Browsing Category

ରାଜ୍ୟ

ବେଲଗୁଣ୍ଠା ପୋଲିସ ପକ୍ଷରୁ ଗାଡ଼ି ଚେକିଂ

ବେଲଗୁଣ୍ଠା,୧୦/୦୮,-(ଶିବରାମ ଚୌଧୁରୀ )-ଆସନ୍ତା ପର୍ବପର୍ବାଣୀ ଓ ଯାତାୟାତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ ଗାଡ଼ି ବ୍ଲକିଂ ଓ ଯାନବାହନ ଯାଞ୍ଚ କରାଯାଇଛି। ଏହି କ୍ରମରେ ସୋମବାର ସନ୍ଧ୍ୟା ପାଞ୍ଚଟାରୁ ରାତି ନଅଟା ପର୍ଯ୍ୟନ୍ତ

ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ ବସ୍ତା ସାମ୍ବାଦିକଙ୍କ ଧାରଣା।

ବିଭାଗୀୟ ଏସଡିଓ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ। ବସ୍ତା ୧୦/୮ : ବସ୍ତାର ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କଲା ପରେ ପ୍ରଶାସନିକ ଅଧିକାରି ମାନେ କର୍ଣ୍ଣପାତ ନ କରିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ।ଯାହାକୁ ନେଇ ବସ୍ତା ସାମ୍ବାଦିକ

ନକଲି ସାର ଯୋଗାଣକୁ ନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଝଡ଼

ସେପଟେ ସାର କଳାବଜାରୀ କଲେ କଠୋର କାର୍ଯ୍ୟାନୁଷ୍ଠାନ ନୀଳଗିରି, ୧୧/୦୮: ଓଡ଼ିଶାର ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ, ନକଲି ଓ ସାର କଳାବଜାରୀ ପାଇଁ ଏକ ଏନଫୋର୍ସ ଟିମ୍ ଗଠନ କରାଯାଇଛି ବୋଲି ଡିଣ୍ଡିମ୍ବ ପିଟୁଥିବା ବେଳେ ବାଲେଶ୍ବର

ବଲାଙ୍ଗୀର ଜିଲ୍ଲାସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜାତୀୟ କୃମିନାଶକ ଦିବସ ଅଭିଯାନ ଶୁଭାରମ୍ଭ

ବଲାଙ୍ଗୀର (୧୦/୦୮): ଶିଶୁ ଓ କିଶୋର-କିଶୋରୀଙ୍କୁ କୃମି ସଂକ୍ରମଣରୁ ସୁରକ୍ଷା ଦେବା ଲକ୍ଷ୍ୟରେ ଆଜି ବଲାଙ୍ଗୀର ଜିଲ୍ଲାସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜାତୀୟ କୃମିନାଶକ ଦିବସ ଅଭିଯାନର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି

ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ ପ୍ରକ୍ରିୟାରେ ଦାବି, ଆପତ୍ତି ଅବଧି ଯାଞ୍ଚ ଓ ପରିଚାଳନା ନେଇ ବୈଠକ

ବଲାଙ୍ଗୀର (୧୦/୦୮): ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟାରେ ଦାବି ଓ ଆପତ୍ତି ଅବଧି ସମୟରେ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ ଗ୍ରହଣ, ଯାଞ୍ଚ ଓ ପରିଚାଳନା ନେଇ ବଲାଙ୍ଗୀରରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ

କେରଳ ଦାଦନ ଖଟିବାକୁ ଯାଇ ଗଦଗୁଡ଼ା ର ଯୁବକ ମୃତ

ମୃତ ଦେହ ଗାଁ କୁ ଆଣିବାକୁ ସ୍ଵାକ ସଂଗଠନ ର ଜିଲ୍ଲାପାଳ ଙ୍କୁ ନିବେଦନ ଜି.ଉଦୟଗିରି,୧୦/୦୮(ଆପ୍ର) କନ୍ଧମାଳ ଜିଲ୍ଲା ରୁ ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକ ଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ସୂଚନା ଅନୁସାରେ ଗଦଗୁଡ଼ା ଗ୍ରାମ ତଳସାହି ର ସୁଭଦେବ

ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ

ତିନି ପଞ୍ଚାୟତର ଶହ ଶହ ଏକର ଧାନଚାଷ ନଷ୍ଟ ଆଶଙ୍କା ;ଚିନ୍ତାରେ ଚାଷୀ, ତୁରନ୍ତ ଜଳ ନିଷ୍କାସନ ଦାବି ବେଲଗୁଣ୍ଠା, ୧୦/୦୮: -(ଶିବରାମ ଚୌଧୁରୀ )-ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବେଲଗୁଣ୍ଠା ବ୍ଳକ୍ ର ନେଟଙ୍ଗା

ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

;ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତରେ ବିଲୟକୁ ବିରୋଧ ; ପୂର୍ବବତ ଯୋଜନା ଚାଲୁ ରଖିବା ସହ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ ପାଇଁ ଦାବି | ବାସୁଦେବପୁର - ତା ୧୦/୮ ; ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ

ପୁର୍ବତନ ରାଷ୍ଟ୍ରପତି ଭି ଭି ଗିରିଙ୍କର ଜୟନ୍ତୀ ପାଳନ ଅନୁଷ୍ଠିତ

ଆମ ଓଡ଼ିଶା ର ଗର୍ବ ଓ ଗୌରବର ପ୍ରତୀକ ତଥା ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରିଙ୍କର ୧୩୨ ତମ ଜନ୍ମ ଜୟନ୍ତୀ ଉତ୍ସବ ତାଙ୍କର ବାସସ୍ଥଳୀ ଅଥବା ବର୍ତ୍ତମାନ ର ଭି ଭି ଗିରି ପ୍ରଶିକ୍ଷଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ଚାନ୍ଦିନୀ ପଣ୍ଡା ଙ୍କ ପୌରହିତ୍ୟରେ

“ଗୁରୁ ଦିବସ”କୁ ‘ଜାତୀୟ ପାଳନ ଦିବସ’ ଭବେ ଗ୍ରହଣ କରିବାକୁ ୟୁଟିଆ ପକ୍ଷରୁ ଦୃଢ଼ ଦାବୀ

କେନ୍ଦୁଝର,ତା୧୦/୦୮- ରାଜ୍ୟ ସରକାର 'ଗୁରୁ ଦିବସ' ବା 'ଶିକ୍ଷକ ଦିବସ' କୁ ଚଳିତ ୨୦୨୬ ମସିହା ସରକାରୀ କ୍ୟାଲେଣ୍ଡରରେ 'ଜାତୀୟ ପାଳନ ଦିବସ' ଭାବରେ ସ୍ଥାନ ଦେଇ ନାହାନ୍ତି। ଫଳରେ ରାଜ୍ୟର ହଜାର ହଜାର କାର୍ଯ୍ୟରତ ଏଵଂ ଅବସରପ୍ରାପ୍ତ ଶିକ୍ଷକ ସମାଜ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ