Browsing Category

ରାଜ୍ୟ

ଗାୟତ୍ରୀ ମହାବିଦ୍ୟାଳୟ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରେଗାଡା ସ୍ଥିତ ଗାୟତ୍ରୀ ବୈଷୟିକ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି l ଏହିବଶରରେ ସାଧାରଣ ସଭା ଓ ରାଷ୍ଟ୍ରୀୟ ଏକତା ପାଇଁ ଫାରମାସୀ, ନର୍ସିଙ୍ଗ, ଡ଼ିଏମଆଳଟି ଏମ. ସୀ. ଏ ବି. ସୀ. ଏ, ଏମ ବି. ଏ ଛାତ୍ର ଛାତ୍ରୀ ମାନେ…

ବଡ଼ବିଲ ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

 ବଡ଼ବିଲ(ଶାସକ ପ୍ରଶାସକ) ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମତିଥି  ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଥିବା ବେଳେ ବଡ଼ବିଲ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବଡ଼ବିଲ ଏସ୍ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ,…

ବିପ୍ଲବୀ କମ୍ୟୁନିଷ୍ଟ ନେତା ସ୍ବର୍ଗତ ଡିବିଏମ ପଟ୍ଟନାୟକ ଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର,-ୟୁନିଟି ସେଣ୍ଟର ଅଫ କମ୍ୟୁନିଟି ରିଭଲେସେନରି ଅଫ ଇଣ୍ଡିଆ ପକ୍ଷରୁ ଆଜି ଗୁଣପୁର ନଗର ଭବନ ଠାରେ ବିଶିଷ୍ଟ ବିପ୍ଲବୀ କମ୍ୟୁନିଷ୍ଟ ନେତା ସ୍ବର୍ଗତ ଡିବିଏମ ପଟ୍ଟନାୟକ ଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନାଗରିକ…

କାମଧେନୁ ସୁରଭୀ ଜଜ୍ଞ ରେ ଧ୍ବଜା ପ୍ରତିଷ୍ଠା, ପୁର୍ଣ୍ଣମି ରେ୧୦୮ ଶିବଲିଙ୍ଗ ପ୍ରତିଷ୍ଠା

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): -ସ୍ଥାନୀୟ ଜଲତାର ନୂଆ ଗାଁ ଶିବ ମନ୍ଦିର ନିକଟରେ ବିଶ୍ବସାନ୍ତି ପାଇଁ କାମଧେନୁ ସୁରଭୀ ଜଜ୍ଞ ଚାଲିଥିବା ବେଳେ ଏହି ଅବସରରେ ଆଜି ଧ୍ବଜ ପ୍ରତିଷ୍ଠା ହୋଇଛି। ନିର୍ବାଣ ଟ୍ରଷ୍ଟ, ଅଖିଳ ଭାରତୀୟ ସନ୍ଥ ସମାଜ, ବିଶ୍ବହିନ୍ଦୁ ପରିଷଦ, ଶବର ସମାଜ ର ମିଳିତ…

ଭଞ୍ଜନଗରରେ ଦୁର୍ନୀତି ନିବାରଣ ସେଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ଡିଭିଜନ୍ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମ ପାଳିତ ହୋଇଛି। ଭଞ୍ଜନଗର ଟାଉନହଲ୍ ଠାରେ ଆୟୋଜିତ…

ବେଦାନ୍ତ ଆଲୁମିନିୟମର ଦକ୍ଷତା ପଦକ୍ଷେପ ମାଧ୍ୟମରେ ଆଧୁନିକ କାର୍ଯ୍ୟକ୍ଷେତ୍ରକୁ ପଦାର୍ପଣ କରୁଛନ୍ତି କଳାହାଣ୍ଡିର…

  ଭୁବନେଶ୍ୱର, ୩୦.୧୦.୨୫: ସମୃଦ୍ଧ ପରମ୍ପରା ଏବଂ ଅବ୍ୟବହୃତ ସମ୍ଭାବନାର ଭୂମି କଳାହାଣ୍ଡି ଏବେ ଏକ ଉଲ୍ଲେଖନୀୟ ପରିବର୍ତ୍ତନର ସାକ୍ଷୀ ହେଉଛି। ଏହାର ଶାନ୍ତ ଭୂମିରେ, ମହତ୍ତ୍ୱାକାଂକ୍ଷା, ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାର ଏକ ନୂତନ କାହାଣୀ ରୂପ ନେଉଛି - ଯାହାର ନେତୃତ୍ୱ ନେଉଛି…

ବିଜେପି – ବିଜେଡି କାର୍ଯ୍ୟାଳୟକୁ ପଶିବାକୁ ପୋଲିସର ସାହସ ଅଛି ତ ?

ବିଜେପି - ବିଜେଡିରେ ପଇସା ଉଛୁଳୁଛି, ପୋଲିସ କଂଗ୍ରେସ କାର୍ଯ୍ୟାଳୟ ଯାଞ୍ଚ କରି ଫତୁଆ ହେଉଛି କଂଗ୍ରେସ ଅଫିସକୁ ରେଡ ନାମରେ ପୁଲିସ ପଠାଇ ଭୟଭୀତ କରିବା ଅପଚେଷ୍ଟା କରିଛି ବିଜେପି ସରକାର : କଂଗ୍ରେସ ଭୁବନେଶ୍ୱର ତା ୩୦.୧୦.୨୫ :- ନୂଆପଡା ଉପନିର୍ବାଚନ ପରିପେକ୍ଷୀରେ ସମସ୍ତ…

ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଶତବାର୍ଷିକୀ ଜନ୍ମ ଜୟନ୍ତୀ ଉପଲକ୍ଷେ ଗାଙ୍ଗପୁର ପୋଲିସ୍ ପକ୍ଷରୁ ଚିତ୍ରାଙ୍କନ ଓ ବକ୍ତୃତା…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଙ୍କ ଶତବାର୍ଷିକୀ ଜନ୍ମ ଜୟନ୍ତୀ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ପୋଲିସ୍ ପକ୍ଷରୁ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଚିତ୍ରାଙ୍କନ ଏବଂ ବକ୍ତୃତା…

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ଓଡ଼ଗାଁ,୩୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଅଭୟ ବେହେରାଙ୍କ ତତ୍ତ୍ୱାବଧାନରେ ଗୁରୁବାର ଓଡ଼ଗାଁ ପି ଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି…

ଘରୋଇ ପାଇପ କମ୍ପାନୀ ଦଖଲରୁ ମୁକ୍ତ ହେବ ଦଣ୍ଡୋର ଗୋଚର ଜମି,

ଦୁଇ ବର୍ଷର ଜବର ଦଖଲ ପାଇଁ କମ୍ପାନୀ ଦେବ ଜାରିମନା ଓଡଗାଁ,୩୦।(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକର କେତେକ ଗ୍ରାମକୁ ମହାନଦୀରୁ ପାନୀୟ ଜଳ ଯୋଗାଣ ନିମନ୍ତେ ବିଗତ ସରକାରଙ୍କ ସମୟରେ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟାରମ୍ଭ ହୋଇଥିଲା । ଏନେଇ ଏକ ଅଣ ଓଡିଶା ଠିକାଦାର…