Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ୱେବସାଇଟରୁ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ତାଲିକା ଗାଏବ !
ଅନ୍ୟ ରାଜ୍ୟକୁ ଯାଇଥିବା ଭୋଟର ଏବେ ଚିନ୍ତାରେ
ରାଜଗାଙ୍ଗପୁର: ନିର୍ବାଚନ କମିଶନ ଦେଶର ୯ଟି ରାଜ୍ୟ ଏବଂ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର କାର୍ଯ୍ୟକାରୀ କରୁଛନ୍ତି। ଭୋଟରଙ୍କୁ ଏସଆଇଆର ଇଆର ଫର୍ମରେ ୨୦୦୨ ଭୋଟର ତାଲିକା ସଂଶୋଧନରୁ ସୂଚନା ମଗାଯାଉଛି, ତେଣୁ ଓଡ଼ିଶାରୁ…
“ସରିଲା ପ୍ରଚାର, ମନ ଜିଣିଲା ବିଜେଡି”
"ନବୀନ ପଟ୍ଟନାୟକଙ୍କ ପ୍ରଚାରରେ ଘାଇଲା ବିଜେପି"
"୧୧ ତାରିଖରେ ହେବ ଜନ ଆକ୍ରୋଶର ପ୍ରତିଫଳନ"
ଭୁବନେଶ୍ୱର, ୦୯/୧୧/୨୦୨୫: ରାଜ୍ୟର ବହୁ ଚର୍ଚ୍ଚିତ ନୂଆପଡ଼ା ଉପନିର୍ବାଚନରେ ଭୋଟ ପଡ଼ିବାକୁ ୨୪ ଘଣ୍ଟା ବାକି ଥିବାବେଳେ ଭୋଟରଙ୍କ ମନ ଜିଣିବାରେ କୌଣସି ସୁଯୋଗ ହାତଛଡା କରି ନାହିଁ…
ମାନବିକ ସ୍ପର୍ଶ ବଳରେ ମଣିଷର କଷ୍ଟ ଯନ୍ତ୍ରଣା ଲାଘବ କରିବାର ସୁଯୋଗ ନର୍ସମାନଙ୍କୁ ମିଳିଥାଏ
ଭୁବନେଶ୍ୱର , ନଭେମ୍ବର ୮ : ନର୍ସିଂ ଏଭଳି ଏକ ମହାନ ବୃତି ଯେଉଁଥିରେ କି ବିଶ୍ୱରେ କଷ୍ଟ ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କୁ ମାନବିକ ସ୍ପର୍ଶ ବଳରେ ସେମାନଙ୍କର ଯନ୍ତ୍ରଣା ଲାଘବ କରିବାର ସୁଯୋଗ ମିଳିଥାଏ ବୋଲି ଶୁକ୍ରବାର କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି…
ସାଇବର ସୁରକ୍ଷା କାର୍ଯ୍ୟକ୍ରମରେ ବୁଲିଲା ସଚେତନ ରଥ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୯/୧୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଜି ସାଇବର ସୁରକ୍ଷା ନେଇ ଏକ ସଚେତନ ରଥ ବୁଲିଛି। ଲୋକଙ୍କୁ ସାଇବର ଠକେଇ ରୁ ସୁରକ୍ଷା ପାଇଁ ଏହି ସଚେତନ ରଥ ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…
କଳାହାଣ୍ଡି ଜିଲ୍ଲାରେ ଯୌତୁକ ନିଷେଧ ଆଇନ ୧୯୬୧ ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଆୟୋଜିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, କଳାହାଣ୍ଡି ଦ୍ୱାରା ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ପରିସରର ସଦଭାବନା ସଭାଗୃହ ଠାରେ “ଯୌତୁକ ନିଷେଧ ଆଇନ, ୧୯୬୧” ବିଷୟରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ୟକ୍ରମ ଆୟୋଜିତ ହେଲା। ଏହି ପ୍ରଶିକ୍ଷଣର…
ସଞ୍ଚୟ ପକ୍ଷ ଉପଲକ୍ଷେ ବୃକ୍ଷରୋପଣ ଓ ଆର୍ଥିକ ସଚେତନତା ଶିବିର
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଆଜି ଶଗଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ ଓ ଆର୍ଥିକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ବିବେକାନନ୍ଦ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ବନ୍ଦେ ମାତରମ ର ୧୫୦ ତମ ଜୟନ୍ତୀ ପାଳନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବେତଡା ରେ ଉତ୍କଳ ମଣି ଗୋପବନ୍ଧୁ ସଂସ୍କୃତ ମହାବିଦ୍ୟାଳୟ ପରିସର ରେ ବନ୍ଦେ ମାତରଂ ର ୧୫୦ ତମ ଜୟନ୍ତୀ ପାଳନ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ କାର୍ଯ୍ୟ କ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ପଣ୍ଡା ଙ୍କ…
କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁରଭି-୨୦୨୫ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି…
ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ତଥା ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ପ୍ରଦର୍ଶନୀ ଆଜି (ଶନିବାର) ଗଜପତି ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ…
ଓଡିଶା ଡିପ୍ଲୋମା ଇଞ୍ଜିନିଅର ସେବା ସଂଘ ର ବୈଠକ।
ଓଡିଶା ଡିପ୍ଲୋମା ଇଞ୍ଜିନିଅର ସେବା ସଂଘ ମାଲକାନଗିରିର ନିର୍ବାଚନ-୨୦୨୫ ପାଇଁ ଏକ ବୈଠକ ସଙ୍ଘ ଭବନ ଠାରେ ହୋଇଯାଇଛି l ଏଥିରେ କେନ୍ଦ୍ରୀୟ କର୍ମକର୍ତ୍ତା ତଥା ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ର ସଭାପତି ଇଂ. ଶ୍ରୀକାନ୍ତ ମହାପାତ୍ର ଯୋଗ ଦେଇଥିଲେ। ମାଲକାନଗିରି ଶାଖାର ମଣ୍ଡଳ ସଭାପତି…