Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରତୀୟ ଜନତା ପାର୍ଟି ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ ଓ ସଂସ୍କୃତିକ ଉତ୍ସବ ଅନୁଷ୍ଠିତ ।
କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ - ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା ତରଫରୁ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ , ଜିଏସଟି ସୁଧାର ଆଲୋଚନା ଚକ୍ର , ଚିତ୍ରାଙ୍କନ ଓ ପ୍ରତିଷ୍ଠିତ ବ୍ୟକ୍ତି ସମ୍ମାନିତ ଉତ୍ସବ…
ଚୋରା ମାଙ୍କଡ଼ା ଖଣିରୁ ପଥର ଚାଲାଣ,ମାଙ୍କଡ଼ା ପଥର ସହିତ ମିନି ଟ୍ରକ ଜବତ, ଚାଳକ ଗିରଫ
ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ଓ କୋମଣ୍ଡ ଅଞ୍ଚଳରେ ଥିବା ପଥର ଖଣିରେ ପ୍ରଶାସନିକ ଚଢ଼ାଉ ପରେ ଚୋରାରେ ବିଳମ୍ବିତ ରାତିରେ ପଥର ଚାଲାଣ ହେଉଥିବା ବେଳେ ଓଡ଼ଗାଁ ପୋଲିସ ରବିବାର ସକାଳୁ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବେଆଇନ…
ଯୁରାବନ୍ଧ ପଞ୍ଚାୟତରେ ମହାଦୁର୍ନୀତି – ଉନ୍ନୟନ କାର୍ଯ୍ୟ ପୂରାପୂରି ଠପ୍
ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ସଇଁତଳା ବ୍ଲକ ଅନ୍ତର୍ଗତ ଯୁରାବନ୍ଧ ଗ୍ରାମ ପଞ୍ଚାୟତରେ ଗତ ଦୁଇବର୍ଷ ଧରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବହୁ ଅନିୟମିତତା ଓ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି। ଏହି ଅଭିଯୋଗର ଚାପରେ ପଞ୍ଚାୟତ ପ୍ରଶାସନ ସମ୍ପୂର୍ଣ୍ଣ ନୟାନ୍ତ…
ଅପହରଣକାରୀ ଯୁବକ ଜେଲ୍ ଗଲା, ଉଦ୍ଧାର ପରେ ନାବାଳିକା ଡାକ୍ତରୀ ମାଇନା ପାଇଁ ମନାକଲେ
ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ତଥା ନୂଆଗାଁ ବ୍ଳକ ବେରୁହାଁବାରୀ ପଞ୍ଚାୟତ ବେରୁହାଁବାରୀ ଗାଁର ମହେନ୍ଦ୍ର ସାହୁଙ୍କ ପୁଅ ଜିତୁ ସାହୁ(୨୩)ଙ୍କୁ ନାବାଳିକା ଅପହରଣ ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ…
ସ୍କୁଲ ବାରଣ୍ଡା ପାଲଟିଛି ପାଲଟିଛି ବାର
ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଭାଡିକିଳା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାଉଁଶଗାଡ଼ିଆର ଅତିରିକ୍ତ ଶ୍ରେଣୀଗୃହ ବାରଣ୍ଡା ଏବେ ଯେମିତି ବିଅରବାର ପାଲଟି ଯାଇଛି । ସ୍ଥାନୀୟ କେତେକ ଅସାମାଜିକ ବ୍ୟକ୍ତିମାନଙ୍କ ପାଇଁ ସ୍କୁଲ ଭଳି ପବିତ୍ର…
ଶିକ୍ଷକ ବଦଳି ପରେ ଅସନ୍ତୋଷ, ୧୦ ଜଣ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଓଡ଼ଗାଁ ବ୍ଳକକୁ କେହି ଆସିଲେନି
ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ଜିଲ୍ଲାରେ ବଡ ଧରଣର ଶିକ୍ଷକ ବଦଳି ପ୍ରକ୍ରିୟା ଚାଲିଥିବାବେଳେ ଏକ ଲମ୍ବା ତାଲିକା ପ୍ରକାଶ ପାଇଛି । ସେଥିରେ ଓଡ଼ଗାଁ ବ୍ଲକରୁ ପ୍ରାୟ ୪୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବଦଳି ବଦଳି ହୋଇଥିବା ବେଳେ…
ଗଜପତିରୁ ୫ ଜଣ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିକଟରେ ସିଭିଲ ସର୍ଭିସ ପରୀକ୍ଷାର ପରୀକ୍ଷାଫଳ ପ୍ରକାଶିତ ହୋଇଛି। ଏଥିରେ ଗଜପତି ଜିଲ୍ଲାର ୫ ଜଣ ସଫଳତା ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ସବ୍ୟସାଚୀ ପଟ୍ଟନାୟକ (୧୩୨) , ପୂଜା ସାମଲ(୧୫୭) , ଅଭିିୟମ୍ ମଣ୍ଡଳ (୩୦୨) , ଦୀପ୍ତି ରାଣୀ ନାୟକ…
ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଙ୍ଘ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ l
ଖୋର୍ଦ୍ଧାରୁ (ସେକ ଜାଫର ): ଖୋର୍ଦ୍ଧା--28/9- ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁମାରବସ୍ତ ମା ବାଉତି ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ସଙ୍ଘ ର ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ପ୍ରକାଶ କୁମାର…
ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ରଖିବ ବିଜେଡି
ବିଜେଡିର ଏକ ମାସର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ଅସୁରକ୍ଷିତ
ମଦମୁକ୍ତ ଓଡିଶା ଗଠନ ନାରା ଏବେ ପ୍ରହସନରେ ପରିଣତ
ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଚୋରି କରିଛି ବିଜେପି ସରକାର
ଭୁବନେଶ୍ୱର,…
ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଝିଅ ଶ୍ରଦ୍ଧା ସୁମନ ପାଇଲେ ଓଏଏସ
ଖୋର୍ଦ୍ଧା ରୁ (ସେକ ଜାଫର ): ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ )୨୦୨୩ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଏଥିରେ ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦର ଝିଅ ଶ୍ରଦ୍ଧା ସୁମନ ୧୯୧ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି।୨୦୨୧ ରୁ ସୁନ୍ଦରଗଡ଼ ଜିଲ୍ଲାରେ…