Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଷ୍ଟରେ କଷ୍ଟି ଡାକୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର : ରୋଗୀ ହନ୍ତସନ୍ତ
ଡାକ୍ତର ଅଭାବରୁ କ୍ବାକ୍ ଭରସାରେ ରୋଗୀ;
୧.୭୦ କୋଟିର ସ୍ବାସ୍ଥ୍ୟକେନ୍ଦ୍ର, ମିଳୁନି ନିୟମିତ ଚିକିତ୍ସା ସେବା,
ଓଡ଼ଗାଁ, ୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଗଡ଼ଜାତ ଆନ୍ଦୋଳନର ଅନ୍ୟତମ ସାରଥୀ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ ନୟାଗଡ଼ ଜିଲ୍ଲା!-->!-->!-->!-->!-->!-->!-->!-->!-->…
କଂସାରୀ : ଆସ ଅବତରି
🔹🔹🔹🔹🔹🔹🔹ହେ କୃଷ୍ଣ ବାସୁଦେବ ଦେବକୀ ନନ୍ଦନଗୋପାଳ ଗୋପୀ ବଲ୍ଲଭ ଯଶୋଦା ଜୀବନରାଧାମାଧବ ମୋହନ ମୁକୁନ୍ଦ ମୁରାରିକଂସାରୀ କେଶବ ଗିରି ଗୋବର୍ଦ୍ଧନ ଧାରୀପବିତ୍ର ଏ ଜନ୍ମାଷ୍ଟମୀ ତବ ଜନ୍ମତିଥିଆସ ପ୍ରଭୁ ଅବତରିନାଶିବାକୁ ଧରାରୁ ଅରାତି ।।
ଅସୁମାରୀ କଂସାସୁର ମଦମତ୍ତକ୍ଷମତାର ଅସୀମ!-->!-->!-->…
ଭଞ୍ଜନଗର ଇସ୍କନ୍ ପକ୍ଷରୁ ମହାଆଡମ୍ବରରେ ପାଳିତ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ
ଭଞ୍ଜନଗର ରୁ ଉଦୟନାଥ ପଣ୍ଡା ( ଶାସକ ପ୍ରଶାସକ): ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ପ୍ରତିବର୍ଷ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ଦିନର ବିଶେଷତା ହେଉଛି, ଯେ ଏହିଦିନ ମହାପ୍ରଭୁ ଭଗବାନ ଶ୍ରୀକୃଷ୍ଣ ପାପି ରାକ୍ଷସ ମାନଙ୍କୁ ବିନାଶ କରିବାପାଇଁ!-->!-->!-->…
ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଜନ୍ମାଷ୍ଟମୀ ପାଳିତ
ବେଲଗୁଣ୍ଠା -:4/09/2026-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନସୋରଡ଼ା ବିଧାୟକ ତଥା ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ!-->!-->!-->…
ଜିଲ୍ଲାସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି!-->…
ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ୍
ଦ୍ୱିତୀୟ ଓଡ଼ିଶା ରାଜ୍ୟ ଏମ୍ ଟି ବି ସାଇକ୍ଲିଂ ଚାମ୍ପିୟନଶିପ୍ ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିସ୍ଥିତ କଇଁପୁରରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ରାଜ୍ୟ ସାଇକ୍ଲିଂ ଲିଗ୍ ଓ ଦ୍ୱିତୀୟ ଓଡ଼ିଶା ରାଜ୍ୟ!-->!-->!-->!-->!-->…
ସିଏମ୍ କିଷାନ ଯୋଜନା ର ପଞ୍ଚମ କିସ୍ତି ସହାୟତା ରାଶି ହସ୍ତାନ୍ତରଣ ଅବସରରେ କିଷାନ ସମ୍ମାନ ସମାରୋହ ଅନୁଷ୍ଠିତ
ଜଗତସିଂହପୁର, ତା: ୦୪.୦୯.୨୦୨୬ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ର ଓ.ୟୁ.ଏ.ଟି. କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ସିଏମ୍ କିଷାନ ସମ୍ମାନନିଧିର ପଞ୍ଚମ କିସ୍ତି ପ୍ରଦାନ ସମାରୋହରେ ରାଜ୍ୟ ର ୪୧.୩୫ଲକ୍ଷ ଚାଷୀଙ୍କୁ ୮୩୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କା!-->!-->!-->…
ମାଲକାନଗିରି ରେ ଆଡମ୍ବର ସହକାରେ ସି .ଏମ୍ .କିଷାନ ଯୋଜନା ର ପଞ୍ଚମ କିସ୍ତି ପ୍ରଦାନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଆଜି ୦୪-୦୯-୨୬ ରେ ମାଲକାନଗିରି ଜିଲ୍ଲା, ମାଲକାନଗିରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ସି.ଏମ୍ କୃଷକ ସହାୟତା ରାଶି ପ୍ରଦାନ କାଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାରା ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ!-->!-->!-->…
ପାରାଦ୍ଵୀପରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଟାଇମ୍ସ କ୍ରିଟିକାଲ ଥିଙ୍କିଂ ଚାମ୍ପିୟନଶିପ୍ କୃତୀ ପ୍ରତିଯୋଗୀ ସମ୍ବର୍ଦ୍ଧିତ
~ ପାରାଦ୍ଵୀପର ୨୧ଟି ବିଦ୍ୟାଳୟର ୪,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ~
ପାରାଦ୍ଵୀପ, ସେପ୍ଟେମ୍ବର ୪, ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ), ଟାଇମ୍ସ ଫାଉଣ୍ଡେସନ୍ ସହଭାଗିତାରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଟାଇମ୍ସ କ୍ରିଟିକାଲ ଥିଙ୍କିଂ!-->!-->!-->!-->!-->…
ସରକାରଙ୍କ ଅପାରଗପଣିଆ ପାଇଁ ରାଜ୍ୟରେ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି: ବିଜେଡି
ଓଡ଼ିଶାରୁ ଏଫସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ
ଚାଉଳ ନ ଉଠିବାରୁ ରାଜ୍ୟରେ ଧାନ କ୍ରୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି
ଓଡ଼ିଶାକୁ ଅଣଦେଖା କରି ଅନ୍ୟ ରାଜ୍ୟଙ୍କୁ ପ୍ରୋତ୍ସାହନ ଦେଉଛନ୍ତି କେନ୍ଦ୍ର ସରକାର
ଏଫସିଆଇ ଓଡ଼ିଶା ପ୍ରତି ପାତରଅନ୍ତର କରୁଥିବା ଯୋଗାଣ ମନ୍ତ୍ରୀ!-->!-->!-->!-->!-->!-->!-->!-->!-->!-->…