାରେ ବ୍ୟାପକ ଅନୀୟମିତତା କରାଗଲା ଯାହାକି

ସମ୍ବଲପୁରରେ ‘ମାଟିର ମହକ’ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ

ପଦ୍ମ ପୁରସ୍କାରପ୍ରାପ୍ତ ପ୍ରତିଭାମାନେ ସମାଜ ପାଇଁ ପ୍ରେରଣା - ଧର୍ମେନ୍ଦ୍ର ପ୍ରଧାନ • ପଦ୍ମ ପୁରସ୍କାର ଏବେ 'Peoples Award'ରେ ପରିଣତ ହୋଇଛି• ନିଜ ଭାଷା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଏବଂ ଗୌରବମୟ ଇତିହାସକୁ ଜାଣିବା ଆଜିର ସମୟର ସବୁଠାରୁ ବଡ଼ ଦାୟିତ୍ୱ• ଯୁବପିଢ଼ି

କୁରାଳ ମଣ୍ଡଳର ବିଜେପି ସାଂଗଠନିକ ବୈଠକ

ଓଡ଼ଗାଁ, ୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତର ଦଣ୍ଡୋରସ୍ଥିତ ମା' ପାଣିଷଣ୍ଢ ମନ୍ଦିର ସଭାଗୃହରେ କୁରାଳ ମଣ୍ଡଳ ବିଜେପି ପକ୍ଷରୁ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ମଣ୍ଡଳ ଅନ୍ତର୍ଗତ ୯ଟି ପଞ୍ଚାୟତର ବିଜେପି ସମର୍ଥିତ ପ୍ରତିନିଧି