Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା – ୨୦୨୫
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶନିବାର) ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୨୫ ଗୋଟି ଦଳ ଅଂଶଗ୍ରହଣ କରି ନିଜର…
ଗୃହସ୍ଥୀ ଉଦ୍ୟୋଗରେ ହର୍ଷୋଲ୍ଲାସର ସହିତ ଧନତେରସ ପୂଜା ସମାପ୍ତ
ରାଉରକେଲା ,(ବସନ୍ତ କୁମାର ଜେନା): ଓଡିଶାର ପ୍ରଖ୍ୟାତ ମସଲା ନିର୍ମାତା ସଂସ୍ଥା ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ରେ ଧନତେରସ ଉତ୍ସବ ବଡ଼ ଧୁମଧାମ ଓ ଶ୍ରଦ୍ଧାଭାବରେ ପାଳନ କରାଯାଇଛି। କାରଖାନା ପରିସରରେ ଥିବା ଦରବାରରେ ପ୍ରଥମେ ଗୋମାତା, ଗୁରୁମାତା ଓ ପିତୃଦେବଙ୍କୁ ଦୀପ ପ୍ରଜ୍ଵଳନ ଓ…
ଭାଗ୍ୟର କି ବିଡମ୍ବନା, ମାତ୍ର ୯ ମାସର କୋମଳମତି ଶିଶୁପୁତ୍ରର ଲିଭର ଅକାମି
ଅର୍ଥ ଅଭାବରୁ ଲିଭର ଟ୍ରାନ୍ସପ୍ଲାଣ୍ଟ ଅଟକି ରହିଛି, ସରକାରଙ୍କ ସାହାଯ୍ୟ ଲୋଡିଲେ ପରିବାର ସଦସ୍ୟ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କିଛି ବର୍ଷ ତଳେ ହୋଇଥିଲା ବାହାଘର । ନୂଆ ସ୍ବପ୍ନ ନୂଆ ଆଶା ନେଇ କେତେ କଣ ଭାବିଥିଲେ । ବେଶ୍ ହସଖୁସିରେ ଚାଲିଥିଲା ତାଙ୍କ ସଂସାର । ଇତି…
ଭଞ୍ଜ ସାଂସ୍କୃତିକ ପରିସର ପୁନଃ ଖୋଲିଲା, ଖୁବ୍ ଶୀଘ୍ର ଆରମ୍ଭ ହେବ ବୁକିଂ ପ୍ରକ୍ରିୟା
ରାଉରକେଲା, (ବସନ୍ତ କୁମାର ଜେନା) : ଗତ ସେପ୍ଟେମ୍ବର ୧୨ ତାରିଖରେ ବୈଧାନିକ ଆଇନଗତ ପ୍ରକ୍ରିୟା ଅନୁଯାୟୀ ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଦ୍ୱାରା ଦଖଲ କରାଯାଇଥିବା ଭଞ୍ଜ ସାଂସ୍କୃତିକ କମ୍ପ୍ଲେକ୍ସକୁ ଅଫିସିଆଲ ପ୍ରକ୍ରିୟା ଅନୁଯାୟୀ ଅକ୍ଟୋବର ୧୮ ତାରିଖରେ ପୁନଃ ଖୋଲାଯାଇଛି ।…
ପାଇପ୍ ଗୋଦାମ ଫାଟକରେ ତାଲା ପକାଇଲେ ଗ୍ରାମବାସୀ
ଓଡ଼ଗାଁ,୧୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଣ୍ଡୋର ଖେଳପଡିଆ ଠାରେ ବେଆଇନ ଭାବେ କେଇସି ଇଣ୍ଟରନ୍ଯାସିନାଲ ଲିମିଟେଡ଼ ଦୀର୍ଘ ସାଢେ଼ ତିନି ବର୍ଷ ଧରି ପ୍ରାୟ ୫ ଏକର ଜମିକୁ ଆବଦ୍ଧ କରି ଜବରଦଖଲରେ ରଖି ପାନୀୟ ଜଳ ଯୋଗାଣର ପାଇପ୍…
ଜୋନ୍ ସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ
ଓଡ଼ଗାଁ,୧୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ଦେଓଗାଁ-ଭାଲିଆଡିହି ଠାରେ ଶନିବାର ଦିନ ରୋହିବାଙ୍କ ଜୋନ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ରୋହିବାଙ୍କ, କୋମଣ୍ତ, ବାଙ୍କତରା,…
ଶରଣକୁଳ ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟାପକଙ୍କ ଅକାଳ ବିୟୋଗ
ଓଡ଼ଗାଁ,୧୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ମହାବିଦ୍ୟାଳୟର କାର୍ଯ୍ୟରତ ସଂସ୍କୃତ ଅଧ୍ୟାପକ ବିରଞ୍ଚି ନାରାୟଣ ସୁବୁଦ୍ଧିଙ୍କ ଅକାଳ ବିୟୋଗରେ ସମଗ୍ର ମହାହାବିଦ୍ୟାଳୟ ସହିତ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ଶନିବାର ସକାଳେ…
ନନ୍ଦିଘୋର ଗାଁରେ ମା’ ମହାମାୟୀଙ୍କ ବାର୍ଷିକୋତ୍ସବ
ଓଡ଼ଗାଁ୧୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମରେ ଅବସ୍ଥିତ ମା' ମହାମାୟୀଙ୍କ ବାର୍ଷିକୋତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସକାଳେ ଗ୍ରାମର ବାଘରା ପୁଷ୍କରିଣୀ ଠାରେ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ହୋମ ଯଜ୍ଞାଦି ସମାପନ ପରେ ପ୍ରାୟ ୨୫୦ ଜଣ…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦୀପାବଳୀ ଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶନିବାର ଦିନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ପାରଳାଖେମୁଣ୍ଡି ଠାରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ଦେବୀମଠର ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାଶ ଓ ବିଦ୍ୟାଳୟର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକଙ୍କ କର…
ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ “ସାଇବର ଅପରାଧ ସଚେତନତା ଅଭିଯାନ” ଶୁଭାରମ୍ଭ ର ସିଧାପ୍ରସାରଣ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଜି (ଶନିବାର) ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ର ଅଡିଟରିଅମ ହଲ ଠାରେ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ “ସାଇବର ଅପରାଧ ସମ୍ପର୍କିତ ସଚେତନତା ଅଭିଯାନ” ଶୁଭାରମ୍ଭ ର ସିଧା ପ୍ରସାରଣ…